ପୂଜା ଘରେ ଭୁଲରେବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ, ନଚେତ ହେବ ସର୍ବନାଶ – Pooja Path

ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କ ସମସ୍ତଙ୍କ ଘରେ ପୂଜା ପାଇଁ ଘରେ ମନ୍ଦିର ଟିଏ ଥିବ ଓ ସେହି ପୂଜା ଘରେ ଆପଣ ଯେଉଁ ଦେବା ଦେବୀ ଙ୍କୁ ଭଲ ପାଆନ୍ତି ଆପଣ ତାଙ୍କର ଫୋଟ କିମ୍ବା ମୂର୍ତ୍ତୀ ରଖି ପୂଜା କରିଥାନ୍ତି | ତାହାଲେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଆମେ ଆମ ପୂଜା ଘରେ କଣ ରଖିବା ଭଲ ଆଉ କଣ ରଖିବା ଭଲ ନୁହେଁ ସେ ବିଷୟରେ ଆସନ୍ତୁ ଜାଣିବା |

(1) ଆମର ପୁରାଣ ଶାସ୍ତ୍ର ଅନୁଯାୟୀ ଆମେ ଆମ ପୂଜା ଘରେ ମାଟିରେ ତିଆରି ଦୀପ ରଖିବା ଆବଶ୍ୟକ ଏହା ରଖିବା ଦ୍ୱାରା ଘର ର ମଙ୍ଗଳ ହେଇଥାଏ |

(2) ଦ୍ୱିତୀୟ ରେ ଯଦି ଆପଣ ଆପଣଙ୍କ ପୂଜା ଘରେ ସ୍ୱସ୍ତିକ ରଖୁଛନ୍ତି ତାହାଲେ ଆପଣଙ୍କ ଘରର କେବେ ଅମଙ୍ଗଳ ହେବ ନାହିଁ |

(3) ତୃତୀୟରେ କଳସ, କଳସ ହେଉଛି ସୁଖ ଓ ସମୃଦ୍ଧି ର ପ୍ରତୀକ ତେଣୁ ଏହି କଳସ କୁ କୁମ କୁମ ଦ୍ୱାରା ଓଷ୍ଟ କଳସ ର ଆକୃତି ତିଆରି କରି ପୂଜା ଘରେ ରଖିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହେଇଥାଏ ଓ ଘରର ସୁଖ ଶାନ୍ତି ବଜାଈ ରହିଥାଏ |

(4) ଚତୁର୍ଥରେ ଶଙ୍ଖ ଆପଣ ମାନେ ଜାଣିଥିବେ ଦର୍ଶକ ବନ୍ଧୁ ସମୁଦ୍ର ମନ୍ଥନ ରୁ ଶଙ୍ଖ ର ଉତ୍ପତି ହେଇଛି, ତେଣୁ ପୂଜା ଘରେ ଶଙ୍ଖ ରହିବା ଦ୍ୱାରା ମାତା ଲଷ୍ମୀ ପ୍ରସନ୍ନ ହେଇଥାନ୍ତି ଓ ସେଇ ଘରେ କେବେ ବି ଧନ ର ଅଭାବ ହେଇ ନ ଥାଏ |

(5) ଘଣ୍ଟା ପୂଜା ଘଣ୍ଟା ବାଜିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହେଇଥାଏ ଓ ଘର ର ସୁଖ ଶାନ୍ତି ଲାଗି ରହିଥାଏ ଦର୍ଶକ ବନ୍ଧୁ ଏହା ଥିଲା ପୂଜା ଘରେ ଏହି ସବୁ ଜିନଷ ପୂଜା ଘରେ ରହିଲେ ଘରର ଅମଙ୍ଗଳ ହେବ ନାହିଁ କି ଘରେ କେବେ ଅଶାନ୍ତି ଦେଖା ଯିବ ନାହିଁ |

ଏବେ ଆସନ୍ତୁ ଆମେ ପୂଜା ଘରେ କଣ ରଖିବେ ନାହିଁ ସେ ବିଷୟରେ ଜାଣିବା |

(1)ଯଦି ଆପଣ ଆପଣଙ୍କ ପୂଜା ଘରେ ଗଣେଷ ଙ୍କ ବିଶେଷ ମୃତ୍ତି ରଖୁଛନ୍ତି ତାହାଲେ ଏହାକୁ ରଖନ୍ତୁ ନାହିଁ କେବେଳ ଗୋଟିଏ କିମ୍ବା ଦୁଇଟା ମୃତ୍ତି ରଖନ୍ତୁ ଏହା କରିବା ରଖିବା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ |

(2) ରେ ପୂଜା ଘରେ ଭଙ୍ଗା ଚାଉଳ ରଖନ୍ତୁ ନାହିଁ ଏହା ରଖିବା ଦ୍ୱାରା ଘରେ ଲଷ୍ମୀ ଙ୍କ ର ଅଭାବ ଦେଖାଦେଇଥାଏ ଓ ଘର ର ଅମଙ୍ଗଳ ହେଇଥାଏ |

(3) ରେ ପୂଜା ଘରେ ପୂର୍ବ ପୁରୁଷ କିମ୍ବା ସନ୍ଥ ମାନଙ୍କ ର ଫୋଟ ଲଗାନ୍ତୁ ନାହିଁ ଏହା କରିବା ଦ୍ୱାରା ଘରେ ସବୁବେଳେ କୋଳି ଝଗଡା ଲାଗିରୋହିଥାଏ ତେଣୁ ଏହାକୁ ଘର ର କାନ୍ଥ ରେ ଲଗାନ୍ତୁ |ତେବେ ଆମେ ଆମ ପୂଜା ଘରେ ଶନିଦେବ ଙ୍କ ମୂର୍ତ୍ତି କିମ୍ବା ଫୋଟ ବି ଲଗାନ୍ତୁ ନାହିଁ ଏହା ଘର ର ଅମଙ୍ଗଳ ହେଇଥାଏ

ତାହାଲେ ଏହା ଥିଲା ଘରର ମଙ୍ଗଳ ପାଇଁ କିଛି ଜାଣିବା ଆବଶ୍ୟକ କଥା ଯାହା ଘର ର ମଙ୍ଗଳ ହେବା ସହିତ ଶାନ୍ତି ର ରହିବା ପାଇଁ ଆବଶ୍ୟକ କଥା ଯାହା ଜାଣିବା କଥା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment