ପୂଜା_ଘରୁ_ଉଭାନ_ହେଲେ_ଆମ୍ବ_ଗଛରେ_ବସିଲେ_ଶ୍ରୀକୃଷ୍ଣ… ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼… ଦେଖନ୍ତୁ Video

ଆଜ୍ଞା ହଁ ଆମେ ଜାଣିଛୁ କି ଭଗବାନ ସବୁଆଡେ ବିଦ୍ୟମାନ, ଆଉ ଭଗବାନଙ୍କୁ ଯଦି ଭକ୍ତି ର ସହିତ ଆମେ ସ୍ଵହୃଦୟରୁ ଡାକିବା ତାହେଲେ ଭଗବାନ ଆମ କଥା ନିଶ୍ଚୟ ଶୁଣିବେ ଆଉ ଆମକୁ ମନ ଜାଣି ଫଳ ମଧ୍ୟ ଦେବେ, ଭକ୍ତିରେ ଭଗବାନ ରହିଥାନ୍ତି ବୋଲି ସମସ୍ତେ କହିଥାନ୍ତି, ଆଉ ଯାହା ସମସ୍ତେ ବହୁତ ପୂର୍ବରୁ ଜାଣିଛନ୍ତି, ଓଁ ଆପଣ ଯଦି ଠାକୁରଙ୍କୁ ମାନିବେ ତାହେଲେ ସିଏ ସବୁଠି ବିଦ୍ୟମାନ ହେବେ, ତେବେ ଆସନ୍ତୁ ସେପରି କିଛି ସତ୍ୟ ଘଟଣା ବିଷୟରେ ଆମେ ଆଲଚନା କରିବା |

ଏହି ଘଟଣାଟି ହେଉଛି ବୌଦ୍ଧ ଜିଲ୍ଲା ବୌଶୁଡି ପଞ୍ଚାୟତର ବୌଶୁଡି ବସ ଷ୍ଟାଣ୍ଡ ପାଖ ନୋଳିତ ଅଗ୍ରୱାଲ ଙ୍କ ଘରେ, ତାଙ୍କ ଘରେ ଘଟିଛି ଏପରି କିଛି ଘଟଣା ଯାହାକୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେଇଯିବେ, ପୁଅ ଟିଏ ନାହିଁ ବୋଲି ବହୁତ ସ୍ନେହରେ ଶ୍ରୀକୃଷ୍ଣ ଙ୍କର ମୂର୍ତ୍ତି ଆଣିକି ରଖିଥିଲେ ତାଙ୍କ ଠାକୁର ଘରେ, ଆୟ ପୁଅ ପରି ଭଲ ପାଇବା ଆଉ ସେବା ମଧ୍ୟ ଦେଉଥିଲେ ତାଙ୍କୁ |

କିନ୍ତୁ ସକାଳେ ନଳିତ ନିଜର ନିତ୍ୟ ଙ୍କର କୁ ସାରି ଆସି ଠାକୁରଙ୍କ ପୂଜା କରିଥିଲେ ଆଉ ସେଠୁ ଚାଲିଯାଇଥିଲେ କିନ୍ତୁ କିଛି ସମୟ ପରେ ନଳିତ ଙ୍କ ସ୍ତ୍ରୀ ସେଠାକୁ ଆସିଥିଲେ ଆଉ ତାଙ୍କ ସ୍ୱାମୀଙ୍କ ପାଇଁ ଖାଇବା ତିଆରି କରିସାରୀ ଯେତେବେଳେ ପୂଜା କରିବାକୁ ତାଙ୍କର ଘର ମନ୍ଦିରକୁ ଆସନ୍ତି , ସେତେବେଳେ ଦେଖନ୍ତି କି ମନ୍ଦିରରେ କୃଷ୍ଣ ନାହାନ୍ତି ଆଉ ଚାରିଆଡେ ପଡିଛି ତୁଳସୀ ପତ୍ର | ସେହି ତୁଳସୀ ପାତ୍ରକୁ ଦେଖି ସମସ୍ତେ ଖୋଜି ଖୋଜି ଯାଇଥିଲେ ଆଉ ଘରର ସବୁ ଆଡେ କୃଷ୍ଣଙ୍କୁ ଖୋଜିଥିଲେ , ଆଉ ତୁଳସୀ ପତ୍ର ତାଙ୍କ ବାଡ଼ି ଆଡେ ପଡିଥିବାର ଦେଖି ମଧ୍ୟ ସେଠାକୁ ଯାଇଥିଲେ |

ବାଡିଆଡେ ସମସ୍ତେ ମିଶି ତାଙ୍କୁ ଖୋଜିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ , ଆଉ ପରେ ତାଙ୍କର ଝିଅ ଦେଖିଲେ କି ଶ୍ରୀକୃଷ୍ଣ ଆମ୍ବ ଗଛ ଉପରେ ବସି ଆମ୍ବ ଖାଉଛନ୍ତି ଯାହାକୁ ଦେଖି ସମସ୍ତେ ଖୁସି ହେଇଯାଇଥିଲେ, ତାଙ୍କର ଘର ଲୋକଙ୍କ କହିବା କଥା କି ଖାଲି ଆଜି ନୁହଁ ଏମିତି କୃଷ୍ଣ ଆମ ପୁଅ ପରି ଘରେ ବୁଲନ୍ତି କେତେବେଳେ ଆଣ ରୋଷେଇଘରେ ତ ଆଉ କେତେବେଳେ ଆମ ଘର ଭିତରେ |

ତେବେ ଏହି ଖବରଟି ଜାଣିବା ପରେ ସମସ୍ତଙ୍କର ଆଶା ବଢିଯାଇଥିଲା କି ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ, ତେଣୁ ସେଠାରେ ଭିଡ ମଧ୍ୟ ଲାଗିଥିଲା ଆଉ ଲୋକ ମାନେ ତାକୁ ମୋବଇଲ ରେ ଉଠଉଥିଲେ, ତେବେ ଆମେ ଶାସ୍ତ୍ର ରେ ଦେଖିଛୁ କି ଭଗବାନଙ୍କର ବିଭିନ୍ନ ନୀଳା ବିଷୟରେ କିନ୍ତୁ ଏହି କଳି ଯୁଗରେ ଭଗବାନ ଙ୍କୁ ଏପରି ଦେଖି ସମସ୍ତେ ଚୋକିତ ମଧ୍ୟ ହେଇଯାଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment