ଘଟଣାରେ ଆସିଲା ନୂଆ ଟୁଇଷ୍ଟ ! ପୁଣି ଭି଼ିଡିଓ ଜାରି କଲେ ଡିମ୍ପଲ ଭିଡିଓ କରି ନିଜର ମୂଳରୁ ଆରମ୍ଭ ହେବ, ଦେଖନ୍ତୁ କଣ କହିଲେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆଜିର ସମାଜରେ ଅନେକ ଏମିତି କିଛି ଘଟଣା ଘଟୁଛି ଯାହା ଦେଖିଲେ ନିଜକୁ ଲଜ୍ଜିତ ଅନୁଭବ ହେଉଛି। ଆଜିର ସମାଜରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି। ସେମାନଙ୍କ ମତରେ ହୁଏତ ସେସବୁ ଠିକ୍ ହୋଇପାରେ କିନ୍ତୁ ଏହାଦ୍ୱାରା ସମାଜ ଏକ ବାର୍ତ୍ତା ପାଉଛି ଏବଂ ଭୁଲ୍ ମାର୍ଗରେ ପରିଚାଳିତ ହେଉଛି।ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ବେଳେବେଳେ ମଣିଷ ନିଜର ସଂଯମତା ହରାଇ, ନିଜକୁ ବଡ ଭାବି, ନିଜ ବଡିମା ରେ ଯେଉଁଭଳି ଭାବରେ କିଛି କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

କିନ୍ତୁ ଏହାଦ୍ବାରା ତାର ସାମାଜିକ ପ୍ରତିଷ୍ଠା ନଷ୍ଟ ହେବା ସହିତ ପାରିବାରିକ ଅସନ୍ତୋଷ ମଧ୍ଯ ବୃଦ୍ଧି ପାଉଛି। ତେବେ ଅନେକାଂଶରେ କେବଳ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ସେମାନଙ୍କୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ। ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ଯେମିତି ଓଡିଶାରେ ଏକ ଘଟଣା କିଛିଦିନ ଧରି ବେଶ୍ ଚର୍ଚ୍ଚା ହୋଇ ଆସୁଛି। ତାହା ହେଉଛି ସୁମିତ ଏବଂ ତପସ୍ୱିନୀ ଙ୍କ ବିବାଦ ମାମଲା।

ତପସ୍ୱିନୀ ଙ୍କୁ ଏକା ଗେଷ୍ଟ ହାଉସ ରେ ଛାଡ଼ି କୁଆଡେ ଚାଲି ଯାଇଛନ୍ତି ସୁମିତ ଏବଂ ତାଙ୍କର କୌଣସି ପତ୍ତା ନାହିଁ। ଫୋନ୍ ବି ବନ୍ଦ ଆସୁଛି।ଏହି ସମୟରେ ସେ ତାଙ୍କର ରହିବାକୁ ନେଇ ଏବଂ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ତପସ୍ୱିନୀ। ଆଉ କହିଛନ୍ତି ଯେ ମୋ ସ୍ୱାମୀଙ୍କୁ ତ ଜଗି ରଖି ପାରିଲେନି ସେ ଖସି ପଳେଇଗଲେ କିନ୍ତୁ ଏବେ ମୋର ସବୁ ଗତି ଉପରେ ନଜର ରଖୁଛନ୍ତି। ୱାଶ ରୁମ୍ ଗଲେ, ହାତ ଧୋଇବାକୁ ଗଲେ, ସୋଇଲେ, ଖାଇଲେ, ଫୋନ୍ ରେ କାହା ସହ କଥାହେଲେ ସେମାନେ ଛାଡ଼ୁ ନାହାଁନ୍ତି।ସେମାନେ ପଛେ ପଛେ ମୋ ପାଖରେ ପାଖରେ ରହୁଛନ୍ତି।

ଏମିତି କି ବାହାରେ ନଶୋଇ, ରୁମ୍ ଭିତରେ ଆସି ବେଞ୍ଚ ପକାଇ ଶୋଉଛନ୍ତି। ଏହାଛଡା ସେ ଭିଡିଓ ରେ କହିଛନ୍ତି ଯେ ମୋ ସ୍ୱାମୀଙ୍କର ପତ୍ତା ନଥିବା ବେଳେ, ମୁଁ ଯଦି ଏଠାରୁ ଛାଡିଦିଏ ବୋଲି ଚାହୁଁଛନ୍ତି ତେବେ ମୋର ସ୍ବାମୀ କେଉଁଠି ଅଛନ୍ତି ତାଙ୍କୁ ଖୋଜି ସାରିବା ପରେ ମୋତେ କାଢ଼ନ୍ତୁ ଏବଂ ତାଙ୍କ ସାଙ୍ଗରେ ଛାଡ଼ନ୍ତୁ। ନହେଲେ ମୋର ରହିବାର ବନ୍ଦୋବସ୍ତ କରନ୍ତୁ, ନହେଲେ ମୋତେ ନେଇ ମୋ ଶାଶୁ ଘରେ ଛାଡ଼ନ୍ତୁ। ମୁଁ ରହିବି କେଉଁଠି, ଚଳିବି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ତାଙ୍କର ରହିବାର ବନ୍ଦୋବସ୍ତ କରାଯାଉ ବୋଲି ସେ ଏକ ଭିଡିଓ ଜାରି କରି ନିଜ ଦୁଃଖ ପ୍ରକାଶ କରି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।