ପୁଣି ଆଜି ଗୁରୁ ଛାତ୍ର ସମ୍ପର୍କରେ ଲାଗିଲା କଳଙ୍କର ଦାଗ ! ଜଣେ ନୁହେଁ ବରଂ 2 ଜଣ ଛାତ୍ରୀ ଙ୍କୁ ନେଇ ଛୁ.. ମାରିଲେ Tuition ସାର୍…ଏବେ ଏହି ଭଡା ଘରେ କରୁଥିଲେ ଏମିତି…

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ, ଦୁଷ୍କର୍ମ, ହତ୍ୟା ଓ ଧମକ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ତେବେ ବନ୍ଧୁଗଣ ଏସବୁ ଅମାନବୀୟ ଏବଂ ସମାଜ ସୁଧୁରିବା ପାଇଁ ଆମ ସମାଜରେ ଶିକ୍ଷକ ମାନଙ୍କୁ ସମାଜରେ ଗୁରୁତ୍ୱ ପୂର୍ଣ ଭୂମିକା ଗ୍ରହଣ କରିଥାଏ। ଶିକ୍ଷକଙ୍କୁ ଆମ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଥାଏ।

ଆଗାମୀ କାଲିର ଭବିଷ୍ୟତ ଆମ ଶିକ୍ଷକଙ୍କ ହାତରେ ରହିଥାଏ। ଅଜ୍ଞାନ ରୂପୀ ଅନ୍ଧକାରରୁ ଜ୍ଞାନରୂପୀ ଆଲୋକ ଯିଏ ଦେଖାଏ ସେ ହେଉଛନ୍ତି ଆମ ଶିକ୍ଷକ। ଯଦି ଦେଖିବା କେଉଁ ଆଦିମ କାଳରୁ ଗୁରୁ ଛାତ୍ରର ସମ୍ପର୍କ ଏକ ପବିତ୍ର ସମ୍ପର୍କ ବୋଲି ଧରାଯାଏ। କିନ୍ତୁ ଆଜିକାଲିର କିଛି ଶିକ୍ଷକ ଯାହା ଗୁରୁ ନାଁ ରେ କଳଙ୍କ ଅନେକ ସମୟରେ ଆପଣ ମାନେ ଦେଖିଥିବେ କିଛି କଳୁଷିତ ମନ ଧାରୀ ଶିକ୍ଷକ ନିନ୍ଦନୀୟ କାମ କରୁଥିବା। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଜଣେ ଶିକ୍ଷକ ଦୁଇ ଛାତ୍ରକୁ ନେଇ ଫେରାର ହୋଇଯାଇଥିଲେ। ତେବେ ବର୍ତ୍ତମାନ ସମୟରେ ଧରା ପଡିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା।

ସୂଚନା ଅନୁସାରେ ଜଣେ ଶିକ୍ଷକ ଟିଉସନ ପଢ଼ାଇବା ପାଇଁ ଆସୁଥିଲେ। ତେବେ ଟିଉସନ ମାଷ୍ଟର ହାବଭାବ ଦେଖି ଘୋର ଲୋକ ତାଙ୍କୁ ଟିଉସନ ପଢ଼ାଇବା ପାଇଁ ମନା କରିଦେଇଥିଲେ। ଏହାପରେ ସେ କ୍ରଧିତ ହୋଇ ଯାଇଥିଲେ। ଦୁଇଜଣ ଟିଉସନ ଛାତ୍ରୀକୁ ଧରି ଭୁବନେଶ୍ୱରରୁ କୁଆଡେ ଫେରାର ହୋଇ ଯାଇଥିଲେ। ଏହାପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ରଖି ତନାଘନା ଜାରି ରଖିଥିଲେ। ପୋଲିସକୁ ସେମାନେ ସମ୍ବଲପୁର ରେ ଏକ ଘୋର ଭଡ଼ା ନେଇ ରହିଥିବା ସୂଚନା ମିଳିଥିଲା। ପୋଲିସ ସେଠାରେ ଚଢ଼ାଉ କରିଥିଲେ। ଘୋର ମାଲିକଙ୍କ କହିବା କଥା ଯେ ସେ ଦୁଇ ଯଣ ଝିଅ ସହିତ ଆସିଥିଲେ। ଏହାପରେ ସେ ଘର ମାଲିକଙ୍କୁ କହିଥିଲେ କି ସେ ତାଙ୍କର ଭାଣିଜି ମେଳା ବୁଲିବା ପାଇଁ ଆସିଛି।

ଘୋର ମାଲିକ ତାଙ୍କ କଥାରେ ବିଶ୍ୱାସ କରି ତାଙ୍କୁ ରହିବା ପାଇଁ ଘର ଭଡ଼ା ଦେଇଥିଲା। ପୋଲିସ ଘୋର ମାଲିକ କୁ ମଧ୍ୟ ପଚରା ଉଚରା ଜାରି ରଖିବା ସହିତ। ରସିକିଆ ଟିଉସନ ମାଷ୍ଟରକୁ ମଧ୍ୟ ଗିରଫ କରିଛି। ଏପଟେ ନାବାଳିକା ଛାତ୍ରୀ ଦୁଇଜଣ ଉଦ୍ଧାର ହେବାପରେ ତାଙ୍କୁ ମେଡିକାଲ ରେ ଟେଷ୍ଟ କରାଯିବ। ତେବେ ଛାତ୍ରୀ ଦୁଇଜଣ ମଧ୍ୟ ସୁରୁଖୁରୁରେ ରେ ରହିଥିବା ଜଣା ପଡିଛି। ଏହାପରେ ମେଡିକାଲ ରିପୋର୍ଟ ରେ କଣ ବାହାରିବ ତାହା ଆଗକୁ ସମୟ କହିବ। ତେବେ ବନ୍ଧୁଗଣ ଆପଣ ମାନେ ହିଁ ନିଜେ ବିଚାର କରନ୍ତୁ ଯଦି ସମାଜ ରେ ଶିକ୍ଷକ ମାନେ ଏଭଳି କରିବେ ତେବେ ଅନ୍ୟ ମାନେ କଣ କରିବେ କଣ ଶିକ୍ଷା ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।