ପୁଣି ଆଜି ଗୁରୁ ଛାତ୍ର ସମ୍ପର୍କରେ ଲାଗିଲା କଳଙ୍କର ଦାଗ ! ଜଣେ ନୁହେଁ ବରଂ 2 ଜଣ ଛାତ୍ରୀ ଙ୍କୁ ନେଇ ଛୁ.. ମାରିଲେ Tuition ସାର୍…..ପୁରା କାରନାମା ଦେଖିଲେ ହୋସ ଉଡିଯିବ….ଦେଖନ୍ତୁ ଭିଡ଼ିଓ

0

ଆଜିର ସମାଜ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ବହୁତ ଆଗରେ ରଖିଛି ଏବଂ ଶିକ୍ଷାର ସ୍ତର ମଧ୍ୟ ବହୁତ ଆଗକୁ ବଢିଛି । ମଣିଷ ଠିକ୍ ଭୁଲର ବିଚାର ମଧ୍ୟ ସଠିକ୍ ଭାବରେ କରି ପାରୁଛି , ଏହାପରେ ମଧ୍ୟ ସେ ଏମିତି କିଛି କାର୍ଯ୍ୟ କରିଥାଏ , ଯାହାଫଳରେ ସମାଜ ସାମ୍ନାରେ ତାକୁ ଅପଦସ୍ତ ହେବା ପାଇଁ ପଡିଥାଏ । ସବୁକିଛି ଜାଣି ମଧ୍ୟ ଏମିତି କିଛି ନିନ୍ଦନୀୟ କାର୍ଯ୍ୟ କରିଥାଏ , ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ହୋଇଥାଏ । ଆଜିର ସମୟରେ କାହାକୁ ବିଶ୍ୱାସ କରିବା ଏତେ ସହଜ ନୁହଁ , କାରଣ ଯାହାକୁ ଆମେ ନିଜର ଭାବି ସବୁକିଛି ଦାୟିତ୍ୱ ଦେଇଥାଉ ପରିଶେଷରେ ସେ ହିଁ ଆମର କ୍ଷତି କରିଥାଏ ।

ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ପିଲା ମାନଙ୍କୁ ଗୁରୁ ମାନଙ୍କ ଠାରୁ ମଧ୍ୟ ଦୂରେଇ ରଖିବେ , କାରଣ ଖୁଦ୍ ଶାକ୍ଷାଦାତା ଛାତ୍ରୀଙ୍କୁ ନେଇ ଫେରାର୍ ହେବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଜଣେ ଶିକ୍ଷା ଦାତା ଏପରି କାର୍ଯ୍ୟ କରିପାରିବେ , ସତରେ ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ଗତ ରବିବାର 19 ତାରିଖରେ ଘରେ ଏକ ଚିଠି ଲେଖି 2 ନାବାଳିକା ଛାତ୍ରୀଙ୍କୁ ଧରି ଟ୍ୟୁସନ ସାର ଫେରାର୍ ହୋଇଯାଇଛନ୍ତି । ଏ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକା ଙ୍କ ମା କହିଛନ୍ତି ଝିଅ କୁ ଯେଉଁ ସାର ଟ୍ୟୁସନ କରୁଥିଲେ ସେହିଁ ଦିଲ୍ଲୀ ନେଇଯାଇଛନ୍ତି ଏବଂ ପିଲା ମାନଙ୍କୁ ଭୁଲାଇ ଏମିତି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛନ୍ତି । ସେ ଚିଠିରେ ଉଲ୍ଲେଖ ରଖିଛି ଯେ , ଆମେ 8 ଦିନ ପାଇଁ ଦିଲ୍ଲୀ ଯାଉଛୁ , ବ୍ୟସ୍ତ ହବାର ନାହିଁ ଆମେ ଭଲ କାମରେ ଯାଇଛୁ । ଶୀଘ୍ର ଫେରିଆସିବୁ ଏହିପରି ଲେଖାଥିବାର ଏକ ଚିଠି ରଖିଯାଇଛନ୍ତି ।

କିନ୍ତୁ ପରିବାର ଲୋକଙ୍କ କହିବା କଥା ସେମାନଙ୍କ ପିଲା କୁଆଁଡେ ମଧ୍ୟ ଯାଆନ୍ତି ନାହିଁ ଏବଂ ଟ୍ୟୁସନ କରିବାକୁ ଆସୁଥିବା ଗୋପାଳ ବାଡତିଆ ନାମକ ଯୁବକ ସେମାନଙ୍କୁ ନେଇଯାଇଥିବାର ସନ୍ଦେହ କରୁଛନ୍ତି । ତେବେ ଫେରାର୍ ହୋଇଥିବା ଉକ୍ତ ଛାତ୍ରୀ 2 ଜଣଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ବୋଲି କହିଛନ୍ତି । ପରିବାର ଲୋକ ଏହା ମଧ୍ୟ କହିଛନ୍ତି ସାରଙ୍କ ଆବଭାବ ରେ ପରିବର୍ତ୍ତନ ଦେଖି ସେମାନେ ଟ୍ୟୁସନ ଆସିବା ପାଇଁ ମନା ମଧ୍ୟ କରିଥିଲେ । ହୁଏତ ସେଇ ରାଗରେ ଏମିତି କରିଥାଇ ପାରନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।