Breking news : ଆଜି ପୁଣି ଓଲିଉଡ୍ ର ଏହି Femous କଳାକାର ଙ୍କର ଆକସ୍ମିକ ମୃତ୍ୟୁ, ଚାରିଆଡେ ଖେଳିଗଲା ଶୋକରଛାୟା…

0

ଅଲିଉଡ ଇଣ୍ଡଷ୍ଟ୍ରୀର ତଥା ଓଡିଆ ସିନେ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲ ଙ୍କର କୋରନା ମହାମାରୀରେ ମୃତ୍ୟୁବରଣ ଘଟିଛି । ଆପଣ ମାନେ ଜାଣିଥିବେ ଭୟଙ୍କର କୋରନା ସଂକ୍ରମଣ ଯୋଗୁଁ ଅନେକ ବଡ ବଡ ତାରକା ମାନଙ୍କର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି , ସେଥିରୁ ମଧ୍ୟ ବାଦ୍ ଯାଇ ନାହାନ୍ତି ଏହି ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲ । ସେ ଅନେକ ଚଳଚ୍ଚିତ୍ର ଯେପରିକି ସପନର ସୌଦାଗର , ବାଇସି ପାହାଚେ ଖେଳିବ ମୀନ ଏପରି ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

ବର୍ତ୍ତମାନ ସମୟରେ ସେହି ସୁପରିଚିତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସାଲ ଆମ ଗହଣରେ ନାହାନ୍ତି । ମାତ୍ର 50 ବର୍ଷ ବୟସରେ , କୋରନା ମହାମାରୀ ରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଛନ୍ତି । ଏ ନେଇ ତାଙ୍କର ପରିବାର ଲୋକ ସୂଚନା ଦେଇଛନ୍ତି , ସୂଚନା ମୁତାବକ ଗତ ମେ 22 ତାରିଖରେ ରେ ଶାନ୍ତିରାଜ ଖୋସାଲ କୋଭିଡ୍ ରେ ଆକ୍ରାନ୍ତ ହୋଇଥିଲେ । ତୁରନ୍ତ ପରିବାର ଲୋକମାନେ ତାଙ୍କୁ ହସ୍ପିଟାଲରେ ଆଡମିଟ କରିଥିଲେ । କୋଭିଡରେ ସଂକ୍ରମଣ ଯୋଗୁଁ ତାଙ୍କର ଆକ୍ସିଜେନ ଲେବୁଲ ବହୁତ ମାତ୍ରାରେ କମି ଯାଇଥିଲା ।

ଯାହା ଫଳରେ ତାଙ୍କର ମାତ୍ର 50 ବର୍ଷ ବୟସରେ ମୃତ୍ୟୁ ଘଟିଲା , ଯାହାକି ସେ ବର୍ତ୍ତମାନ ଆମ ଗହଣରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି । ସୂଚନା ମୁତାବକ ଶାନ୍ତିରାଜ ଖୋସାଲଙ୍କ ପରିବାର କୁ କୋଭିଡ୍ ଆକ୍ରମଣ କରିଥିଲା । ଯାହାଫଳରେ ତାଙ୍କ ସ୍ତ୍ରୀ ଏବଂ ପିଲା କୋଭିଡ୍ ରେ ଆକ୍ରାନ୍ତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନେ ସୁସ୍ଥ ହୋଇଯାଇଥିଲେ । କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରୀାଜ ଖୋସାଲଙ୍କ କେସରେ ସେମିତି ହୋଇ ନଥିଲା । ସେ କୋଭିଡ ରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ସେ ନିଜର କ୍ୟାରିଅର ଭିତରେ ପାଖା ପାଖି 150 ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । କିନ୍ତୁ ତାଙ୍କର ଅଚାନକ ଏମିତି ମୃତ୍ୟୁରେ ଅଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ପରିବାର ଲୋକମାନେ ମଧ୍ୟ ବହୁତ ଦୁଃଖ ଅନୁଭବ କରୁଛନ୍ତି ଏବଂ ତାଙ୍କର ସମସ୍ତ ଫ୍ୟାନ ମାନେ ମଧ୍ୟ ତାଙ୍କ ଅନୁପସ୍ଥିତି କୁ ବହୁତ ଅନୁଭବ କରୁଛନ୍ତି । ସମସ୍ତ କଳାକାର ମାନେ ମଧ୍ୟ ତାଙ୍କୁ ଆତ୍ମାର ସତ୍ ଗତୀ ପାଇଁ ପ୍ରାର୍ଥନା କରିଛନ୍ତି । ଅଲିଉଡ୍ ଇଣ୍ଡଷ୍ଟ୍ରୀ ଏବଂ ଆମ ସମସ୍ତ କଳାମାନଙ୍କ ଠାରୁ ସବୁ ଦିନ ପାଇଁ ଦୂରେଇ ଯାଇଛନ୍ତି ।

କୋଭିଡ ସଂକ୍ରମଣ ର ମାତ୍ରା ପୂର୍ବ ଅପେକ୍ଷା ବହୁଳ ମାତ୍ରାରେ ବୃଦ୍ଧି ହେବାରେ ଲାଗିଛି , ସେଥିରୁ କୌଣସି ବ୍ୟକ୍ତି ବାଦ୍ ଯାଇ ନାହାନ୍ତି । ସେ କଳାକାର ହୁଅନ୍ତୁ ବା ସଙ୍ଗୀତ ନିର୍ଦ୍ଦେଶକ ସମସ୍ତେ କୋରନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ସେହିପରି ସଙ୍ଗୀତ ନିର୍ଦ୍ଦଶକ ଶାନ୍ତିରାଜ ଖୋସାଲ ମଧ୍ୟ କୋଭିଡରେ ସଂକ୍ରମିତରେ ହୋଇ ଆଜି ମୃତ୍ୟ ବରଣ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।