ଆର୍ୟନ ଆଉ ସାଥିଙ୍କୁ ୧୪ଦିନ ଜେଲ୍ କଷ୍ଟଡି, ରାୟ ଶୁଣି ଥରିଲେ ଆର୍ୟନ,ଏହା ଶୁଣି କାନ୍ଦି ପକାଇଲେ….ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ଦୁନିଆରେ ବହୁତ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ସେମାନେ କାହାକୁ ଖାତିର ନକରି ଏଭଳି କାର୍ଯ୍ୟ କରି ଥାଆନ୍ତି। ସେମାନଙ୍କ କାହାକୁ ବି ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି ଓ ସେମାନେ ଭାବି ନେଇ ଥାଆନ୍ତି ଯେ, ଯେମିତି ଆଇନ ତାଙ୍କ ହାତ ମୁଠାରେ ରହିଛି। ବେଳେ ବେଳେ ସେଲିବ୍ରେଟି ବା ତାଙ୍କ ପରିବାରର ସଦସ୍ୟ ମାନେ ମଧ୍ୟ ଏଭଳି କାର୍ଯ୍ୟ ଲିପ୍ତ ରହି ଥିବାର ଦେଖିବାକୁ ମିଳିଥାଏ। ଏଭଳି ଖବର ସୋସିଆଲ ମିଡିଆରେ ଦେଖି ବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି, ତାହା ହେଉଛି ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟିରେ ଧରା ପଡିଥିଲେ, ଆଜି ଆମେ ଆପଣ ମାନଙ୍କୁ ଅଭିନେତା ତାଙ୍କ ପୁଅ ଏବଂ ତାଙ୍କ ସାଥିରେ ଥିବା ବ୍ୟକ୍ତି ମାନଙ୍କୁ ୧୪ ଦିନ ଜେଲ କଷ୍ଟେଡିରେ ରହିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛି। ତେବେ ଆସନ୍ତୁ ପରବର୍ତ୍ତୀ ସମୟରେ କ’ଣ କରାଯିବ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ସହିତ ଆବ୍ରାଜ ଓ ତାଙ୍କ ସହ ମଧ୍ୟ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବିଙ୍କ ହାତରେ ଧରା ପଡିଛନ୍ତି। ଆରିୟାନ ଖାଁ ଙ୍କ ବେଲ ପିଟିସନ ଉପରେ ମାନ୍ୟବର ଏକ୍ସପ୍ଲାନେଡ଼ ମ୍ୟାଜିଷ୍ଟ୍ରେଟ କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି ଯେ, ତାଙ୍କୁ ପ୍ରଥମେ ୧୪ ଦିନ ପାଇଁ ଜେଲ କଷ୍ଟଡିରେ ରହିବେ। ଏଥି ସହିତ କୋର୍ଟ ମଧ୍ୟ କହିଛନ୍ତି ଯେ, ପରବର୍ତ୍ତୀ ରାୟ NDPS କୋର୍ଟ ଦ୍ୱାରା ଶୁଣାଣି କରାଯିବ। ଏହି ଖବର ଶୁଣି ଆରିୟାନ ଖାଁ କାନ୍ଦି ପକାଇଛନ୍ତି।

ତେବେ ସେହି କୋର୍ଟରେ ତାଙ୍କୁ ବା ତାଙ୍କ ସହ ଯେଉଁ ମାନେ ଅଛନ୍ତି ତାଙ୍କୁ କେଉଁ ଭଳି ଭାବରେ ଦଣ୍ଡ ଦିଆ ଯିବ ଓ ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେହି NDPS କୋର୍ଟ ହଁ ନିଷ୍ପତ୍ତି ନେବ। ଅଭିନେତାଙ୍କ ଓକିଲ ସତୀଶ ମାନସୀନ ଦେ କହିଛନ୍ତି କାହିଁକି ତାଙ୍କୁ ବେଲ ମିଳିବ ନାହିଁ ବୋଲି କୋର୍ଟରେ ମଧ୍ୟ ଯୁକ୍ତି କରିଛନ୍ତି କିନ୍ତୁ କୋର୍ଟ ବେଲ ଆପ୍ଲିକେସନ ଉପରେ ସେହି କୋର୍ଟ ହିଁ ନିଷ୍ପତ୍ତି ନେବ। ଏଭଳି ଖବର ଶୁଣି ଶାହାରୁକ ଖାଁ ଓ ତାଙ୍କ ପତ୍ନୀ ଗୌରୀ ଖାଁ ପୁଅକୁ ନେଇ ବହୁତ ଚିନ୍ତାରେ ପଡ଼ି ଯିବା ସହିତ ଦୁଃଖରେ ବହୁତ ଭାଙ୍ଗି ପଡିଛନ୍ତି। ଏଥି ସହିତ ଓକିଲ ସତୀଶ ମନସିନଦେ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି। ଏଭଳି ଖବର ଚର୍ଚ୍ଚାର ବିଷୟ ପଳାଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।