ପୁଣି ବଡ ଦାଣ୍ଡରେ ଘଟିଲା ବଡ଼ ଅଘଟଣ… ଜଣେ ମହିଳାଙ୍କ ସହିତ ଫଟୋଗ୍ରାଫର କଲେ ଏମିତି… ଦେଖନ୍ତୁ Video

ବେଳେବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ପୁରୁଷ ସହିତ ମହିଳା ପୁଣି ବଡ଼ ତୀର୍ଥ ସ୍ଥାନରେ ଗଣ୍ଡଗୋଳ ସୃଷ୍ଟି କରିଛନ୍ତି। ତେନେ ଆସନ୍ତୁ ଜାଣିବା ସ ସମ୍ପର୍କରେ।ଏହିଠାରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଏବେ ସମାଲୋଚନା ଚାଲିଛି।

ଏହି ସମୟରେ ଏକ ମହିଳା ମଧ୍ୟ ସାମ୍ନାକୁ ଆସିଛନ୍ତି ଆଉ ସେଠାରେ ଯାହା ଏକ ଝଗଡ଼ା ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡ଼ିଓ ଟି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପାଖରେ ଦେଖା ଦେଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା। ଏହିପରି ଘଟଣା ଏହା ଯାହା ସଂଗେ ସଂଗେ ଛୋଟ ରୁ ବଡ଼ ହୋଇ ଯାଇଥିଲା। ଏହି ଘଟଣା ଟି ଦୁଇ ଜଣଙ୍କ ମଧ୍ୟରେ ଦେଖା ଯାଇଥିଲା ଏବଂ ଜଣେ ପୁରୁଷ ଓ ମହିଳା ଏଥିରେ ଝଗଡ଼ ଲାଗେଇଥିଲେ। ଏହି ପାଟିତୁଣ୍ଡ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼େଇ ଥିଲା ସାମାନ୍ୟ ଟିକିଏ କଥା ପାଇଁ।

ଆଉ ଏହା ଆମ ମହାପ୍ରଭୁଙ୍କ ନିକଟରେ ଦେଖା ଯାଇଥିଲା ଯାହା ଜଣେ ଫଟୋ ଗ୍ରାଫର ଓ ଜଣେ ଦର୍ଶକ ଙ୍କ ମଧ୍ୟରେ। ଆଉ ଏଠାରେ ଜଣେ ମହିଳା ତାଙ୍କ ଶିଶୁ ସହିତ ଦର୍ଶନ ପାଇଁ ଆସିଥିଲେ ହେଲେ ଫଟୋ ଗ୍ରାଫର ମଧ୍ୟ ଆସିଥିଲେ। ଆଉ ତାଙ୍କ ସହ ଧୀରେ ଧୀରେ କଥା ହେବାରୁ ତିକ୍ତତା ବଢିଥିଲା ଯାହା ସୋସିଆଲ ମିଡ଼ିଆରେ ଏହା ଦେଖୁବାକୁ ମିଳିଛି। ଏହି ଘଟଣା ଏବେ ଧୀରେ ଧୀରେ ବଢି ଶେଷରେ ପୋଲିସ ଆସି ଏହାକୁ ସମାଧାନ ପାଇଁ ପ୍ରୟାସ କରିଥିଲେ। ଆଉ ଏହି ଘଟଣା ଗୋଟିଏ ତୀର୍ଥ ସ୍ଥାନରେ ଯାହା ସମସ୍ତ ଙ୍କ ଆଗରେ ଏହିପରି ଝଗଡା ହୋଇଛି। ବର୍ତମାନ ସମୟରେ ଏହି ଘଟଣା କୁ ନେଇ ତୀବ୍ର ଆଲୋଚନା ଚାଲିଛି କାରଣ ଏହା ଏକ ବଡ଼ ତୀର୍ଥ ସ୍ଥାନ ଯେଉଁଠାରେ ଶୃଙ୍ଖଳିତ ରହିବା ଆବଶ୍ୟକ ରହିଛି। ଆଉ ଏଠାରେ ଜଣା ପଡ଼ିଛି ଯେ ସେହି ମହିଳା ଜଣଙ୍କ ନିଜ ଶିଶୁକୁ ଗାଳି ଦେବା ସମୟରେ ଏହି ପୁରୁଷ ଜଣଙ୍କ କିଛି କହିବାରୁ ଏହିପରି ଘଟଣା ଦେଖା ଦେଇଥିଲା।

ଆଉ ଏହିଠାରେ ଜଣା ପଡ଼ିଛି ଯେ ସେହି ଝଗଡା ଏତେ ଜୋର ରେ ହେବା ଦ୍ୱାରା ନିକଟରେ ଥିବା ଲୋକ ମାନେ ଆସି ଏକାଠି ହୋଇ ଯାଇଥିଲେ ଯାହା ସେଠାରେ ଗହଳି ଦେଖା ଦେଇଥିଲା ଏବଂ ଏହା ପରେ ସେଠାରେ ପୋଲିସ ଆସି ପହଁଚି ଥିଲେ। ଆଉ ଶେଷରେ ଏହି ଘଟଣା ର ସମାଧାନ ପାଇଁ ଚେଷ୍ଟା କରିଥିଲେ। ଆଉ ଏଠାରେ ସେହି ଫଟୋ ଗ୍ରାଫର ଜଣଙ୍କ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି ଯେ ” ସେଠାରେ ମାଆ ତାର ଶିଶୁକୁ କିଛି କହିବା ସମୟରେ ମୁଁ କିଛି କହିବାରୁ ଏହିଭଳି ଝଗଡା ହୋଇଥିବା ନେଇ ସୂଚନା ଦେଇଛନ୍ତି”।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment