ଦେଖନ୍ତୁ ଭିଡିଓ – ପୁଣି ବାଲେଶ୍ୱରରେ ଚାଞ୍ଚଲ୍ୟ ! କଲେଜ ଛାତ୍ରୀ ଙ୍କ ଲଜ୍ଜ୍ୟାଜନକ ଭିଡିଓ ହେଲା ଭାଇରାଲ…

0

ଆଜିର ଏହି କଳୁଷିତ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ସୈତାନ। ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି।ତେବେ ଏସବୁ କଣ ପାଇଁ ଏବଂ ଏଥିପାଇଁ ଦାୟୀ କିଏ ତାହା ଆପଣ ମାନେ ଥରେ ଚିନ୍ତା କରନ୍ତୁ।

କିନ୍ତୁ ଏହା ସମାଜରେ କିଭଳି ହୀନ ମାନସିକତା କୁ ପ୍ରମାଣ କରୁଚି ତାହା ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି।ପ୍ରତିଦିନ ଖବର କାଗଜ, ଗଣମାଧ୍ୟମର ଶିରୋନାମା ଭାବରେ ଏଭଳି ଖବର ମୁଖ୍ୟ ଭାବରେ ପରି ଚିତ୍ରଣ ହେଉଛି।

ତେବେ ସମାଜରେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଦୁଷ୍କର୍ମ ଘଟଣାକୁ ନେଇ ତୁମ୍ଭି ତୋଫାନ୍ ଚାଲିଥିବା ବେଳେ ଏହାକୁ ନେଇ ଅନେକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରା ଯାଉଛି। ଆଉ ତାପରେ ବି ସୁଧୂରୁ ନାହିଁ ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା ସୈତାନ୍। କେତେବେଳେ ନିଜର ସ୍ବାର୍ଥ କୁ ପୂରଣ କରିବା ପାଇଁ ପ୍ରତିଶୋଧ ପରାୟଣ ହୋଇ ମଣିଷ ଏଭଳି ନିନ୍ଦନୀୟ କାର୍ଯ୍ୟ କରିଥାଏ ତ ପୁଣି କେତେବେଳେ ନିଜର କାମନା ବାସନା କୁ ପୂର୍ଣ୍ଣ କରିବା ପାଇଁ ସେ ଏହିଭଳି ଲଜ୍ୟା ଜନକ ଘଟଣା ଘଟାଇ ଥାଏ।

ସେହିଭଳି ଏକ ଅପ୍ରୀତିକର ଏବଂ ନିନ୍ଦନୀୟ ଘଟଣା ଏବେ ନିକଟରେ ଘଟିଛି।ଯେଉଁ ଘଟଣା ସମସ୍ତଙ୍କୁ ଲଜ୍ଜିତ କରୁଛି ଏବଂ ସ୍ପଷ୍ଟ କରୁଛି ଯେ କିଭଳି ଭାବରେ ଜଣେ ପ୍ରେମିକ ନିଜର ସ୍ବାର୍ଥ କୁ ପୂରଣ କରିବା ପାଇଁ କିଭଳି ପ୍ରତିଶୋଧ ପରାୟଣ ହୋଇ ନିଜ ସାଙ୍ଗ ମାନଙ୍କ ସହ ମିଶି ପ୍ରେମିକା କୁ ବଳାତ୍କାର କରିଛି।

ଏମିତିରେ ଅଧିକତର ଭାବେ ଦେଖିବାକୁ ମିଳୁଛି ଯେ ଆଜିକାଲି ର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। କାରଣ ଉଚିତ୍ ସମ୍ପର୍କକୁ ସମସ୍ତେ ବୁଝି ପାରୁ ନାହାଁନ୍ତି।

ସେହିପରି ଗତ ଅଗଷ୍ଟ ୨୦୨୦ ତାରିଖରେ ହାଇଦ୍ରାବାଦ ର ପ୍ରକାଶନ ଅଞ୍ଚଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।ଏଠାରେ ଜଣେ ପ୍ରେମିକ ତାର ପ୍ରେମିକା ଉପରେ ପୂର୍ବ ରାଗର ପ୍ରତିଶୋଧ ନେବାକୁ ଯାଇ ସେହି ଅଞ୍ଚଳର ଏକ ନିଛାଟିଆ ପାହାଡିଆ ଜାଗାକୁ ଯାଇ ପୂର୍ବ ପ୍ରଦତ୍ତ ଯୋଜନା ଅନୁସାରେ ଆଉ ଦୁଇଜଣ ସାଙ୍ଗ ସହ ମିଶି ଯୁବତୀ ଜଣଙ୍କୁ ବଳାତ୍କାର କରିବାକୁ ପ୍ରୟାସ କଲେ ଏବଂ ତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କଲେ।

ପରେ ପୋଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।