ପୁଣି ବସିବ ହଣ୍ଡା ,ଗମଗମ୍ ହୋଇ ଫୁଟିବ କ୍ୱିଣ୍ଟାଲ କ୍ୱିଣ୍ଟାଲ ମଟନ… ଜାଣନ୍ତୁ କିଶୋର ଭାଇନା ଙ୍କ ନୂଆ ଠିକଣା….

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବହୁତ ଦିନ ଧରିକି ବେଶ ଚର୍ଚ୍ଚାରେ ଥିଲା କିଶୋର ଭାଇନା ଙ୍କର ମୋଟନ ଦୋକାନ କଥା | ଆଉ ଯେଉଁଠି BMC ପାଖରୁ ନିର୍ଦେଶ ପାଇବା ମାତ୍ରକେ କିଛି ଘଣ୍ଟା ଭିତରେ ଭାଙ୍ଗି ଦିଆଯାଇଥିଲା କିଶୋର ଭାଇ ଙ୍କର ଫେମସ ମୋଟନ ଦୋକାନ କୁ | ଆଉ ଯେଉଁଠି ସବୁ କିଛି ମାଟିରେ ମିଶିବା ପରେ ମଧ୍ୟ ନିଜର ମନ ବଳ କୁ ଦୁର୍ବଳ କରି ନାହାନ୍ତି କିଶୋର ଭାଇନା | ଆଉ ପୁଣି ଥରେ ନିଜର ଦୋକାନ ବସାଇ ରୋଷେଇ କରି ଲୋକ ମାନଙ୍କର ମନ କୁ ଆକୃଷ୍ଟ କରେଇବା କଥା ମଧ୍ୟ କହିଛନ୍ତି କିଶୋର ଭାଇନା | ଆଉ ଯେଉଁଠି ଦୋକାନ ଥିଲା ସେହିଠାରେ ବା ସେହି ପାଖା ପାଖି ଜାଗା ରେ ଦୋକାନ କରିବେ ବୋଲି ମଧ୍ୟ କହିଛନ୍ତି କିଶୋର ଭାଇନା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ସୋସିଆଲ ମିଡ଼ିଆରେ ଚାରିଆଡେ ବର୍ତ୍ତମାନ ବେଶ କିଛି ଦିନ ହେବ ଚାଲିଛି ସେହି କିଶୋର ଭାଇଙ୍କ ମୋଟନ କଥା କିଶୋର ଯେଉଁ ମୋଟନ ତରକାରୀ କରୁଛନ୍ତି ସେଥିରେ ଢାଲୁଛନ୍ତି ରଙ୍ଗ ଆଉ ଖରାପ ତରକାରୀ |ତାହା ବ୍ୟତୀତ ଦହିବରା ଆଉ ଗୁପଚୁପ ପାଇଁ ଯେଉଁ ଲାଇସେନ୍ସ ଅଣାଯାଏ ସେହି ଲାଇସେନ୍ସ କୁ ଆଣିକି ସେ ଦୋକାନ ଚଳାଉ ଥିଲେ | ତେବେ BMC ସୂଚନା ଦେଇଥିଲେ କି ଦୋକାନ କୁ ବନ୍ଦ ରଖିବା ପାଇଁକି, ଆଉ ସୂଚନା ଦେବା ପରେ ବି ସେ ଦୋକାନ ଖୋଲିଥିଲେ ଆଉ ଲକ୍ଷ ଲକ୍ଷ ଟଙ୍କାର ବେପାର କରିଥିଲେ |ତେବେ ନିମ୍ନ ମାନର ଖାଇବା କୁ ଦେବା ଫଳରେ କିଶୋର ଭାଇଙ୍କ ର ମୋଟନ ଦୋକାନ କୁ ମାଟିରେ ମିଶାଇ ଦିଆଯାଇଥିଲା |

ତେବେ କିଶୋର ଭାଇଙ୍କର ନାଁ ରେ ଏମିତି କଥା ଉଠିବା ପରେ କିଶୋର ଭାଇନା ଗାଁ କୁ ଯିବା କଥା ଶୁଣିବାକୁ ମିଳିଥିଲା | କିନ୍ତୁ ଏବେ ଗୋଟିଏ ନୂଆ କଥା ଶୁଣିବାକୁ ମିଳୁଛି | ଆଉ ଯେଉଁଠି କୁହାଯାଉଛି କି କିଶୋର ଭାଇନା ପୁଣି ଥରେ ଦୋକାନ ଖୋଲିବାକୁ ଯାଉଛନ୍ତି | ଆଉ ସେହି ଦୂରଦର୍ଶନ ଆଉ ଆପୋଲ ହସ୍ପିଟାଲ ର ପାଖରେ ଖୋଲିବେ ଦୋକାନ |ଆଉ ଏଥର ଭଲ ଭଲ ଜିନିଷ ପକାଇବେ ଖାଇବାରେ |

ଆଉ ପୁଣି ଥରେ କିଶୋର ଭାଇଙ୍କ ହାତ ତିଆରି ମୋଟନ ଝୋଳ କୁ ଖୁସି ରେ ଖାଉଥିବା ଲୋକ ମାନେ ଖୁସି ହୋଇଯିବେ | ଆଉ କିଶୋର ଭାଇ ମଧ୍ୟ ନିଜର ଦୋକାନ ଖୋଲିକି ଲାଭବାନ ହେବା ସହିତ ଅନେକ ଙ୍କର ଗୁଜୁରାଣ ମଧ୍ୟ ମେଣ୍ଟିଯିବ | ତାହା ସହିତ କିଶୋର ଭାଇନା ଏଥର ଲାଇସେନ୍ସ ଆଣିକି ଏଥର ଦୋକାନ ଖୋଲିବେ ବୋଲି କହିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment