ପୁଣି ଭ୍ରୁଣହତ୍ୟା ବେଳର ଫୋଟୋ ଭାଇରାଲ କଲେ ତପସ୍ୱିନୀ ; ପାଖରେ ସାଲାଇନ ଧରି ବସିଛନ୍ତି ସୁମିତ…ମୋ ସ୍ବାମୀ ଡାକ୍ତର ବୋଲି ମୋର…….ଛିଃ ଛିଃ

0

ଆଜିକାଲିର ଆଧୁନିଜ ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି।ଚୋରି, ଡକାୟତି, ହତ୍ୟା, ଦୁଷ୍କର୍ମ ଇତ୍ୟାଦି ଦେଖିବା ପାଇଁ ମିଳୁଛି। ତେବେ ଏହିସବୁ ଘଟଣା ଦୃଘଟଣା ମଧ୍ୟରୁ ପାରିବାରିକ କଳହ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ଆଜି କାଲିର ଯୁବକ ଯୁବତୀ ମାନେ ନିଜ ଇଚ୍ଛା ଅନୁସାରେ ଭଲ ପାଇ ବିବାହ କରୁଛନ୍ତି। ଯଦି ନିଜ ପସନ୍ଦର ବିବାହ କରନ୍ତି, ସେତେବେଳେ କିନ୍ତୁ ଗୁରୁଜନ ମାନେ ରାଜି ହୋଇ ନଥାନ୍ତି। ଏହା ପରେ ଆରମ୍ଭ ହୋଇଯାଏ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା।

ଆପଣ ମାନେ ମଧ୍ୟ ଅନେକ ଘଟଣା ଦେଖିବା ପାଇଁ ପାଇଥିବେ। ଯଦି ଦେଖିବା ଆମ ଓଡ଼ିଶାରେ ବର୍ତ୍ତମାନ ତପସ୍ୱିନୀ ଏବଂ ସୁମିତଙ୍କ ଖବର ସବୁଠି ନିଉଜ ହେଡଲାଇନ ହୋଇ ରହିଛି। ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସବୁ ଦେଖିବା ପାଇଁ ମିଳୁଛି। ବର୍ତ୍ତମାନ ସେମାନଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତେବେ ତପସ୍ୱିନୀ ଗର୍ଭରେ ପିଲା ନଷ୍ଟ କରୁଥିବା ବେଳର ଏକ ଫୋଟୋ ସୋସିଆଲ ମିଡ଼ିଆ ରେ ନିଆଁଭଳି ଭାଇରାଲ ହେଉଛି। ଆସନ୍ତୁ ଜାଣିବା ଏହି ଫୋଟୋ ପଛର ସତ୍ୟତା। ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରୟତ ତପସ୍ୱିନୀ ଏବଂ ସୁମିତଙ୍କ ଘଟଣା ବିଷୟରେ ଜାଣିଥିବେ ତପସ୍ୱିନୀ ଯିଏକି ବଧୂ ବେଶରେ ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣ ଦେଇଥିଲେ।

ଏହାପରେ କୋର୍ଟରେ ଉଭୟଙ୍କ ଶୁଣାଣି ହୋଇଥିଲା ଯେଉଁଥିରେ କୋର୍ଟ ନିଷ୍ପତ୍ତି ନେଇଥିଲେ ଯେ ଉଭୟ ସ୍ୱାମୀ ସ୍ତ୍ରୀ ଏକାଠି ମିଶି ସାତ ଦିନ ରହିବେ। ସେମାନଙ୍କ ପାଖକୁ କୌଣସି ଲୋକ ଯିବେ ନାହିଁ। ସେ ତପସ୍ୱିନୀଙ୍କ ପରିବାର ଲୋକ ହୁଅନ୍ତୁ କିମ୍ବା ତାଙ୍କ ଶାଶୂ ଶ୍ୱଶୁର କିମ୍ବା ମିଡ଼ିଆ ଵାଲା କୌଣସି ଲୋକ ଯିବେ ନାହିଁ। ଏକୁଟିଆ ରହିଲେ ହୁଏତ ମନ ତାଙ୍କର ପରିବର୍ତ୍ତମାନ ହୋଇଯିବ ପୂର୍ବପରି ଭଲ ପାଇବା ପୁଣିଥରେ ଫେରି ଆସିବ। ଲୋକ ମାନଙ୍କର ସମସ୍ତଙ୍କର ବିଶ୍ୱାସ ରହିଥିଲା ଯେ ପୁଣି ଥରେ ସଂସାର ସେମାନଙ୍କର ଗଢ଼ି ଉଠିବ। ହେଲେ ଡାକ୍ତର ସୁମିତ ସେଠାରେ ପଳେଇ ଆସିଥିଲେ। ଏହାପରେ ସୁମିତଙ୍କ ବାପାଙ୍କ କହିବା କଥା ଯେ ସୁମିତଙ୍କ ଦେହ ଅସୁସ୍ଥ ଅଛି।

ପୁଣିଥରେ ତପସ୍ୱିନୀ ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଥିଲେ। ତେବେ ଗୋଟିଏ ପରେ ଗୋଟିଏ ତଥ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସମୟରେ ତପସ୍ୱିନୀ ଗର୍ଭବତୀ ଥିବା ବେଳେ ତାଙ୍କୁ ନଜଣାଇ ତାଙ୍କ ପିଲା ନଷ୍ଟ କରିଥିବା ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ତପସ୍ୱିନୀଙ୍କ କହିବା କଥା ଯେ ତାଙ୍କ ଅଜାଣତରେ ତାଙ୍କ ପେଟରେ ପିଲା ନଷ୍ଟ କରିଛନ୍ତି ତାଙ୍କ ନିଜ ସ୍ୱାମୀ। ତେବେ ବନ୍ଧୁଗଣ ଏହିଭଳି ଭାବରେ ସେ ନିଜର ପ୍ରତିକ୍ରିୟା ରଖିଥିଲେ। ତେବେ ଆଗକୁ ଦେଖିବାର ବିଷୟ କଣ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।