ପୁଣି ବିବାଦ ଘେରରେ ଭରାତ ପାକିସ୍ତାନ ମ୍ୟାଚ୍ ! ନୋ ବଲରେ କିପରି ଆଉଟ ହେଲେ ରାହୁଲ…ଦେଖନ୍ତୁତ Viral ଭିଡ଼ିଓ

0

ନିକଟରେ ଦୁବାଇରେ ଟି-୨୦ ବିଶ୍ୱକପ ଚାଲିଛି। ଭାରତ ପାକିସ୍ତାନ ମଧ୍ୟରେ ଖେଳା ଯିବା ଜାଣି ସମଗ୍ର ଭାରତବାସୀ ଖେଳ ଦେଖିବା ପାଇଁ ଉତ୍କଣ୍ଠା ରହିଥିଲା। ଇତିହାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଖେଳରେ ଅନେକ ଥର ପାକିସ୍ତାନ ପରାଜିତ ହୋଇଛି। ତେବେ ଭାରତ କାଲିର ମ୍ୟାଚରେ ୧୦ ୱିକେଟ ବିଜୟ ହାସଲ କରିଥିବା ପାକିସ୍ତାନ। ବାବର ଏବଂ ମହମ୍ମଦ ଦୁଇଜଣ ମିଶି ପାକିସ୍ତାନକୁ ଜିତାଇ ଦେଲେ। ଭାରତ ପ୍ରଥମେ ବେଟିଂ କରିଥିଲେ।

ଭାରତ: ୨୦ ଓଭରରେ ୧୫୧/୭ ( ବିରାଟ କୋହଲି ୫୭, ରିସଭ ୩୯; ଶାହିନ୍ ଆଫ୍ରିଦି ୩/୩୧ ପାକିସ୍ତାନ: ୧୭.୫ ଓଭରରେ ୧୫୨/୦ (ବାବର ଆଜାମ ୬୮ ଏବଂ ମହମ୍ମଦ ରିଜୱାନ୍ ୭୯ ) ତେବେ ଇଣ୍ଡିଆରେ, ବିରାଟ କୋହଲି, ରୋହିତ ଶର୍ମା, କେ ଏଲ ରାହୁଲ, ସୂର୍ୟ କୁମାର ୟାଦବ, ରିସଭ ପେଣ୍ଟ, ହାର୍ଦ୍ଧିକ ପାଣ୍ଡିଆ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସ୍ୱମି, ବରୁଣ ଚକ୍ରବର୍ତି, ଯଶପ୍ରୀତ ବୋମରା ଏହି ମାନେ ଖେଳିଥିଲେ। ତେବେ ଏହିଭଳି ଭାବରେ ଉଭୟଙ୍କ ମଧ୍ୟରେ ମ୍ୟାଚ ହୋଇଥିଲା। କିନ୍ତୁ ଭାରତ ପାକିସ୍ତାନ ଠାରୁ ପରାଜିତ ହେବା ପରେ, ଦେଶରେ କଣ ଅନୁକୋଣରେ ଅନେକ ଚର୍ଚ୍ଚା ଲାଗି ରହିଛି। ଏହାକୁ ସହଜରେ ଭାରତ ବାସୀ ଗ୍ରହଣ କରିପାରିନାହାନ୍ତି।

ଏହା ମଧ୍ୟରେ ସାମ୍ନାକୁ ଆସିଛି, ଏକ ବିରାଟ ସତ, ନଅ ବଲରେ ଆଉଟ ହୋଇଗଲେ, କି ରାହୁଲ। ବିବାଦ ଘେରରେ ପାକିସ୍ତାନ ମ୍ୟାଚ, ଏଥିରେ ପାତର ଅନ୍ତର କରିଛନ୍ତି, ଆମ୍ପିଆର, ଭାରତୀୟ ବ୍ୟାଟିଂ ବିପର୍ଯ୍ୟର କାରଣ ସାଜିଥିବା ସାହିନ ଆଫ୍ରିଦଙ୍କ ପ୍ରତି ଆମ୍ପିଆରଙ୍କ ଅହିତୁକ ପ୍ରେମ କ୍ରିକେଟ ପ୍ରେମୀଙ୍କ ପ୍ରତି ଖୁବ୍ଧ କରିଛି। ସାହିନ ଆଫ୍ରିଦି ନିଜର ପ୍ରଥମ ଓଭର ରେ ରୋହିତ ଶର୍ମାଙ୍କୁ ଆଉଟ କରିଥିବା ବେଳେ, ମ୍ୟାଚର ତୃତୀୟ ତଥା ଦ୍ୱିତୀୟ ଓଭରରେ କେ ଏଲ ରାହୁଲଙ୍କୁ କ୍ଲିନ ବୋଲଟ କରିଥିଲେ। କିନ୍ତୁ ରାହୁଲଙ୍କ ଆଉଟକୁ ନେଇ ବିବାଦ ସୃଷ୍ଟି ହୋଇଛି।

ରହିଲାଙ୍କୁ, ଆଫ୍ରିଦି ଆଉଟ କରିଥିଲେ, ମଧ୍ୟ ଏହା ଏକ ନଅ ବୋଲଟ ଥିଲା। ଯାହା ପୂରା ସ୍ପଷ୍ଟ ଥିଲା, ସାମ୍ନାକୁ ଆସିଥିବା ଏହି ଫୋଟୋ ରେ ଆଫ୍ରିଦି ପିଚର ଗାରରେ ଯଥେଷ୍ଟ ବାହାରେ, ନିଜର ଗୋଡ଼ ରଖିଥିବା ଦେଖିବା ପାଇଁ ମିଳିଛି। ଏପଟେ ନନଷ୍ଟ୍ରାଇକ ରେ ବିରାଟ କୋହଲି ମଧ୍ୟ ଛିଡ଼ା ହୋଇଛନ୍ତି। ହେଲେ ଫିଲଡ଼ ଆମ୍ପିଆର କିମ୍ବା ତୃତୀୟ ଆମ୍ପିଆର ନଅ ବୋଲ ଡାକିଲେ ନାହିଁ। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ପ୍ରଶ୍ନ ଉଠିବାରେ ଲାଗିଛି। ବିଶେଷ କରି ଜଣେ ବେଟସମ୍ୟାନ ଆଉଟ ହେବା ପରେ ନଅ ବୋଲ ଚେକିଂର ବ୍ୟବସ୍ତା ନାହିଁ। ଏହା ସ୍ୱତେ ରାହୁଲ କିପରି ଆଉଟ ହେଲେ ବୋଲି ଜଣେ ବ୍ୟକ୍ତି ନିଜର ଟୁଇଟର ରେ ପୋଷ୍ଟ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।