ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ଗାର୍ଲ Namita Meleika, “ମିଲେ ହୋ ତୁମ ହମକୋ” ଗୀତ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ…

0

ପୂର୍ବରୁ ଯେଉଁ ମାନେ ଗାଁ ଗହଳିରେ ରହି ଥାଆନ୍ତି, ତାଙ୍କ ଭିତରେ ଯେଉଁ ପ୍ରତିଭା ବା କଳା ରହିଥାଏ ସେମାନେ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଅନେକ କିଛି ଦେଖିବା ପାଇଁ ଓ ଶୁଣିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ସମୟରେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଏଥି ସହିତ ସେମାନେ ତାଙ୍କ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଅନେକ ପ୍ରୟାସ କରି ଥାଆନ୍ତି। ଯାହା ଫଳରେ କି ସେମାନଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳି ପାରୁଛି। ତେବେ ବନ୍ଧୁଗଣ ନମିତା ମେଲେକା ନାମକ ଜଣେ ଝିଅ ସେ, ମିଲ ହେ ତୁମ ହମକୋ ଗୀତ ଗାଉ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା;

ଏଭଳି ଏକ ଦୃଶ୍ୟ କୋରାପୁଟ ଜିଲ୍ଲା ଆଦିବାସୀ ଉପାନ୍ତ ଅଞ୍ଚଳର ବନ୍ଧୁ ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବନ୍ଧୁ ଗାଁ ର ନମିତା ମେଲେକା ଜଣେ ଯିଏ କି ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ମଧ୍ୟ ବହୁତ ଭଲ ପାଠ ପଢିବା ସହିତ ସୁନ୍ଦର ଗୀତ ମଧ୍ୟ ଗାଇ ଥାଆନ୍ତି। ଏହି ଝିଅଟି କୁଇ ସମ୍ପ୍ରଦାୟର ଝିଅ। ତାଙ୍କ ବାପା ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି ଓ ଝିଅଟି ବହୁତ ଗରିବ ଘରର ପିଲା। କିନ୍ତୁ ସେହି ଝିଅ ନିକଟରେ ଅନେକ କଳା ଓ ପ୍ରତିଭା ରହିଛି।

ତେବେ ସେ ଅନେକ କୁଇ, ଓଡ଼ିଆ ଓ ଏଥି ସହିତ ହିନ୍ଦୀ ଗୀତରେ ମଧ୍ୟ ଖୁବ ସୁନ୍ଦର ଭାବରେ ଗୀତ ଗାଇ ପାରନ୍ତି। ବର୍ତ୍ତମାନ ଝିଅଟି ‘ମିଲେ ହୋ ତୁମ ହମକୋ’ ରେ ଖୁବ ସୁନ୍ଦରଗୀତ ଗାଉ ଥିବାର ଦେଖିବା ପାଇଁ ମିଳିଛି। ଝିଅଟି ନିଜେ ଗୀତ ଶିଖି ତା’ର କଣ୍ଠରେ ସୁନ୍ଦର ଭାବରେ ଗୀତ ଗାଉଛି। ତା’ର କଣ୍ଠରେ ଏକ ନିଆରା ଯାଦୁ ରହିଛି। ବର୍ତ୍ତମାନ ତାଙ୍କର ସେହି ଗୀତିଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ତେବେ ଏହି ଗୀତିଟି ଭାଇରଲ ହେବା ପରେ ଅନେକ ଲୋକ ମାନେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଲୋକ ମାନେ ତାଙ୍କର ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ସାରା ରାଜ୍ୟରେ ତାଙ୍କ ସ୍ୱରକୁ ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି। ଗାଁ ରୁ ସହର ପର୍ଯ୍ୟନ୍ତ ସବୁ ଥରେ ସେହି ଗୀତ ବର୍ତ୍ତମାନ ଚର୍ଚ୍ଚାରେ ମଧ୍ୟ ରହିଛି। ଝିଅଟିର ଏଭଳି ଭାବରେ ଗୀତ ଗାଇବାରି ଶୈଳୀ ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ଆନନ୍ଦିତ ମଧ୍ୟ ହୋଇଯିବ। ସେ ଆଗକୁ ଆହୁରି ସୁନ୍ଦର ଭାବରେ ଗୀତ ଗାଇବେ ବୋଲି ଆଶା କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।