ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ବୟ “ସରକାର କଣ ନାଇରେ ଜଡ଼ା ତେଲ ମାରିକି ଶୋଇଛନ୍ତି”…ଭାଇରାଲ ହେଲା ଭିଡିଓ…

0

ବନ୍ଧୁଗଣ କୁନି ପିଲା ମାନଙ୍କର କିଛି ଏମିତି ଭିଡିଓ ବେଳେବେଳେ ଆମ ସମ୍ମୁଖକୁ ଆସିଥାଏ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟି ଥାଏ। ସେମାନଙ୍କ କଥାରେ ଏକ ବିଶେଷ ଆକର୍ଷଣ ରହିଥାଏ। ତାଙ୍କୁ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଏମିତିରେ ଅନେକ ସମୟରେ ଆପଣ ଏହିଭଳି କିଛି ଭାଇରାଲ ଭିଡିଓ ଦେଖୁଥିବେ। ବେଳେବେଳେ କିଛି ଭିଡିଓ କୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ କାରଣ ତାହା ସମାଜର କିଛି ଭିନ୍ନ ଦିଗକୁ ସୂଚାଇ ଥାଏ ଏବଂ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥାଏ। ତେବେ ଅନେକ ସମୟରେ ଆପଣ ଛୋଟ ପିଲା ମାନଙ୍କର ଅନେକ ଭିଡିଓ କୁ ଦେଖିବାକୁ ପାଉଥିବେ। ଆଉ ସେହି ସବୁ ଭିଡିଓ କୁ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ।

ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଜଣେ କୁନି ପିଲା କଣ କହୁଛି ତାକୁ ଥରେ ଶୁଣନ୍ତୁ।ବେଳେବେଳେ ସାମ୍ନାକୁ କିଛି ଏମିତି ଘଟଣା ଆସିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।

ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ଯେମିତି ଏହି ଭିଡିଓ ରେ କୁନି ପିଲାଟିଏ ସ୍କୁଲ୍ ଖୋଲିବା ନେଇ କଣ କହୁଛି ସରକାରଙ୍କୁ ତାହା ଥରେ ଶୁଣନ୍ତୁ।ସେ କହୁଛି ଯେ ଅନ୍ୟ ସବୁ ରାଜ୍ୟରେ ସ୍କୁଲ୍ ଖୋଲିବା ପାଇଁ ନିଷ୍ପତି ହୋଇ ସ୍କୁଲ୍ ଖୋଲି ସାରିଲାଣି। କିନ୍ତୁ ଆମ ରାଜ୍ୟରେ କଣ ସରକାର ନାହିରେ ଜଡ଼ା ତେଲ ପକାଇ ସୋଇଛନ୍ତି ବୋଲି ସେ କହିଛନ୍ତି।

ତାଙ୍କର କଣ ନିଦ ଭାଙ୍ଗୁନି। କହୁଛନ୍ତି ଅନଲାଇନ୍ କ୍ଲାସ୍ କରିବାକୁ। ଆମର କଣ ମୋବାଇଲ୍ ଅଛି ଯେ ଆମେ କ୍ଲାସ୍ କରିବୁ। ଆମର ତ ବାଉଁଶ ବଣ, ଆମର ଟାୱାର ଅଛି ନା ଫାୱାର ଅଛି। ସରକାରଙ୍କ କଣ ଯାଉଛି। ଆମେ କୁଆଡେ ଦେଶର ଭବିଷ୍ୟତ ଏବଂ ଆମେ ଦେଶର ବିକାଶ କରିବୁ। ଆମେ ଗାଆଁ ଗହଳିର ଛୁଆ। ଯାହାହେଉ ସରକାର୍ ଗୋଟେ ପାଲା ଲଗାଇଛନ୍ତି କରନା, କରନା, କରନା। ସବୁ ଖୋଲା ମେଲା ଆଉ ଆମ ବେଳକୁ ଖାଲି ଅଭିନୟ। ଏହିପରି ଭାବରେ କୁନି ବାଳିକ ଜଣଙ୍କ ଯାହା କହୁଛି ଶୁଣିଲେ ଆପଣ ବି ହସି ହସି ଗଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।