ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ Girl ଜାନେମେରି ଜାନେମନ ଗୀତରେ ଏମିତି ଡ୍ୟାନ୍ସ କଲେ, ଭାଇରାଲ ହେଲା ଭିଡିଓ…

0

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗିଥାଏ। ଛୋଟ ପିଲା ମାନଙ୍କ ନିକଟରେ ଅନେକ କଳା ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ବେଳେ ବେଳେ ଏଭଳି କିଛି କାର୍ଯ୍ୟ କଳାପକୁ ପରିବେଷଣ କରି ଥାଆନ୍ତି, ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ରହିବ ସହିତ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ। ତାହା ହେଉଛି ଏକ କୁନି ଝିଅଟି ଜାନେ ମେରି ଜାନେ ମନ ଗୀତରେ ନାଚୁ ଥିବାର ଭିଡ଼ିଓ ଭାଇରଲ ହୋଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଗୋଟେ କୁନି ଝିଅଟି ଏଭଳି ଭାବରେ ନାଚୁଛି, ଯେକୌଣସି ବ୍ୟକ୍ତି ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ଗୋଟେ କୁନି ଝିଅଟି ଜାନେ ମେରି ଜାନେ ମନଗୀତ ଖୁବ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି। ଏହି ଗୀତଟିରେ ଅନେକ ଭିଡ଼ିଓ ତିଆରି ହୋଇ ସାରିଛି। କୁନି ଝିଅର ସେହି ନାଚର ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଭିଡ଼ିଓଟି ଭାଇରଲ ହେବା ପରେ କୁନି ପିଲାଟିକୁ ବହୁତ ପ୍ରଶଂସା କରିଛନ୍ତି।

ସେଥିରେ କୁନି ଝିଅଟି ବହୁତ ସୁନ୍ଦର ଦିଶିବା ସହିତ ଗୀତର ତାଳେ ତାଳେ ମଧ୍ୟ ନାଚୁଅଛି। ଲୋକ ମାନେ ଏହି ଭିଡ଼ିଓଟିକୁ ଦେଖିବା ପରେ କୁନି ଝିଅକୁ ପସନ୍ଦ କରିବା ସହିତ ତା’ର ନାଚକୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ଏହା ଦେଖି ଲୋକ ମାନେ କହୁଛନ୍ତି ଯେ, ଏତେ କମ ବୟସରୁ କୁନି ପିଲାଟି ସୁନ୍ଦର ଭାବରେ ନାଚି ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ତାକୁ ବହୁତ ଲୋକ ମାନେ ଭଲ ପାଇବା ମଧ୍ୟ ଦେଇଛନ୍ତି।

ତେବେ କୁନି ପିଲାଟିକୁ ଅନେକ ପ୍ରଶଂସା ମିଳିବା ସହିତ ଚର୍ଚ୍ଚାରେ ମଧ୍ୟ ରହିଛି। କୁନି ଝିଅଟିର ଏଭଳି ଭାବରେ ନାଚିବାର ଶୈଳୀ ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ଆନନ୍ଦିତ ମଧ୍ୟ ହୋଇଯିବ। ପିଲାଟିର ଏଭଳି ନାଚିବର ଦେଖି ତା’ର ପରିବାର ଲୋକ ମାନେ ମଧ୍ୟ ବହୁତ ଖୁସି ହୋଇ ଯାଉଛନ୍ତି। ସେ ବଡ଼ ହୋଇ ଆଗକୁ ସୁନ୍ଦର ଭାବରେ ନାଚିବ ବୋଲି ଲୋକ ମାନେ ବିଶ୍ୱାସ ଓ ଭରସା ରଖିଛନ୍ତି। ଏଥି ସହିତ ସେ ତା’ର ପରିବାର ଲୋକ ମାନଙ୍କ ପ୍ରତି ଗର୍ବ ଓ ଗୋୖରବ ଆଣିଦେବ। ଯଦି କୌଣସି ବ୍ୟକ୍ତିର ମନ ଦୁଃଖ ଥାଏ, ତା’ହେଲେ ନିଶ୍ଚିତ ଭାବରେ ଏହି ଭିଡ଼ିଓଟିକୁ ଦେଖିଲେ ଉତଫୁଲିତ ହୋଇଯିବେ। ତେବେ ବନ୍ଧୁଗଣ କୁନି ପିଲା ମାନଙ୍କର ନାଚ ଦେଖିଲେ ମନରେ ବହୁତ ଖୁସି ଆସି ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।