ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ସୁପରଷ୍ଟାର Govinda ଓଡିଶାକୁ ଆସି ଗାଇଲେ ଏହି ଜବରଦସ୍ତ ଗୀତ, ଭାଇରାଲ ହେଲା ଭିଡିଓ…

ଓଡିଶାରେ ପ୍ରଥମ ଥର ପାଇଁ ହିନ୍ଦୀ ଗୀତ ଗାଇଲେ ଗୋବିନ୍ଦା , ଅଭିନୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବେଳେ ନିଜକୁ ସଙ୍ଗୀତ କ୍ଷେତ୍ରରେ ସାମିଲ କରିଛନ୍ତି । ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଙ୍କ ସ୍ୱର ସଂଯୋଜନାରେ ସେ ଭୁବନେଶ୍ୱରରେ ଗୀତ ଗାଇଛନ୍ତି । ଗୋବିନ୍ଦା ଗୀତ ଗାଇବା ସହ ନିଜେ ମଧ୍ୟ ଗୀତ ଲେଖିଛନ୍ତି , ଏହି ଗୀତରେ ଅଭିନୟ କରିବେ ବଲିଉଡ କଳାକାର ଶକ୍ତି କପୁର । ଓଡିଆ ଅଭିନେତ୍ରୀ ମାନଙ୍କୁ ଏଥିରେ ସାମିଲ କରାଯାଇ ପାରେ , ସମସ୍ତ ଗୀତ ଓଡିଶାରେ ହିଁ ସୁଟିଙ୍ଗ କରାଯିବ ବୋଲି ସୂଚନା ମିଳିଛି ।

ଅଭିନୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବେଳେ ନିଜକୁ ସଙ୍ଗୀତ କ୍ଷେତ୍ରରେ ସାମିଲ କରିଛନ୍ତି । ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଙ୍କ ସ୍ୱର ସଂଯୋଜନାରେ ସେ ଭିବନେଶ୍ୱରରେ ଗୀତ ଗାଇଛନ୍ତି । ଗୋବିନ୍ଦା ଗୀତ ଗାଇବା ସହ ନିଜେ ମଧ୍ୟ ଗୀତ ଲେଖିଛନ୍ତି , ସଙ୍ଗୀତ ସୁଟିଙ୍ଗ କୁ ନେଇ ଦର୍ଶକ ମାନେ ବହୁତ ଆଗ୍ରହ ପ୍ରକାଶ କରିଛନ୍ତି । ଲୋକମାନଙ୍କ ମନରେ ଏକ ପ୍ରକାର ଏକ୍ସସାଇଟେଡମେଣ୍ଟ ରହିଛି ସେହି ସବୁ ଆକ୍ଟିଙ୍ଗକୁ ଦେଖିବା ପାଇଁ । ତେବେ ସୂଚନା ଅନୁସାରେ ଓଡିଶାରେ ହିଁ ସମସ୍ତ ଗୀତ ସୁଟିଙ୍ଗ କରାଯିବାର ସୂଚନା ରହିଛି । ଏହି ସବୁ ଗୀତର ସଂଯୋଜନା ଭାର ତୁଲାଇଛନ୍ତି ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ।

ଆପଣ ମାନେ ସମସ୍ତେ ବଲିଉଡର ସୁପରଷ୍ଟାର କଳାକାର ଗୋବିନ୍ଦାଙ୍କୁ ଜାଣିଥିବେ , ତାଙ୍କର ସୁନ୍ଦର ଅଭିନୟ ସାଙ୍ଗକୁ ସୁନ୍ଦର କମେଡି ଜରିଆରେ ସେ ଅଗଣିତ ଦର୍ଶକ ମାନଙ୍କର ହୃଦୟକୁ ଜିତି ପରିଛନ୍ତି । ସେ କେବଳ ଅଭିନୟ ନୁହଁ ବରଂ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ନିଜକୁ ସାମିଲ କରିଛନ୍ତି । ଖାଲି ଏତିକି ନୁହଁ ଓଡିଶାର ସୁପରିଚିତ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନାରେ ଭୁବନେଶ୍ୱରରେ ଗୋବିନ୍ଦା ଗୀତ ଗାଇଛନ୍ତି । ଅଗଣିତ ଦର୍ଶକ ମାନେ ଏହାକୁ ଶୁଣିବା ପାଇଁ ବହୁତ ଆଗ୍ରହ ସହକାରେ ଚାହିଁ ରହିଛନ୍ତି । ତେବେ ବର୍ତ୍ତମାନ ସମୟରେ ବଲିଉଡ କଳାକାର ଶକ୍ତି କପୁର ଏହି ଗୀତରେ ଅଭିନୟ କରିବାର କୁହାଯାଉଛି ।

ଯେହେତୁ ଏହି ସବୁ ଗୀତ ଓଡିଶାରେ ସୁଟିଙ୍ଗ ହେବାକୁ ଯାଉଛି , ତେଣୁ ଓଡିଆ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇ ପାରେ ବୋଲି କୁହାଯାଉଛି । ଗୋବିନ୍ଦାଙ୍କ ଗୀତ ଗାଇବାର ପ୍ରଣାଳୀ ଦର୍ଶକ ମାନଙ୍କୁ କେତେ ପସନ୍ଦ ଆସୁଛି ତାହା ଜାଣିବା ପାଇଁ ବାକି ରହିଛି । ତେବେ ଆଗାମୀ ସମୟରେ ଗୋବିନ୍ଦାଙ୍କ ଗୀତ ସମସ୍ତ ଦର୍ଶକ ମାନଙ୍କ ପାଖରେ ପହଞ୍ଚିବ , ସେଥିପାଇଁ ଦର୍ଶକ ମାନେ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି । ଗୋବିନ୍ଦାଙ୍କର ସମସ୍ତ ଗୀତ ଓଡିଶାରେ ହିଁ ସୁଟିଙ୍ଗ କରାଯିବ ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment