ମହା ଖୁଲାସା ! ପୁଣି ହରଡଘଣାରେ ବିଦ୍ୟାଭାରତୀ , ସାମ୍ନାକୁ ଆସିଲା ସତ….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନ କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି| ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କୁ ସ୍ୱତନ୍ତ୍ର ଭାବରେ ଜେରା କରା ଯିବା ପାଇଁ ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ରହସ୍ୟ ଜନକ ଘଟଣା ହୋଇ ଥିବାରୁ ଦ୍ଵନ୍ଦ ବଢି ବଢି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ତଦନ୍ତ ବେଳେ ଯେଉଁ ମାନଙ୍କୁ ଜେରା କରା ଯାଇ ଥିଲା ,ସେମାନଙ୍କ ମଧ୍ୟରୁ କେତେ ଜଣ ମିଛ କହିଥିବା ବେଳେ ଆଉ କେତେକ ସହଯୋଗ ମଧ୍ୟ କରି ନଥିଲେ। ସେଥିପାଇଁ ସେମାନଙ୍କୁ ଆଉ ଥରେ ଜେରା କରା ଯିବା ସହ ଆବଶ୍ୟକ ହେଲେ ଲାଇଡିଟେକ୍ସନ ଟେଷ୍ଟ ହେବ ବୋଲି ତଦନ୍ତ କାରୀ ଟିମ କହିଛନ୍ତି। ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଆଇନଜୀବି ମାନେ ମଧ୍ୟ କହୁଛନ୍ତି।

ତେବେ ଜଣଙ୍କ ପରେ ଜନଙ୍କୁ ଜେରା କରି ସରିବା ପରେ ଏବେ ତାଙ୍କ ସ୍ତ୍ରୀ ବିଦ୍ୟା ଭରତୀଙ୍କୁ ବର୍ତ୍ତମାନ ସନ୍ଦେହ କରା ଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତାଙ୍କ ସ୍ତ୍ରୀ ଙ୍କୁ ସ୍ୱତନ୍ତ୍ର ଭାବରେ ଜେରା କରିବା ପାଇଁ ତଦନ୍ତ କାରୀ ଟିମ ପ୍ରସ୍ତୁତି କରୁଛି। ଏଭଳି ଘଟଣା ସୋସିଆଲ ମିଡିଆରେ ବର୍ତ୍ତମାନ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।