ପୁଣି ହାତ ଯୋଡି ଅନୁରୋଧ କଲେ ଅପରାଜିତା : ମୋ ସ୍ୱାମୀଙ୍କ ଦେହ ଖରାପ, କେତେବେଳେ ଆମ୍ବୁଲାନ୍ସ ଆସିପରେ ,ଦୟାକରି ଆମକୁ ଟିକେ ଏକା ଛାଡି ଦିଅନ୍ତୁ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ପ୍ରତେକ ଦିନ ଭାଇରାଲ ହେଉଥିବା ଭିଡିଓ କଥା ତ ବେଶ ଭଲ ଭାବରେ ଜାଣିଥିବେ |ତେବେ ଆପଣ ମାନେ ତ ଜାଣିଥିବେ କି ତୃପ୍ତି ରାସ୍ତା ଉପରେ ଯେଭଳି ଭାବରେ ଘଟଣା ଘଟାଇଥିଲେ ତାହା ପାଇଁ ବାବୁସାନ ଓଡିଶା ଛାଡିକି ଚେନାଇ ଯାଇଥିଲେ, ଆଉ ପରେ ସେ ଓଡିଶା ମଧ୍ୟ ଫେରିଥିଲେ |ତେବେ ଯାହା ଜଣା ପଡିଛି କି ବାବୁସାନ ଏବେ ଚେନାଇ ରୁ ଆସି ତାଙ୍କ ବାପା ମା ଙ୍କ ପାଖରେ ଅର୍ଥାତ ବରମୁଣ୍ଡା ରେ ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କ ପାଖରେ ଥିଲେ ଆଉ କ୍ଷମା ମଧ୍ୟ ମାଗିଥିଲେ ସେମାନଙ୍କୁ | ଯାହା ସେସିଆଲ ମିଡିଆରେ ସବୁବେଳେ ଘୁରି ବୁଲୁଥିବା ବେଳେ ବର୍ତ୍ତମାନ ଅପରାଜିତା ଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି |ଆଉ କଣ ସବୁ କହିଛନ୍ତି ଅପରାଜିତା ଗଣମାଧ୍ୟମ କୁ ଆସନ୍ତୁ ଜାଣିବା |

ପ୍ରକୃତି ଆଉ ତୃପ୍ତି ଙ୍କୁ ନେଇକି ବେଶ କିଛି ଦିନ ହେଲା ସେସିଆଲ ମିଡ଼ିଆରେ ଘଟଣା ଟି ଭାଇରାଲ ହେବା ପରେ ଏବେ ଟିକିଏ ଘଟଣା ରେ ସୁଧାର ଆସିବାକୁ ଯାଉଛି | କିନ୍ତୁ ମିଡ଼ିଆ ଭାଇ ଆଉ ଲୋକ ମାନଙ୍କର କାମ ତାଙ୍କ ଜୀବନରେ କଷ୍ଟ ଆଣିଦେଉଛି, ଆଉ ଯାହା ପାଇଁ ଅପରାଜିତା ଗଣମାଧ୍ୟମ ଙ୍କ ପାଇକି ଗୋଟିଏ ଭିଡିଓ ଭାଇରାଲ କରେଇଛନ୍ତି | ଆଉ ଯୋଉଥିରେ ଗଣମାଧ୍ୟମ ଆଉ ମିଡ଼ିଆ ଭାଇ ମାନଙ୍କୁ କିଛି ଅନୁରୋଧ କରିଛନ୍ତି |

ତେବେ ଅପରାଜିତା ଗଣମାଧ୍ୟମ ଆଗରେ ହାତ ଯୋଡ଼ିକି anuଅନୁରୋଧ କରିଥିଲେ କି ଏତେ ଦିନ ଯାଏ ଆମ ମାନଙ୍କ ସହିତ ରହିଲ | ଆମର ସୁଖରେ ଦୁଃଖରେ ସବୁ ପରିସ୍ଥିତି ରେ ଆମକୁ ସାଥ ଦେଲ ଯାହା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି | କିନ୍ତୁ ବର୍ତ୍ତମାନ ଆମକୁ ଏକା ଛାଡି ଦିଅନ୍ତୁ, ଆମେ ମାନେ ଏକା ରହିବା ପାଇଁ ଚାହୁଁଛୁ |କାରଣ ସେ କହିଛନ୍ତି କି ଉତ୍ତମ ମହାନ୍ତି ଙ୍କର ଦେହ ଭଲ ନାହିଁ, ତାହା ସହିତ ଅପରାଜିତା ଙ୍କର ଦେହ ମଧ୍ୟ ଖରାପ ଅଛି |

ତାହା ବ୍ୟତୀତ ଆହୁରି ମଧ୍ୟ କହିଛନ୍ତି ଅପରାଜିତା ଗଣମାଧ୍ୟମ ଙ୍କ ଆଗରେ କି ସେମାନଙ୍କ ଦେହ ଏତେ ଖରାପ କି କେଉଁ ମୁହୂର୍ତ୍ତରେ ଆମ୍ବୁଲାନ୍ସ ଲାଗିପାରେ ଆଉ କେଉଁ ମୁହୂର୍ତ୍ତରେ ସେମାଙ୍କର ଡାକ୍ତର ଙ୍କର ଆବଶ୍ୟକତା ପଡିପାରେ କହି ବେବୋ ନାହିଁ | ତାହା ବ୍ୟତୀତ ଯେଉଁ ଭଳି ଭାବରେ ମିଡ଼ିଆ ଆଉ ଜନସାଧାରଣ ମାନେ ହେଉଛନ୍ତି ସେହି ଘଟଣା କୁ ନେଇକି ଯାହା ପାଇଁ ସେମାନଙ୍କ ର ଦେହ ଖରାପ ପରେ ମଧ୍ୟ ସେମାନେ ବାହାରକୁ ଯାଇପାରୁନାହାନ୍ତି କି ଘରେ ଝରକା କବାଟ ମଧ୍ୟ ଖୋଲି ପାରୁନାହାନ୍ତି | ଆଉ ରାସ୍ତାରେ ମଧ୍ୟ ସେମାନଙ୍କ ପାଇଁ ଭିଡ଼ ହେଇଛି ବୋଲି କହୁଛନ୍ତି |ତେଣୁ ଯେହେତୁ ସେ ଘଟଣାର 6-7 ଦିନ ବିତି ଗଲାଣି ତେଣୁ ସେ ଘଟଣା କୁ ଆଉ ପ୍ରଚାର ନ କରି ଏକା ଛାଡ଼ିଦେବା ପାଇଁ ଅପରାଜିତା କହିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment