ପୁଣି ପୁରୀ ଜଗନ୍ନାଥ ଧାମରେ ଲଜ୍ୟା ! ସମସ୍ତଙ୍କ ସାମ୍ନାରେ ଯୁବତୀ ଙ୍କୁ କରୁଛନ୍ତି ଦୁର୍ବ୍ୟବହାର… ଦେଖନ୍ତୁ ଭାଇରାଲ Video

ହଁ ଆଜ୍ଞା ଏଭଳି ଏକ ଅଭାବ ନିୟ ଘଟଣା ଘଟିଛି ପୁରୀ ଜିଲ୍ଲାରେ, ଆମେ ଜାଣିଛୁ କି ଆମ ଓଡିଶା ରେ ବହୁତ ଗୁଡିଏ ପର୍ଯ୍ୟଟନ ସ୍ଥଳୀ ରହିଛି ଆଉ ଆମ ଓଡ଼ିଶାରେ ବହୁତ ଜାଗାରେ ଅନେକ ତୀର୍ଥ ସ୍ଥାନ ମଧ୍ୟ ରହିଛି , ଆଉ ଯୋଉଠିକି ଖାଲି ଆମ ଓଡିଶା ରୁ ନୁହଁ ବାହାର ରାଜ୍ୟ ଏବଂ ଦେଶ ମାନଙ୍କରୁ ମଧ୍ୟ ଲୋକ ମାନେ ଆସିଥାନ୍ତି ଓଡିଶା ର କାରୁ କାର୍ଯ୍ୟ, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବା ଅନେକ କଥା ଶିଖିବା ପାଇଁ, ଆମ ଓଡ଼ିଶା ରେ ବିଭିନ୍ନ ପ୍ରକାରର ତୀର୍ଥ କ୍ଷେତ୍ର ରହିଥିଲେ ମଧ୍ୟ ଲୋକ ମାନେ ଅଧିକ ପସନ୍ଦ କରନ୍ତି ଜଗନ୍ନାଥ ଧାମ ଅର୍ଥାତ ପୁରୀ ରେ ବୁଲିବା ପାଉ ଓ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଟିକେ ଅର୍ଜନ କରିବା ପାଇଁ ଆଉ ପାପ କୁ ସବୁଦିନ ପାଇଁ ଧୋଇ ଦେବାକୁ |

ଆଉ ସେହି ପର୍ଯ୍ୟଟକ ମାନେ ଆସି ରୁହନ୍ତି ପୁରୀରେ ଥିବା ହଟେଲ ମାନଙ୍କରେ , ତେବେ ସେଭଳି ଏକ ପର୍ଯ୍ୟଟକ ଯିଏକି ଓଡ଼ିଶା ର ଧର୍ମ , ପରମ୍ପରା ଅର୍ଥାତ ସଂସ୍କୃତି ବିଷୟରେ ଜାଣିବା ପାଇଁ ପଶ୍ଚିମବଙ୍ଗ ରୁ ଜଣେ ବଙ୍ଗୀୟ ତାଙ୍କର ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଆସିଥିଲେ , ଆଉ ହଟେଲ ରେ ମଧ୍ୟ ରହିଥିଲେ କିନ୍ତୁ କଣ ଏମିତି ତାଙ୍କ ସହିତ ଘଟିଥିଲା ଯାହା ପାଇଁ ମହିଳା ଜଣଙ୍କ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ଙ୍କ ନାଁ ରେ ମିଡ଼ିଆ ସାମ୍ନାରେ କହିଥିଲେ କିଛି ଏମିତି ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ଥିଲା |

ବାଙ୍ଗୀୟ ଜଣଙ୍କର କହିବା କଥାକି ସେମାନେ ଯୋଉଠି ରହୁଥିଲେ ଆସିକି ସେଠାରେ ଥିବା ମାଲିକ ସେମାନଙ୍କୁ ପୁରୀରେ ବୁଲିବା ପାଇଁ ସ୍କୁଟି ଦେଇଥିଲେ , ଆଉ ସେହି ସ୍କୁଟିକୁ ନେଇକି ସେମାନେ ବୁଲୁଥିଲେ କିନ୍ତୁ ଯେତେବେଳେ ସେମାନେ ସ୍କୁଟି ନେଇକି ବାହାରକୁ ଯାଇଛନ୍ତି ଜାଣିବାକୁ ପାଇଲେ କି ସେହି ସ୍କୁଟିରେ ବ୍ରେକ ନାହିଁ, ଆଉ ସେମାନେ ଦୁର୍ଘଟଣା ରୁ ନିଜକୁ ଓ ଅନ୍ୟ ଚାରି ଜଣଙ୍କୁ ବଞ୍ଚାଇ ଆସି ପହଞ୍ଚିଥିଲେ ହଟେଲ ସାମ୍ନାରେ, ଆଉ ସେଠାରେ ସ୍କୁଟର ର ଏପରି ଅବସ୍ଥା କଥା ମାଲିକଙ୍କୁ ଜଣାଇଥିଲେ, କିନ୍ତୁ ମାଲିକଟି ପ୍ରକୃତ କଥାକୁ ନ ବୁଝି ମହିଳା ଜଣଙ୍କୁ କାନ ପାଟିରେ ମାଡ଼ ମଧ୍ୟ ମାରିଥିଲା , ଆଉ ଏପରି କରିବାରୁ ସେଠି ଘଟଣା ସ୍ଥଳରେ ବହୁତ ଲୋକ ରୁଣ୍ଡ ହେଇଥିଲେ ମଧ୍ୟ କେହି କିଛି କହିନଥିଲେ |

ଘଟଣା ସ୍ଥଳରେ ପରେ ପୋଲିଶ ଆସିକି ପହଂଛି କିଛି ନ ବୁଝି ମହିଳା ଜଣକଙ୍କୁ ଥାନାକୁ ନେଇଯିବେ ବୋଲି କହିଥିଲେ, ତ ପରେ ମହିଳା ଜଣଙ୍କ ଓଡ଼ିଶା ର ଲୋକ ଆଉ ଓଡ଼ିଶା ର ପୋଲିସ କୁ ବି ନିନ୍ଦା କରିଥିଲେ , ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment