ପୁଣି ଖୋଲିଲା ରହସ୍ୟ ! Lead Story : ସୌମ୍ୟ ମୃତ୍ୟୁର 23 ଦିନ ପରେ ବିଦ୍ୟାଭାରତୀଙ୍କ ମୋବାଇଲରୁ ମିଳିଲା ଏହି ଫଟୋ ସବୁକିଛି ଉଲଟ ପାଲଟ କରିଦେଲା ବିଦ୍ୟାଙ୍କ ସବୁ ପ୍ଲାନ…

ପ୍ରତିଦିନ ଆପଣମାନେ ନିଶ୍ଚିତ ବିଭିନ୍ନ ଖବର ଅବଗତ ହେଉଥିବେ। ଯେ ବର୍ତ୍ତମାନ କିଭଳି ଭାବରେ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଅପରାଧିକ ଘଟଣା କିପରି ଭାବେ ବଢି ବଢି ଚାଲିଛି। ପ୍ରତ୍ୟେକ ଦିନ ଖବର କାଗଜ ଟିଭି ଏବଂ ସୋସିଆଲ ମିଡିଆରେ କିଛି ନା କିଛି ଅପରାଧିକ ଘଟଣା ଚୋରି, ଡକାୟତ, ଦୁଷ୍କମ ଓ ହତ୍ୟା ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏହି ସବୁ ଅପରାଧ ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ଲୋକମାନେ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ଏହାକୁ କେନ୍ଦ୍ରକରି ସମାଜରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି। ଅପରାଧ ଏଭଳି ଭାବରେ ହେଉଛି, ପୋଲିସ ମଧ୍ୟ ଅପରାଧିକୁ ଧରିବାରେ ସଫଳ ହୋଇ ପାରୁନାହାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାଣିଛନ୍ତି ଯେ ଗତ କିଛି ଦିନ ଧରି ସାରା ଓଡ଼ିଶାରେ କେବଳ ACF ମୃତ୍ୟୁ ଘଟଣା ରହସ୍ୟ ଘେରରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ପ୍ରତ୍ୟେକ ଦିନ କିଛିନା କିଛି ତଥ୍ୟ ବିଷୟରେ ସୂଚନା ମିଳୁଛି। କିନ୍ତୁ ସାରା ଓଡ଼ିଶା ବାସୀଙ୍କ ମନରେ କେବଳ ପ୍ରଶ୍ନ ଯେ, ACF ମୃତ୍ୟୁ ରହସ୍ୟ କେବେ ସାମ୍ନାକୁ ଆସିବ, ତେବେ ବର୍ତ୍ତମାନ ସମୟରେ, ତେବେ ତାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କୁ ତଦନ୍ତ କାରୀ ଟିମ ଅନେକ ଗୁଡିଏ ପ୍ରଶ୍ନ ପଚାରିଥିଲେ। ଏବଂ ସେ ଏଭଳି କିଛି କଥା ମଧ୍ୟ୍ୟ କହିଛନ୍ତି, ଆପଣ ମାନେ ଜାଣିଲା ପରେ ସନ୍ଦେହ ଉଙ୍କି ମାରିବ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ, ସତ ଜାଣିବା ପାଇଁ ତଦନ୍ତ କାରୀ ଅଫିସର ବିବେକାନନ୍ଦ ସ୍ୱାଇଁ ଅନେକ ଗୁଡିଏ ପ୍ରଶ୍ନ ବିଦ୍ୟା ଭାରତୀଙ୍କୁ ପଚାରି ଥିଲେ। ସେ ତାଙ୍କର କିଛି ପ୍ରଶ୍ନର ଉତ୍ତର ଦେଇ ଥିବା ବେଳେ ଆଉ କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ନଥିଲେ। ଯାହା ଫଳରେ କି ତଦନ୍ତ କାରୀ ଅଫିସର ତାଙ୍କ ଉପରେ ସନ୍ଦେହ କରିଥିଲେ। ତେବେ ଏହା କାହାର ନିର୍ଦେଶରେ ଏଭଳି ଉତ୍ତର ଦେଉଛନ୍ତି, ନା ନିଜର ବୁଦ୍ଧି ଖଟାଇ କହୁଛନ୍ତି।

ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ? ଯେ ବିଦ୍ୟା କ’ଣ ଲୁଚାଇ ଥିଲେ ତଦନ୍ତ କାରୀ ଅଫିସର ନିକଟରେ ସତ ଜାଣିବା ପାଇଁ ସେ ଚେଷ୍ଟା ମଧ୍ୟ କରିଥିଲେ। ସତ ଜାଣିବା ପାଇଁ ସେ ଡ୍ରାଇଭର ଦିବାକର ମହାପାତ୍ରଙ୍କୁ ଡକାଇ ଜେରା କରିଥିଲେ ଏବଂ ସେଦିନ ବିଦ୍ୟା ଓ ତାଙ୍କ ପରିବାରରେ କ’ଣ ଘଟଣା ଘଟିଥିଲା, ସ୍ପଷ୍ଟ ଜଣା ପଡିବ ବୋଲି ତଦନ୍ତ କାରୀ ଅଫିସର କହିଛନ୍ତି। ତେବେ ବନ୍ଧୁଗଣ ପ୍ରତିଦିନ ଏଭଳି ଭାବରେ ଅନେକ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି, ଖାଲି ଦେଖିବାର ବିଷୟ ଆମ ଓଡ଼ିଶା ପୋଲିସ କଣ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment