ଦେଖନ୍ତୁ viral ଭିଡିଓ : ପୁଣି ମହା ଖୁଲାସା ! ବିଶ୍ୱାସ କରି ହେଉନି ବିଦ୍ୟା ଭାରତୀ ଙ୍କୁ ଚାଲ ଖେଳୁଛନ୍ତି କି ? ଅଡିଓ ରେକର୍ଡିଙ୍ଗ କରି….

0

ପ୍ରତ୍ୟେକ ପତି ପତ୍ନୀଙ୍କ ମଧ୍ୟରେ ସର୍ବଦା ଝଗଡା କରିଥାନ୍ତି , କିନ୍ତୁ କେତେଜଣ ଝଗଡାର ପ୍ରମାଣ ରଖନ୍ତି । ଏମିତି ଏକ ପ୍ରଶ୍ନ ଉଠିଛି ବିଦ୍ୟା ଭାରତୀଙ୍କ ନାଁରେ ସେ ଏତିକି ନା ଆହୁରି କିଛି ରଖିଛନ୍ତି ବିଦ୍ୟା ଭାରତୀ । ବର୍ତ୍ତମାନ ପ୍ରଶ୍ନ ଉଠିଛି କାହିଁକି ସମ୍ୟରଞ୍ଜନଙ୍କ ଚରିତ୍ର ସଂହାର କରିବାକୁ ପ୍ରମାଣ ସାଉଟୁଥିଲେ ବିଦ୍ୟା ଭାରତୀ । ଲୁଚେଇ କି ନିଜେ ଓଡିଅ ରେକର୍ଡିଂ କଲେ ହେଲେ କହୁଛନ୍ତି ତୁମ ପଛରେ କିଛି କରିବିନି ଏବଂ ମୋବାଇଲ ଦେଲେ ରିଲେସନ ପ୍ରମାଣ କରିଦେବି । ମୋବାଇଲ ଦିଅ , ଯାହା କରିବି ତୁମ ପ୍ରଣ୍ଟରେ କରିବି , ବିହାଇଣ୍ଡରେ କରିବିନି । ଏହାଛଡା ନିଜ ଅଡିଓ ଭାଇରାଲ କରି କଣ ପ୍ରମାଣ କରିବାକୁ ଚାହୁଛନ୍ତି ବିଦ୍ୟା ଭାରତୀ ? ବର୍ତ୍ତମାନ ସମୟରେ ବିଶ୍ୱାସ କରିହେଉନି ବିଦ୍ୟା ଭାରତୀଙ୍କୁ , କଣ ପ୍ରକୃତରେ ଏହି ଅଡିଓ କ୍ଲିପ ସହିତ ଚାଲ ଖେଳିଛନ୍ତି କି ବିଦ୍ୟା ଭାରତୀ ।

ଗଣ ମାଧ୍ୟମ ପାଖରେ ବିଦ୍ୟା ଭାରତୀ ଆଉ ସୌମ୍ୟ ଏଡିଟେଡ ଅଡିଓ କ୍ଲିପ , ପ୍ରଶ୍ନ ଉଠୁଛି କାହିଁକି ଛୋଟିଆ ଅଡିଓ କ୍ଲିପ ପାଇଲେ ସବୁ ଗଣ ମାଧ୍ୟମ ର ପ୍ରତିନିଧି । ପ୍ରକୃତରେ ଆଉ କିଛି ଅଲଗା ଥିଲା କି ଏହି ଅଡିଓ କ୍ଲିପରେ , ଯେଉଁଥିରେ ପତି ପତ୍ନୀ ଙ୍କ ଭିତରେ ତୃତୀୟ ଏକ ଝିଅ ନେଇ କଳି ଲାଗିଛି । ହେଲେ ଏଠି ପ୍ରଶ୍ନ ଉଠୁଛି ସେ ଝିଅ କିଏ ? କଣ ପ୍ରକୃତରେ ସେଇ ଝିଅଙ୍କର କିଛି ସେଭଳି ସମ୍ପର୍କ ଥିଲା ସୌମ୍ୟରଞ୍ଜନ ଙ୍କ ସହିତ । ସେ କଣ ସାଙ୍ଗ ଥିଲେ ତା ଠାରୁ ଅଧିକ , ଅଡିଓ ରୁ ଶୁଣା ପଡୁଛି ସୌମ୍ୟ ରାଜି ଅଛନ୍ତି ଝିଅର ନମ୍ୱର ଦେବାକୁ ପତ୍ନୀଙ୍କୁ , କିନ୍ତୁ ପତ୍ନୀଙ୍କର ଏକା ଜିଦ୍ ସ୍ୱାମୀଙ୍କର ମୋବାଇଲ ଦରକାର ।

ତେବେ କାହିଁକି ଏବଂ କେଉଁଥି ପାଇଁ ଯୋଗାଡ କରିବାକୁ ଲାଗିଥିଲେ ପତ୍ନୀ ବିଦ୍ୟା ଭାରତୀ , ଏହି ସମୟରେ କାହିଁକି ଗୋଟିଏ ପରେ ଗୋଟିଏ ଅଡିଓ କ୍ଲିପ ଦେଇଚାଲିଛନ୍ତି ବିଦ୍ୟା ଭାରତୀ । ତେବେ ବିବାଦୀୟ ଘଟଣାରେ ଏବେ ସ୍ତ୍ରୀ ବିଦ୍ୟାଭାରତୀ ଉଠେଇ ଛନ୍ତି ସୌମ୍ୟଙ୍କ ପରକୀୟା ପ୍ରିତୀ କଥା , ଅନ୍ୟପଟେ ବାପା କହିଛନ୍ତି ଜ୍ୱାଇ ମୋର ଦେବତା ଅଟେ । ତେବେ ପ୍ରଶ୍ନ ଉଠୁଛି କେଉଁ ମୋଡକୁ ଯାଉଛି ତଦନ୍ତର ଏହି ଦିଗ ।

ଗୋଟେପଟେ ଜ୍ୱାଇଁଙ୍କୁ ଭଗବାନ ସହିତ ତୁଳନା କରୁଥିବା ବାପା ଆଉ ଅନ୍ୟପଟେ ସ୍ୱାମୀଙ୍କୁ ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା କହୁଥିବା ସ୍ତ୍ରୀ । କିଏ ସତ କହୁଛନ୍ତି ଓ ଏହା ମଧ୍ୟରେ ସ୍ୱାମୀ ସ୍ତ୍ରୀଙ୍କର ଅଡିଓ କ୍ଲିପ ସନ୍ଦେହ କୁ ମଧ୍ୟ ଆହୁରି ଆଗକୁ ବଢେଇଛି । ତେବେ ସବୁକିଛି ବୁଢୀଆଣି ଜାଲ ଭଳି ଛନ୍ଦି ହୋଇଯାଇଛି ଏବଂ ଆଗାମୀ ଦିନରେ ଏହା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।