ଶେଷରେ ପୁଣି ଜେଲ ଗଲେ ଆର୍ୟାନ ! ଆର୍ଯ୍ୟନ୍ ଖାନଙ୍କୁ ମିଳିଲା କଏଦୀ ନମ୍ୱର୍ 956, ଦିନରୁ ରାତି ୧୦ ପର୍ଯ୍ୟନ୍ତ ଜେଲ୍ ରେ ଏହି ସବୁ କାମ କରିବାକୁ ପଡିବ…

0

ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିବାରୁ। ଦେଶର ସମସ୍ତ ଜନସାଧରଣଙ୍କ ପାଇଁ ସମାନ ଆଇନ କାଉନର ବ୍ୟବସ୍ଥା ରହିଛି। ଯିଏ ଯେତେ ବଡ଼ ପ୍ରଭାବଶାଳୀ ଲୋକ ହୋଇଥାନ୍ତୁ, ନା କାହିଁକି, ଆଇନ ଆଗରେ ସମସ୍ତେ ସମାନ। ନିକଟରେ ଯେଉଁ ଶାହାରୁଖ ଖାନଙ୍କ ପୁଅ ଆରୟାନ ଖାନ ଡ୍ରଗ୍ସ କେସରେ ଗିରଫ ହୋଇ ଜେଲରେ ଅଛନ୍ତି। ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି, ବାପା ଶାହାରୁଖ ଖାନ ନିଜ ପୁଅକୁ ଜେଲରୁ ବାହାର କରିବାରେ ଅକ୍ଷମ ହୋଇଥିଲେ। ଏଥିପାଇଁ ତାଙ୍କୁ ସୋସିଆଲ ମିଡ଼ିଆ ରେ ଟ୍ରୋଲ ହେବାକୁ ପଡ଼ିଛି, ଆର୍ଥିକ କ୍ଷେତ୍ରରେ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିଛି। ତାଙ୍କ ପୁଅ ବର୍ତ୍ତମାନ ଅନ୍ୟ କଏଦୀ ମାନଙ୍କ ପରି ରହିବାକୁ ପଡ଼ିବ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ସବୁ ସେବା ମିଳିବ ଜେଲରେ;

ଆର୍ଥର ରୋଡ଼ ରେ ଆରୟାନ ଖାଙ୍କୁ ମିଳିଛି କଏଦୀ ନମ୍ବର ତେବେ ତାଙ୍କ କଏଦୀ ନମ୍ବର ହେଉଛି, 956 ଗରୁବାର ଦିନ ଏହି ନମ୍ବର ଦିଆଯାଇଛି। ତେବେ ଆରୟାନ ଖାନ ଏବେ କ୍ଵରେଣ୍ଟିନ ଜେଲ୍ ରେ ଅଛନ୍ତି। ତାଙ୍କୁ ଖୁବଶୀଘ୍ର ସାଧାରଣ କଏଦୀ ମାନଙ୍କ ସହିତ ରହିବା ପାଇଁ ପଡ଼ିବ। ତେବେ ତାଙ୍କୁ ଦୁଇଜଣ ରହିବା ଭଳି ତାଙ୍କୁ ଛୋଟ ସେଲ ମିଳି ପାରେ। ଆର୍ଥର ରୋଡ଼ ଜେଲ ହେଉଛି, ବ୍ରିଟିଶ ଅମଳର ଜେଲ, ଏହି ଜେଲରେ ପୂର୍ବରୁ ବଡ଼ ବଡ଼ ନେତା ମନ୍ତ୍ରୀ, ବଲିଉଡ ଷ୍ଟାର ଇତ୍ୟାଦି ରହିଛନ୍ତି।

ନିକଟରେ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜକୁନ୍ଦ୍ରା ମଧ୍ୟ ରହି ଆସିଛନ୍ତି। ଜେଲ୍ କୁ ଯେତେବେଳେ ଯାଇଥିଲେ, ସେତେବେଳେ ରାଜ ଗୁଲଗାଲିଆ ଦେଖା ଯାଉଥିଲେ, ଆଉ ବାହାରକୁ ବାହାରିଲେ ଚେହେରା ଶୁଖି ଯାଇଥିଲା। ତେବେ ଆରୟାନଙ୍କ ଦିନ ଚର୍ଯ୍ୟା କିପରି ରହିବ, ଦେଖନ୍ତୁ। ସକାଳ 6 ଟାରେ ଅଫିସର ଆସି କଏଦୀଙ୍କୁ ବାଡେଇ ବାଡେଇ ଉଠାନ୍ତି, ଏହା ପରେ ଧାଡିରେ ଠିଆ ହୋଇ ଆଟେଣ୍ଡେସ ନିଆଯାଏ। ଏହାପରେ ଆରମ୍ଭ ହୋଇଥାଏ, ଜଳଖିଆ, ଚା ସହିତ ଚୁଡା ଉପମା ଆଉ ଚୂଡ଼ା ଦିଆଯାଏ। 10 ଟାରୁ 11 ଟା ମଧ୍ୟରେ କଏଦୀ ମାନଙ୍କୁ ଗାଧେଇବା ପାଇଁ ପଠାଯାଏ, ଜେଲ ତରଫରୁ ଗୋଟିଏ ଟାଉଏଲ ଏବଂ ସାବନ ମାଗଣାରେ ଦିଆଯାଏ।

12 ଟା ସୁଦ୍ଧା ସେମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଯାଏ। ଏହା ପରେ ସେମାନଙ୍କୁ ଗୋଟିଏ ରୁମରେ ବସିବା ପାଇଁ ଦିଆଯାଏ। ସକାଳେ ମନରଞ୍ଜନ ପାଇଁ ଯଦି କେହି ଚାହିଁବ, ତାହାଲେ ନିଉଜ ପେପର, ଦୂରଦର୍ଶନ ଦେଖିବା ପାଇଁ ଦିଆଯାଏ। 1 ଟାରୁ ଦିନ 3 ଟା ମଧ୍ୟରେ ବିଭନ୍ନ ପ୍ରକାର କାମ ଦିଆଯାଏ, ଛାଡୁ, ଧୋତି ବୁଣିବା କାମ ଇତ୍ୟାଦି କରିଥାନ୍ତି। 3 ଟାରୁ 3.30 ରେ ସେମାଙ୍କୁ ଚା ଦିଆଯାଏ। ଏହା ପରେ ସନ୍ଧ୍ୟାରେ କଏଦୀ ମାନଙ୍କୁ ପୁଣି ତାଙ୍କ ସେଲ କୁ ପଠା ଯାଏ, ତେବେ ଏହି ଭଳି ଭାବରେ ଆରୟାନ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।