New Twist – ୨ ଚାପୁଡ଼ା ମାରି କହିଛି ନନ୍ଦିନୀ… ତୋ ପରି ସ୍ବାମୀ ମୋତେ ଦରକାର ନାହିଁ… ତୁ ଗୋଟେ ଓଲା… ଦେଖନ୍ତୁ Video

0

ବଳରାମ ଙ୍କ ଘରେ ବଳରାମ ତାଙ୍କ ବାପା ମା ଙ୍କ ସହିତ ରହୁଥିଲେ, ବଳରାମ ଯାହା ରୋଜଗାର କରୁଥିଲା ସେଥିରେ ତାଙ୍କ ପରିବାର ବହୁତ ଖୁସି ରେ ଚାଲୁ ଥିଲା | ଏମିତି କିଛି ଦିନ ପରେ ବଳରାମ ଙ୍କ ବାପା ତାଙ୍କୁ ବିବାହ କରିବା ପାଇଁ କହିଥିଲେ ଆଉ ବଳରାମ ମଧ୍ୟ୍ୟ ତାଙ୍କ କଥାରେ ରାଜି ହେଇଯାଇ ବିବାହ କରିଥଲେ |ନନ୍ଦିନୀ ଓ ବଳରାମ କିଛି ଦିନ ତଳେ ବିବାହ କରିଥିଲେ,ସେମାନଙ୍କ ବୈବାହିକ ଜୀବନ ବହୁତ ଖୁସିରେ କଟୁଥିଲା ହେଲେ ସେମାନଙ୍କ ଏହି ଖୁସି କିଏ ଜାଣିଥିଲା କେତେଦିନ ର ସେମାନଙ୍କର ଏହି ଖୁସୀର ସଂସାର ଭିତରେ ଏମିତି ଏକ ଝୋଡ଼ ସୃଷ୍ଟି ହେଇଯିବ ଜଣେ ପର ପୁରୁଷ ପାଇଁ |

ଘଟଣା କିଛି ଏମିତି ଥିଲା ସ୍ୱାମୀ ବଳରାମ ଘରେ ନଥିଲା ବେଳେ ସ୍ତ୍ରୀ ନନ୍ଦିନୀ ରାତି ଅଧରେ ଉଲଗ୍ନ ଅବସ୍ଥାରେ ତାଙ୍କ ଭିଣେଇ ସହିତ ଭିଡ଼ିଓ କୋଲ ରେ କଥା ହେଉଥିଲେ | ଏମିତି ସବୁଦିନ ହେଉଥିଲା ହେଲେ ସ୍ୱାମୀ ବଳରାମ ଙ୍କୁ ଜଣା ନଥିଲା, ଯେତେବେଳେ ସେମାନଙ୍କ ଭିତରେ ଆଗ ଭଳି ଭଲ ପାଇବା କମି ଯାଉଥିଲା ସେତେବେଳେ ବଳରାମ ଙ୍କୁ ସନ୍ଦେହ ହେବାକୁ ଲାଗିଲା,ହେଲେ ଏହି ସନ୍ଦେହ ଦିନେ ଯେ ସତ ହବ ସେ କଥା ବଳରାମ ଙ୍କୁ ଜଣା ନଥିଲା | ବଳରାମ ର ଏହି ସନ୍ଦେହ ଯେ ସେମାନଙ୍କ ର ବୈବାହିକ ଜୀବନରେ ଝଡ଼ ଆଣିବ ସେ କଥା ବା କିଏ ଜାଣି ଥିଲା,|

ରାତିରେ ସ୍ୱାମୀ ବଳରାମ ଘରେ ନଥିଲା ବେଳେ ସ୍ତ୍ରୀ ନନ୍ଦିନୀ ର ପୂର୍ବ ପରି ଭିଡ଼ିଓ କୋଲ ରେ କଥା ଚାଲିଥିଲା ଠିକ ସେତିକି ବେଳେ ସ୍ୱାମୀ ସ୍ତ୍ରୀ ର ଏହି ଭଳି ଅବସ୍ଥା ଦେଖି ସ୍ୱାମୀ ଓ ସ୍ତ୍ରୀ ଙ୍କ ଭିତରେ କୋଳହ ସୃଷ୍ଟି ହେଇଥିଲା,ଏମିତି କିଛି ସମୟ ଗଲା ପରେ ସ୍ୱାମୀ ଙ୍କୁ ହାତ ଉଠାଇ ଥିଲେ ନନ୍ଦିନୀ, ଏମିତିକି ୨ ଚାପୁଡ଼ା ମଧ୍ୟ ମାରିଥିଲେ ନନ୍ଦିନୀ, ତାଙ୍କ ସ୍ୱାମୀ ଙ୍କୁ ଏମିତି କି ସେ ତାଙ୍କ ବାପ ଘର କୁ ଫୋନେରେ କଥା ହେଇ କହିଛନ୍ତି, ଏମିତିକା ସ୍ୱାମୀ ମୋ ଭିଡ଼କୁ ନୁହିଁ ବାହା ଘର ପୂର୍ବରୁ ଯଦି ମୁ ଜାଣି ଥାନ୍ତି ତାହାଲେ ମୁ ଏମିତିକା ପିଲା କୁ କେବେ ବିବାହ କରିନଥାନ୍ତି, ଏହି କଥା ନନ୍ଦିନୀ ଙ୍କ ଫୋନେରେ ରେକର୍ଡ କରାଯାଇଥିଲା, ପ୍ରତିଉତ୍ତର ବଳରାମ କହିଛନ୍ତି ନନ୍ଦିନୀ ର ଭଉଣୀ ବିବାହ କରିନାହାନ୍ତି ତାଙ୍କୁ ରକ୍ଷିତା କରି ରଖିଛନ୍ତି ଆଉ ଏ ମଧ୍ୟ ତା ସମ୍ପର୍କ ରେ ଅଛି ଯାହା ଫୋଳାରେ ମୁ ଆଜି ଅଭିଯୋଗ ଆଣିଛି |

ଏହା ର ସତ୍ୟାସତ କଣ ତାହା ଅଧିକ ଜାଣିବା ପାଇଁ ଘଟଣା ର ଅନୁଧ୍ୟାନ କରୁଛି ପୋଲିସ, ତାହାଲେ ଯାଇ ଜଣା ପଡିବ କେତେ ପଙ୍କ କୁ କେତେ ଜଳ କିଏ କହୁଛି ସତ ନନ୍ଦିନୀ ନା ବଳରାମ ଯଦି ବଳରାମ ଏମିତି କହୁଛନ୍ତି ତୋ କାହିଁକି ସେ କହୁଛନ୍ତି,ଏମିତିରେ ୨ ପରିବାର ସନ୍ଦେହ ଘେର ରେ ରହିଛନ୍ତି…. ନନ୍ଦିନୀ ର ଏମିତି କାର୍ଯ୍ୟ କଣ ସତ ତାହା ଅନୁଧ୍ୟାନ ରୁ ଜଣା ପଡ଼ିବ କିଏ ସତ କହୁଛି ଆଉ କିଏ ମିଛ ତାହାର ଫଇସଲା ପୋଲିସ କରିବ..|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।