ପୁଣି ଓଡ଼ିଆ ସିରିଏଲ ଜଗତରେ ଦୁଃଖଦ ଘଟଣା- ଅଭିନେତ୍ରୀ ମୋହନା ଅଭିନୟ ଛାଡି ସନ୍ୟାସୀ ହେଲେ,ସେ ବିଷୟରେ ଜାଣିଲେ ବିଶ୍ୱାସ ହେବନି

ଆମ ଓଡ଼ିଆ ସିନେ ଜଗତରେ ଅନେକ ଧାରାବାହିକ ପ୍ରସାରିତ ହେଉଛି ଏବଂ ଏହି ସିରିଏଲ ମାନଙ୍କରେ କଳାକାର ମାନେ ଅଭିନୟ କରି ଥାଆନ୍ତି ସେଥି ମଧ୍ୟରୁ କିଛି କଳାକାର ଦର୍ଶକ ମାନଙ୍କର ମନ କୁ କିଣି ପାରି ଥାଆନ୍ତି।ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଧାରବାହିକ ‘ତାରା ତାରିଣୀ’ ତ ନିହାତି ଭାବରେ ଦେଖିଥିବେ ଏବଂ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୋହନା ଙ୍କୁ ମଧ୍ୟ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ତାରା ତାରିଣୀ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବାର ଦେଖିବାକୁ ମିଳିଛି। ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରି ଥାଆନ୍ତି।

ଅଭିନେତ୍ରୀ ମୋହନା ନିଜର ଅଭିନୟ ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ସେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିବାରେ ସଫଳତା ପାଇଁ ପାରିଛନ୍ତି । ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ମଧ୍ୟ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ।

ସେହିପରି ଓଡ଼ିଆ ସିରିଏଲ ‛ତୋ ଅଗଣା ର ତୁଳସୀ ମୁଁ’ ଧାରାବାହିକ ରେ ମଧ୍ୟ ଏହି ଅଭିନେତ୍ରୀ ଖଳନାୟିକା ଚରିତ୍ର ରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବର୍ତ୍ତମାନ ଏକ ଖବର ପ୍ରକାଶ ହୋଇଛି ଯେ ମୋହନା ଅଭିନୟ ଛାଡ଼ି ସନ୍ୟାସୀ ହୋଇ ଯାଇଛନ୍ତି । ତେବେ ଏହି ଖବର ପଛରେ କେତେ ମାତ୍ରା ରେ ସତ୍ୟତା ରହିଛି ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

ଖବର ଅନୁସାରେ ଶୁଣିବାକୁ ମିଳୁଛି ଯେ ମୋହନା ଅଭିନୟ ଛାଡ଼ି ସନ୍ୟାସ ହୋଇ ଯାଇଛନ୍ତି । ଏତିକି ସତ୍ୟତା କହିବାକୁ ଚାହିଁବୁ ଯେ ମୋହନା ସନ୍ୟାସୀ ହୋଇଛନ୍ତି ସତ କିନ୍ତୁ ତାହା ରିଅଲ ଲାଇଫ ରେ ନୁହେଁ ତାହା ହେଉଛି ରିଲ ଲାଇଫ ରେ । ମୋହନା ସୁ-ଟିଂ ସମୟର କିଛି ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ଯାହାକୁ ଦେଖିବାକୁ ମିଳିଛି।

ଏହି ଫଟୋ କୁ ଦେଖି ହିଁ ଦର୍ଶକ ମାନେ ଭାବିଛନ୍ତି ଯେ ମୋହନା ଅଭିନୟ କ୍ଷେତ୍ରକୁ ଛାଡ଼ି ସନ୍ୟାସ ଧର୍ମ ଗ୍ରହଣ କରିଛନ୍ତି ଏବଂ ସନ୍ୟାସୀ ହୋଇଯାଇଛନ୍ତି ଏହା ସମସ୍ତଙ୍କ ମନରେ ଧାରଣା ଆସିଥିବ। ହେଲେ ସେ ସେମିତି କିଛି ନିଜ ଜୀବନ ଶୈଳୀ ଭିତରେ କରିନାହାଁନ୍ତି। ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ବଳରେ ସମସ୍ତେଙ୍କ ମନ କୁ ଜିତି ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment