ପୁଣି ଓଡ଼ିଶାରେ ଲଜ୍ୟା ! ପୁରୀ ଶ୍ରୀକ୍ଷେତ୍ର ଧାମର ଲିଙ୍ଗରାଜ ମନ୍ଦିର ପାଚେରୀରେ ଶୁ…ଶୁ କରୁଛନ୍ତି ପୋଲିସ୍ ବାବୁ….ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା, ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି। ଆପଣ ଜାଣି ପାରୁଥିବେ, ଆଜିର ଦୁନିଆର କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ନିଜର ନୈତିକତା କୁ ଭୁଲି, ମାନବିକତା, ସଭ୍ୟତା କୁ ଭୁଲି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁ ଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚାର ଓ ସମାଲୋଚନା ର ବିଷୟ ପାଲଟିଥାଏ।

ସେହିଭଳି କିଛି ଘଟଣା ବିଷୟରେ ଆମେ ଅନେକ ସମୟରେ ଆପଣଙ୍କୁ ଅବଗତ କରାଇ ଥାଉ। ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଅନେକ ପ୍ରକାର ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ। ଏହି ଘଟଣା କିଛି ଭିନ୍ନ ଧରଣର ହୋଇଥିବାରୁ ଲୋକେ ଏହାକୁ ନେଇ ଚର୍ଚ୍ଚା କରନ୍ତି ଏବଂ ଏହି ଭିଡ଼ିଓ କୁ ସୋସିଆଲ ମିଡିଆରେ ସେୟାର କରନ୍ତି ଏବଂ ପରେ ଏହା ଭାଇରାଲ ମଧ୍ଯ ହୋଇଥାଏ।ପରେ ଏହା ଲୋକ ଲୋଚନକୁ ଆସିଥାଏ ଏବଂ ଚର୍ଚ୍ଚା ହୋଇଥାଏ। ତେବେ ଆପଣ ଦେଖିବାକୁ ପାଉଥିବା ଭିଡିଓ ମାନଙ୍କ ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା କିଛି ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ ଏବଂ ଅସାମାଜିକ ବାର୍ତ୍ତା ଦେଇଥାଏ।

ଏବେ ସାମ୍ନାକୁ ଆସିଥିବା ଘଟଣାରେ ମଧ୍ଯ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଭିଡିଓ ରେ ଜଣେ ପୋଲିସ କର୍ମଚାରୀ ପୋଲିସ୍ ପୋଷାକରେ ଲିଙ୍ଗରାଜ ମନ୍ଦିର ପାଚେରୀରେ ପରିସ୍ରା କରୁଥିବା ନଜର ଆସିଛନ୍ତି। ତେବେ ଏହି ଦୃଶ୍ୟକୁ କେହି ଜଣେ ରେକର୍ଡ କରିବା ପରେ ଏହା ଲୋକଲୋଚନକୁ ଆସିଛି।ଏହି ଘଟଣା ଓଟିଭି ର ଏକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ନ୍ୟୁଜ ଫ୍ୟୁଜ ରେ ପ୍ରାସରିତ ମଧ୍ଯ ହୋଇଛି। ତେବେ ଏଠାରେ କହିବା କଥା ହେଲା କଣ ପରିସ୍ରା କରିବାକୁ ପୋଲିସ ବାବୁଙ୍କୁ ଆଉ କୌଣସି ଜାଗା ମିଳିଲା ନାହିଁ। ଶେଷରେ ସେ ଏହି ମନ୍ଦିର ପାଚେରୀ କଡ଼ରେ ଆସି ପରିଶ୍ରା କଲେ।

ପୋଲିସ୍ ବାବୁ ଜଣଙ୍କ ଲୋକଙ୍କୁ କଣ ସଚେତନ କରିବେ ଯେ ବାହାରେ ପବ୍ଲିକ ପ୍ଲେସ ରେ ମୂତ୍ର ବିସର୍ଜନ କରିବା ଉଚିତ୍ ନୁହଁ।ସେ ତ ନିଜେ ଏପରି କାମ କରୁଛନ୍ତି ଆଉ ଲୋକଙ୍କୁ କଣ ସଚେତନ କରିବେ। ଆପଣ ଜାଣିଛନ୍ତି ଲିଙ୍ଗରାଜ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ଅନେକ କିଛି ପଦକ୍ଷେପ ନିଆଗଲା, ଉଠା ଦୋକାନୀ ମାନଙ୍କୁ ଉଠାଗଲା, କିନ୍ତୁ ଅବସ୍ଥା କଣ ଏଠି ଆପଣ ନିଜେ ଦେଖି ପାରୁଥିବେ ଏବଂ ଏହାକୁ ଆପଣ ହିଁ ବିଚାର କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment