ପୁଣି ଓଡ଼ିଶାରେ ଲଜ୍ୟା ! ନାବାଳିକାର ଦାମ ମାସକୁ ମାତ୍ର ୧ ହଜାର ଟଙ୍କା, ପୂରା ଖବର ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନର ଆଧୁନିକ ସମାଜରେ ଲୋକମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଲାଣି ନିଜ ନିଜ ମଧ୍ୟରେ ମାନବିକ ମୂଲ୍ୟବୋଧ କମିଗଲାଣି। ସବୁଠି ମିଛ ଠକେଇ ଦେଖିବା ପାଇଁ ମିଳୁଛି। ପ୍ରତ୍ୟେକ ଦିନ ଚୋରି, ଡକାୟତି, ହତ୍ୟା, ବଳତ୍କାର ଭଳି ଅପରାଧ ବଢି ବଢି ଚାଲିଛି। କିନ୍ତୁ ଏସବୁ ଅପରାଧ ବ୍ୟତୀତ ଗୋଚାଲାଣ ଭଳି ସଙ୍ଗୀନ ଅପରାଧ ଦିନକୁ ଦିନ ବଢ଼ିବା ରେ ଲାଗିଛି। ତେବେ ଏସବୁ ଅପରାଧ ବ୍ୟତୀତ ବିଭିନ୍ନ ପ୍ରକାର ଶିଶୁ ଶୋଷଣ ମଧ୍ୟ ଶିକାର ହେଉଥିବା ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ କିଛି ଏଭଳି ଘଟଣା ଦେଖିବା ଦେଖିବା ପାଇଁ ମିଳିଛି। ଘଟଣାଟି ହେଉଛି, ଜଣେ ନାବାଳିକା ଝିଅ ହାବିଲଦାର ଘରେ ୧୦୦୦ ଟଙ୍କା ପ୍ରତି ମାସ ବେତନରେ କାମ କରନ୍ତି, ତାଙ୍କୁ ଉଦ୍ଧାର କରାଯାଇଛି। ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ଶିଶୁ ସୁରକ୍ଷା ଅଧିକାରୀ ନାବାଳିକା ଶ୍ରମିକ ଶୋଷଣ ହେଉଥିବା ଜାଣିବା ପାଇଁ ପାଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ମାନେ ବାରମ୍ବାର ଅଭିଯୋଗକୁ ଭିତ୍ତି କରି ଘଟଣା ସ୍ଥଳକୁ ଆସିଥିଲେ।। ଏହାପରେ ଜଣେ ସିନିୟର ହାବିଲଦାର ଘରେ ଚଢ଼ାଉକରାଯାଉଥିଲା। ହାବିଲଦାର ଜଣକ ଅଗ୍ନିଶମ ବିଭାଗରେ କାମ କରନ୍ତି। ତାଙ୍କରି ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ଜଣେ କେହି ସେହି ନାବାଳିକା ବିଷୟରେ ଜଣେଇ ଥିଲା। ଏହାପରେ ନାବାଳିକା ଆସି ହାବିଲଦାର ବାବୁଙ୍କ ଘରେ କାମ କରନ୍ତି।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ ହାବିଲଦାର ଜଣକ ନାବାଳିକା ଘରେ ତାଙ୍କୁ ଭଲରେ ରଖିବେ ଏହା ବ୍ୟତୀତ ପାଠ ମଧ୍ୟ ପଢ଼ାଇବେ। କୌଣସି ଜିନିଷ ରେ ତାଙ୍କର ଅଭାବ ରଖିବେ ନାହିଁ। ନାବାଳିକା ଜଣକ ମାତ୍ର ୧ ହଜାର ଟଙ୍କାରେ ହାବିଲଦାର ଘରେ କାମ କରନ୍ତି। କେବଳ ଯେ ଖାଲି କାମ ନୁହେଁ ବରଂ ତାଙ୍କୁ ଅନେକ ମାଡ଼ ଗାଡ଼ି ମଧ୍ୟ ସହିବା ପାଇଁ ପଡ଼ିଥାଏ। ସେ ଯେତେବେଳେ ଘରକୁ ଯିବା କଥା କହନ୍ତି। ତାଙ୍କୁ ସେମାନେ ଯିବା ପାଇଁ ଦିଅନ୍ତି ନାହିଁ ଓଲଟା ମାଡ଼ ଗାଳି ଦେଇଥାନ୍ତି। ଏଭଳି ଭାବରେ ମାଡ଼ ଗାଳି, କମ ବେତନ ଇତ୍ୟାଦି ପାଉଥିବା ଦେଖି କେହି ଜଣେ ବାରମ୍ବାର ଚାଇଲଡ଼ ହେଲ୍ପଲାଇନ ନମ୍ଭର ରେ କୋଲ କରିଥିଲେ।

କୋଲ କରିବା ପରେ ଶିଶୁ ସୁରକ୍ଷା ଅଧିକାରୀ ମାନେ ଆସି ନାବାଳିକା ଝିଅକୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ସେ ବର୍ତ୍ତମାନ ସୁରକ୍ଷିତ ଅଵସ୍ଥା ରେ ଅଛନ୍ତି। ଏପଟେ ହାବିଲଦାରଙ୍କ ବିଷୟରେ ତନାଘନା ଜାରି ରହିଛି। ଆମ ଦେଶରେ ବାଳ ଶ୍ରମିକ ମାନେ ଯେଉଁଠି କାମ କରିବା ଆଇନ ଗତ ଅପରାଧ ଜଣେ ଆଇନ ରକ୍ଷା କରୁଥିବା ଅଧିକାରୀ ଆଉ କଣ କରିବେ। ତେବେ ଏଭଳି ଘଟଣା ଅନେକ ନିନ୍ଦା କରାଯାଉଛି। ଦେଖିବାର ବିଷୟ ରହିଛି ଆଗକୁ କେଉଁ ପ୍ରକାର ନ୍ୟାୟ ଉକ୍ତ ନା ବାଳିକାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।