Breking News – ପୁଣି ଓଲିଓଡ଼ ର ଗାୟକ ହିୟୁମାନ ସାଗର ଙ୍କ ପରିବାରକୁ ଆସିଲା ବହୁତ ବଡ ଦୁଃଖ ଖବର, ଚାରିଆଡେ ଖେଳିଗଲା ଶୋକର ଛାୟା….

0

୨୦୨୦ ମସିହା ଏକ କଳା ବର୍ଷ ଭାବେ ଇତିହାସ ରେ ଲିଖିତ ହୋଇ ରହି ଗଲା।କାରଣ ୨୦୨୦ ବର୍ଷ ଟି ଏମିତି ଥିଲା କି କରୋନା ଭାଇରସ ଭଳି ଏକ ମହାମାରୀ ସମସ୍ତ ଜଗତକୁ ନିଜର କୁପ୍ରଭାଵ ରେ ପ୍ରଭାବିତ କରି ଥିଲା।କରୋନା ଭାଇରସ ଯୋଗୁଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହୋଇ ଥିଲା।ବିଶ୍ୱର ଅନେକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଇ ଥିଲେ।ଏହି ବର୍ଷ ଅନେକ ପ୍ରସିଦ୍ଧ କଳାକାର ମୃତ୍ୟୁ ବରଣ କରି ଥିଲେ।ଓଲିଉଡ ରେ ବିଜୟ ମହାନ୍ତି,ବଲିଉଡ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପରି ପ୍ରସିଦ୍ଧ ତାରକା ମୃତ୍ୟୁ ବରଣ କରି ଥିଲେ।ଏହା ସହିତ ଅନେକ ସମାଜ ସେବୀ,ରାଜନେତା ଓ ଅନେକ ନିରୀହ ଲୋକ କରୋନା ରେ ମୃତ୍ୟୁ ବରଣ କରି ଥିଲେ।

ତେବେ ୨୦୨୧ ଆରମ୍ଭରେ ପୁଣି ଅଭିନୟ ଜଗତରୁ ଦୁଃଖଦ ଖବର ଆସିବାରେ ଲାଗିଛି । ଅନେକ ଅଭିନେତା ଅଭିନେତ୍ରୀ ଏହି ଭାଇରସ ରେ ପ୍ରାଣ ହରାଇ ସାରିଲେଣି। ତେବେ ପୁଣି ଏକ ଦୁଃଖଦ ଖବର ଅଲିଉଡ୍ ରୁ ଆସିଛି । ଶେଷରେ କରନା ଆସି ପହଁଚିଲା ଓଡ଼ିଶା ର ନମ୍ବର ୱାନ ପ୍ଲେ ବ୍ୟକ୍ ସିଙ୍ଗର ହିୟୁମନ୍ ସାଗର ଙ୍କ ଘରେ । କିଛି ଦିନ ପୂର୍ବରୁ ହିୟୁମନ୍ ସାଗର ଙ୍କ ବାପା ରବିଚନ୍ଦ୍ର ସାଗର କରନା ରେ ଆକ୍ରାନ୍ତ ହୋଇ ବୁର୍ଲା ର ଭିମିସର୍ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ।

ବାପା ଙ୍କ ଖବର ଶୁଣି ହିୟୁମନ୍ ସାଗର କଟକ ଛାଡି ଚାଲି ଯାଇଥିଲେ ଘରକୁ । ହିୟୁମନ୍ ସାଗର ତାଙ୍କ ପିତା କୁ ବହୁତ ଭଲ ପାଆନ୍ତି ଆଉ ସେ ଜଣେ ପେଶା ରେ ଶିକ୍ଷକ ମଧ୍ୟ ଥିଲେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ହିୟୁମନ୍ ସାଗର ଙ୍କ ପ୍ରଥମ ସଙ୍ଗୀତ ଗୁରୁ ହେଉଛନ୍ତି ତାଙ୍କ ବାପା । ଛୋଟ ବେଳେ ହିୟୁମନ୍ ସାଗର ଙ୍କ ବାପା ରେଡ଼ିଓ ଷ୍ଟେସନ ରେ ସଙ୍ଗୀତ ପରିବେଷଣ କରୁଥିଲେ । ହିୟୁମନ୍ ସାଗର ଙ୍କ ମା ମଧ୍ୟ ଜଣେ ସଂଗୀତକାର ଓ ଲିରିକ୍ସିଟ ଥିଲେ । ଛୋଟ ବେଳୁ ହିୟୁମନ୍ ସାଗର ତାଙ୍କ ବାପା ଙ୍କ ଠାରୁ ପ୍ରେରଣା ପାଇ ସଂଗୀତ କୁ ନିଜ କ୍ୟାରିୟର ଭାବେ ବାଛି ନେଇଥିଲେ ।

ହେଲେ ବର୍ତମାନ ହିୟୁମନ୍ ସାଗର ଙ୍କ ପାଈଁ ଆସିଛି ତାଙ୍କ ଜୀବନ ର ସବୁଠୁ ବଡ଼ ଦୁଃଖ ଖବର । ତାଙ୍କ ବାପା କରନା ଯୁଦ୍ଧ ରେ ଲଢେଇ କରି ଶେଷରେ ହାରି ଯାଇଛନ୍ତି । ନିଜର ବାପା ତଥା ନିଜ ଜୀବନ ର ପ୍ରଥମ ଗୁରୁ କୁ ହରାଇ ଅଛନ୍ତି ହିୟୁମନ ସାଗର । ୬୧ ବର୍ଷ ବୟସ ରେ ହିୟୁମନ୍ ସାଗର ଙ୍କ ବାପା ରବିଚନ୍ଦ୍ର ସାଗର ଙ୍କ ଦେହାନ୍ତ ଘଟିଛି । ତାଙ୍କ ବାପା ଙ୍କ ଆତ୍ମ ର ସଦଗତି ନିମନ୍ତେ ଆମେ ପ୍ରଭୁ ଜଗନ୍ନାଥ ଙ୍କ ନିକଟ ର ପାର୍ଥନା କରୁଛୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।