Breking News – ପୁଣି ଓଲିଓଡ଼ ର ଗାୟିକା ତପୁ ମିଶ୍ର ଙ୍କ ପରିବାରକୁ ଆସିଲା ବହୁତ ବଡ ଦୁଃଖ ଖବର, ଚାରିଆଡେ ଖେଳିଗଲା ଶୋକର ଛାୟା….

0

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି । ଅନେକ ଲୋକ ଏହି ଭାଇରସ ର ସଂକ୍ରମଣ ରେ ମୃତ୍ୟୁ ବରଣ କରିଛନ୍ତି। କେଜାଣି ଆହୁରି କେତେ ଜୀବନ ନେବ ଏହି ମହାମାରୀ । ତେବେ ଏହି କରନା ସଂକ୍ରମଣ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କ ବାପା ମଧ୍ୟ ମୃତୁ ବରଣ କରିଛନ୍ତି ।

ବର୍ତମାନ ଏକ ବଡ଼ ଖବର ଆସିଛି ଫିଲ୍ମ ଜଗତ ରୁ । ଆପଣଙ୍କ ପ୍ରିୟ ଗୀତିକାର ତପୁ ମିଶ୍ର ନିକଟ ଅତୀତରେ କରନା ଭାଇରସ ରେ ଆକ୍ରାନ୍ତ ହୋଇଥିଲେ ଆଉ ସେ ଏକ ହସ୍ପିଟାଲ ରେ ରହି ଚିକିତ୍ସିତ ହେଉଥିଲେ । ବର୍ତମାନ ତପୁ ମିଶ୍ର ଙ୍କ ପରିବାର ରୁ ପୁଣି ଏକ ବଡ଼ ଦୁଃଖଦ ଖବର ଆସିଛି । ତପୁ ମିଶ୍ର ଙ୍କ ବାପା କିଛି ଦିନ ପୂର୍ବରୁ ତାଙ୍କ ବାପା କରନା ରେ ଆକ୍ରାନ୍ତ ହୋଇ ଥିଲେ ଆଉ ବର୍ତମାନ ସେ କରନା ରେ ମୃତ୍ୟୁ ବରଣ କରିଛନ୍ତି ।

ଏହି କରନା ମହାମାରୀ ରେ ତପୁ ମିଶ୍ର ଙ୍କ ବାପା ମୃତ୍ୟୁ ବରଣ କରିଛନ୍ତି। ଆପଣଙ୍କ ପ୍ରିୟ ତପୁ ମିଶ୍ର ୨୦୧୪ ମସିହା ରୁ ଆଲିଉଡ ଇଣ୍ଡଷ୍ଟ୍ରି ରେ କାମ କରିବା ଆରମ୍ଭ କରିଥିଲେ ଆଉ ଆଜି ଯାଏଁ ସେ ଅନେକ ଗୀତ ରେ କଣ୍ଠ ପ୍ରଦାନ କରିଛନ୍ତି । କିନ୍ତୁ ତପୁ ମିଶ୍ର କରନା ରେ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ଭାବେ ବିଗିଡି ଯାଇଥିଲା । ଆଉ ବର୍ତମାନ ମଧ୍ୟ ସେ ଗୁରୁତର ଅବସ୍ଥା ରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।

ପୂର୍ବରୁ ହସ୍ପିଟାଲ ର ଥିବା ସମୟ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ସାମାନ୍ୟ ସୁଧାର ଆସିଥିଲା କିନ୍ତୁ ବର୍ତମାନ ସେ ପୁଣି ଥରେ ଗୁରୁତର ଅବସ୍ଥା ରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଓ ସେ ଆଇସିୟୁ ରେ ଅଛନ୍ତି । କିନ୍ତୁ ତାଙ୍କ ବାପା ଏହି କରନା ସଂକ୍ରମଣ ରେ ମୃତ୍ୟୁ ବରଣ କରିଛନ୍ତି । ଯାହା ତାଙ୍କ ପାଇଁ ଏକ ଦୁଃଖର ପାହାଡ ନେଇ ଆସିଛି। ସେ ତାଙ୍କ ବାପା ଙ୍କ ମୃତ୍ୟୁ ବରଣ ରେ ସମ୍ପୂର୍ଣ ଭାବେ ଭାଙ୍ଗି ପଡିଛନ୍ତି । ତାଙ୍କ ବାପା ଙ୍କ ସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଗୁରୁତର ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।