ପୁଣି ପୁରୀ ରେ ଲଜ୍ୟା ! ରକ୍ଷା ପାଇବନି, ରକ୍ଷକ ସାଜିଥିବା ଭକ୍ଷକ, ବଡ଼ଦାଣ୍ଡରେ ଭିଡ଼ ଭିତରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ହେଲା ଭାଇରାଲ

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିଲେ ଆମ ଓଡ଼ିଶାରେ ପାଳନ କରାଯାଉଥିବା ରଥଯାତ୍ରା ଖାଲି ଆମ ଓଡିଶା ରେ ନୁହଁ ତାହା ପୁରା ବିଶ୍ୱରେ ନିଜର ପ୍ରସିଦ୍ଧି ଲାଭ କରିଛି | ଆଉ ସେହି ରଥଯାତ୍ରା କୁ ଦେଖିବା ପାଇଁ ଆଉ କାଳିଆର ଟିକିଏ ରଥ ଦୌଡିକୁ ହାତରେ ଧରି ଜୀବନ ର ସବୁ ପାପ କୁ ଧୋଇ ଦେବା ପାଇଁ, ପୁଣ୍ୟ କ୍ଷେତ୍ର ପୁରି ରେ ହଜାର ହଜାର ଭକ୍ତ ଙ୍କର ସମାଗମ ଲାଗିଥାଏ | ଆଉ କାଳିଆର ଆଖିରେ ଆଖିକୁ ମିଶାଇ ଜୀବନରେ ଘଟୁ ଥିବା ସବୁ ଦୁଃଖ କଷ୍ଟ କୁ ଦୂର କରିବା ପାଇଁ ଲୋକ ମାନଙ୍କର ଭିଡ ଲାଗିଥାଏ ବଡ଼ ଦାଣ୍ଡ ପୁରି ରେ | ତେବେ ଏହି ଭିଡ ସମୟରେ ଏପରି ଗୋଟିଏ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ବି ମର୍ମାହତ ହୋଇ ପଡିବେ, ଆଉ କହିବେ ଜଗନ୍ନାଥ ଙ୍କର ଦର୍ଶନ ବେଳେ ଏହି ପରି ସବୁ କାମ ହେଉଛି | ତାହେଲେ ଆସନ୍ତୁ ଆଜି ଆମେ ଘଟିଟିବା ସେହି ଘଟଣା ବିଷୟରେ ଜାଣିବା |

ପୁରି ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳିତ ହେଇଛି, ପୃଥିବୀର କୋଣ ଅନୁକୋଣରୁ ବହୁତ ଭକ୍ତ ମାନଙ୍କର ସମାଗମ ଲାଗିଛି | ଆଉ ବହୁତ ଭିଡ ମଧ୍ୟ ହୋଇଛି | ଆଉ ଯୋଉ ଠି ପୁରୁଷ ଠାରୁ ଆରମ୍ଭ କରି ମହିଳା ଓ ପିଲାଛୁଆ ସମସ୍ତେ ଅଂଶ ଗ୍ରହଣ କରିଛନ୍ତି | ତେବେ ଏହି ଭଳି ଭିଡ ଭିତରେ ରଥର ଦୌଡ଼ି ଟାଣିବା ପାଇଁ ଯାଇଥିଲେ ମହିଳା ଜଣଙ୍କ | ଆଉ ସେଠି ତାଙ୍କୁ କରାଯାଇଛି ଅସଦାଚରଣ | ଆଉ ଯାହା ପୁରି ର ପ୍ରଶାସନ ତରଫରୁ ଲଗା ଯାଇଥିବା CCTV ରେ ମଧ୍ୟ କୋଏଦ ହୋଇଛି |

ତେବେ ମହିଳାଙ୍କ ସହିଦ ଭିଡ଼ ଭିତରେ କରା ଯାଇଛି ଅସଦାଚରଣ, ଆଉ ଯାହାକୁ କରିଛନ୍ତି ପୁରୀରେ ଭିଡ଼ ଭିତରେ ସୁରକ୍ଷା ଦାୟିତ୍ୱ ରେ ଥିବା ଜଣେ ସୁରକ୍ଷା କର୍ମୀ | ଆଉ ଘଟିଥିବା ସମସ୍ତ ଘଟଣା ଗୁଡିକ ମଧ୍ୟ CCTV ରେ ଉଠି ଯାଇଛି | ତେବେ ସେହି ଭିଡିଓ ରେ ସୁରକ୍ଷା କର୍ମୀ ଜଣଙ୍କ ଅସଦାଚରଣ କରିବା ପରେ ବହୁତ ଚାଲାକିର ସହିତ ଲୁଚି ଯାଉଛନ୍ତି | ଯେପରି ତାଙ୍କର ଏହି ଘଟଣା ଗୁଡିକ କେହିବି ଦେଖି ପାରିବନି କି ଜାଣିପାରିବନି | କିନ୍ତୁ ପ୍ରକୃତରେ କେହି ଭିଡରେ ଜାଣି ନ ପାରିଲେ ମଧ୍ୟ ଉଠିଥିବା ଭିଡିଓରୁ ସ୍ପଷ୍ଟ ଭାବରେ ଜାଣୀହେଉଛି |

ତେବେ ପୁରୀ କୁ ଆସୁଥିବା ହଜାର ହଜାର ଦର୍ଶକ ମାନଙ୍କ ପାଇଁ ପ୍ରଶାସନ ଏତେ ପ୍ରକାର ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ଓ ଲୋକ ମାନଙ୍କର ସୁରକ୍ଷା ପାଇଁ ମଧ୍ୟ ବହୁତ ସୁରକ୍ଷା କର୍ମୀ ଓ ପ୍ରଶାସନ କୁ ନିୟୋଜିତ କରାଯାଇଛି | କିନ୍ତୁ ଏଠି ଘଟୁଛି କଣ, ରକ୍ଷକ ଏଠି ସାଜିଛନ୍ତି ଭକ୍ଷକ, ଆଉ ଜଣେ ମହିଳା ସହିତ ଏହି ଭଳି ଭାବରେ ଅସଦାଚରଣ କରିଛନ୍ତି | ଯାହା ପ୍ରଶାସନ ଦ୍ୱାରା ଲଗାଯାଇଥିବା CCTV ରୁ ଜଣା ପଡିଛି, ଯାହା ଏବେ ଏହି ଭିଡିଓଟି ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଆଉ ଲୋକ ମାନେ ମଧ୍ୟ ଏହି ଘଟଣା ର ସୁରକ୍ଷା ପାଇଁ ଦାବି କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment