ପୁଣି ରାନୁ ମଣ୍ଡଳଙ୍କ ସାନ ଭଉଣୀ କୁହା ଯାଉଥିବା ଏହି ମହିଳାଙ୍କ ଗୀତ ଶୁଣିଲେ ଆପଣ ବି ହସି ହସି ଗଡିଯିବେ…ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ। ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଏମିତି ଏକ ଅଜବ ଘଟଣା ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ। ତେବେ ଆମେ କହିବାକୁ ଯାଉଥିବା ଘଟଣାରେ ଜଣେ ମହିଳା ଯେଉଁଭଳି ଭାବରେ ଗୀତ ଗାଉଛନ୍ତିି ତାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। କାରଣ ସେ ଏକ ମଜାଦାର ଢଙ୍ଗରେ ଗୀତ ଗାଉଛନ୍ତି। ବାବୁ ଆଇ ଲଭ ୟୁ ଫିଲ୍ମ୍ ର ମୁଖ୍ୟ ଟ୍ରାକ ଗୀତକୁ ଏକ ଗାଆଁ ର ଏହି ମହିଳା ଜଣଙ୍କ ଗାଉଛନ୍ତିି। ବହୁତ୍ ସୁନ୍ଦର୍ ଭାବରେ ସେ ତାଙ୍କର ନିଆରା ଢ଼ଙ୍ଗରେ ଏହି ଗୀତକୁ ଗାଉଛନ୍ତି। ତେବେ ଏହି ମହିଳା ଜଣଙ୍କୁ କୁହା ଯାଉଛି ଯେ ସେ ହେଉଛନ୍ତି ରାନୁ ମଣ୍ଡଳ ଙ୍କ ସାନ ଭଉଣୀ।

ତେବେ ସୋସିଆଲ ମିଡିଆରେ ତାଙ୍କୁ ଏମିତି କହି ତାଙ୍କୁ ବେଶ୍ ଭାଇରାଲ କରାଯାଉଛି।ତେବେ ଏହି ମହିଳା ଜଣଙ୍କ କିପରି ଭାବରେ ଗୀତ ଗାଉଛନ୍ତି ତାକୁ ଥରେ ଆପଣ ଭଲ ଭାବରେ ଶୁଣନ୍ତୁ।ଏହି ଗୀତର ସ୍ବର ବହୁତ୍ ସୁନ୍ଦର ହୋଇଛି। ଯଦିଓ ଠିକ୍ ତାଳରେ ସେ ଏହି ଗୀତକୁ ଗାଇ ପାରି ନାହାଁନ୍ତି, କିନ୍ତୁ ଯେଉଁଭଳି ଭାବରେ ସେ ଏହାକୁ ଗାଇଛନ୍ତି ତାହା ଶୁଣିବାକୁ ଭଲ ଲାଗୁଛି ଏବଂ ମନୋରଂଜନ ପୂର୍ଣ୍ଣ ହୋଇଛି ସେଥିପାଇଁ ଏହାକୁ ଶୁଣି ସମସ୍ତେ ଆନନ୍ଦ ପାଉଛନ୍ତି।ଏହି ଭିଡିଓ ରେ ସେ ଗାଉଛନ୍ତ ବାବୁ ଆଇ ଲଭ ୟୁ ଫିଲ୍ମ୍ ର ଗୀତ, ମାଟି ଅଗଣାରେ ଚାଲୁ ଥିଲି ଲୋ ମୁଁ, ସୁନା ଝୁଲଣ ରେ ଝୁଲେଇ ଦେଲୁ ତୁ।

ଏହା ଏକ ଲୋକପ୍ରିୟ ଗୀତ, ଯାହାକୁ ପ୍ରାୟ ଅନେକ ଓଡ଼ିଆ ଦର୍ଶକ ପସନ୍ଦ କରନ୍ତି।ତେବେ ଏହି ଫିଲ୍ମ୍ ର ଗୀତ ସବୁବେଳେ ଦର୍ଶକଙ୍କ ମନକୁ ଛୁଇଁ ଥାଏ। ମହିଳା ଜଣଙ୍କ ଏପରି ଏକ ଗୀତ ଗାଇ ତାଙ୍କର ପ୍ରତିଭା ଏଵଂ ସ୍ୱରକୁ ଏବେ ସମସ୍ତଂକ ପାଖରେ ପହଞ୍ଚାଇ ଅଛନ୍ତି। ଅନେକ ଏହି ଗୀତକୁ ଶୁଣି ଖୁସି ହେଉଥିବା ବେଳେ ମହିଳାଂକ ଏପରି ଗୀତକୁ ଶୁଣି ପ୍ରତିକ୍ରିୟା ମଧ୍ଯ ଡେଉଛନ୍ତି। ଏହାକୁ ଆପଣ ଶୁଣିଲେ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।