ପୁଣି ସାମ୍ନାକୁ ଆସିଲା ନୂଆ ତଥ୍ୟ ! ତାଙ୍କ ପାଦ ତଳେ ଲାଗିଛି ..ତାଙ୍କୁ କିଏ ମାରିକି ଟାଙ୍ଗି ଦେଇଛି : ଏ ନେଇ କଣ କହୁଛନ୍ତି ଅଭିନେତ୍ରୀ ରାଣୀ ସାହୁ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହା ସମସ୍ତଂକୁ କିଛି ଚମକାଇ ଦେଇଥାଏ। ଆଉ ଏଠାରେ ଏମିତି ଏକ ଘଟଣା ନଜରକୁ ଆସିଛି ଯାହା ସମସ୍ତଂକୁ ସ୍ତବ୍ଧ କରି ଦେଇଛି। ଏହିଠାରେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଙ୍କର ମୃତ୍ୟୁ ପରେ ଚଂଚଲ୍ୟ କର ତଥ୍ୟ ଶୁଣିବାକୁ ମିଳିଛି ଯାହା ଏଠାରେ ଜଣେ ଅଭିନେତ୍ରୀ କହିଛନ୍ତି। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ଅନେକ ପ୍ରତିଭାର ଅଧକାରୀ ଏବଂ ଯାହାର ମୃତ୍ୟୁ ପରେ ମଧ୍ୟ ସେ ବଞ୍ଚିଛନ୍ତି ବୋଲି ଲାଗୁଛି।

ଆଉ ସେ ଆମ ସମସ୍ତଙ୍କର ପ୍ରିୟ ରାଇମୋହନ ପରିଡା ଏହି ଦୁନିଆରେ ନାହାଁନ୍ତି ଯାହା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି।।ଆଉ ବିଭିନ୍ନ ସମୟରେ ଅନେକ ସିନେ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଛି ଯାହାର ଅବଦାନ ଫିଲ୍ମ ଜଗତ ପାଇଁ ବହୁତ ରହିଥାଏ। ଆଉ ସେହି କଳାକାର ମାନେ ନିଜର ପ୍ରତିଭା ମାଧ୍ୟମରେ ଆମ ମାନଙ୍କୁ ହସେଇ ଥାଆନ୍ତି ଓ କନ୍ଦାଇ ଥାଆନ୍ତି ଯାହା ଆପଣ ମାନେ ଜାଣିଥିବେ।

ଆଉ ସେମାନଙ୍କର ସିନା ଜୀବନ ନାହିଁ ହେଲେ ଆଜି ବି ମଧ୍ୟ ତାଙ୍କର ପ୍ରତିଭା ସମସ୍ତଙ୍କୁ ମନେ ରଖିଛି। ଆଉ ବିଭିନ୍ନ ସମୟରେ ଅନେକ ବଡ଼ ବଡ଼ କଳାକାର ମାନଙ୍କର ଜୀବନ ମଧ୍ୟ ଚାଲି ଯାଇଛି ଯାହା ଫିଲ୍ମ ଜଗତ ଓ ଯାତ୍ରା ଜଗତ ମାନେ ହରାଇ ବସି ଥାଆନ୍ତି। ଆଉ ସେମାନଙ୍କର ଅଭିନୟ ରେ ସାରା ରାଜ୍ୟ ର ଲୋକ ମାନେ ମନୋରଞ୍ଜନ କରି ଥାଆନ୍ତି। ଆଉ ଏବେ ପୁଣି ଜଣେ ସିନିୟର କଳାକାର ଙ୍କର ମୃତ୍ୟୁ ହୋଇ ଯାଇଛି ଯାହା ଏବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ଆଉ ଏହି ସମୟ ରେ ଆମ ମାନଙ୍କର ସବୁଠୁ ପ୍ରିୟ ଖଳନାୟକ ରେ ଅଭିନୟ କରିଥିବା ରାଇମୋହନ ସାର ଆଉ ନାହାଁନ୍ତି। ଯିଏ ସର୍ବଦା ସମସ୍ତଂକୁ ଜୀବନ କୁ ନେଇ ଅନେକ କିଛି କହି ଥାଆନ୍ତି। ଏଠାରେ ଦେଖିବାକୁ ମିଳିଛି ଯେ ଆତ୍ମହତ୍ୟା କରିଛନ୍ତି କିନ୍ତୁ ତାହା ସତ୍ୟ ନୁହେଁ ଏଠାରେ ଅଭିନେତ୍ରୀ ଜଣଙ୍କ କହିଛନ୍ତି।

ଆଉ ଏଠାରେ ଅଭିନେତ୍ରୀ ଜଣେ କହିଛନ୍ତି ଯେ ସେ ବହୁତ ଷ୍ଟ୍ରଙ୍ଗ ମଣିଷ ଯାହାର ଏତେ ବଡ଼ ନିଷ୍ପତ୍ତି ନେବା କୁ ସେ ଗ୍ରହଣ କରି ନାହାଁନ୍ତି।।ଆଉ ସେ କହିଛନ୍ତି ମଧ୍ୟ ଯେ ସେ ତାଙ୍କର ବ୍ୟକ୍ତିଗତ ଭାବରେ ବହୁତ ଭଲ ମଣିଷ। ହେଲେ ତାଙ୍କର ଏହି ମୃତ୍ୟୁ ପଛରେ ବଡ଼ ରହସ୍ୟ ଲୁଚି ରହିଛି। ଅଭିନେତ୍ରୀ ରାଣୀ ସାହୁ କହିଛନ୍ତି ଯେ ତାଙ୍କୁ ଏଠାରେ କେହି ମାରିକି ଟାଙ୍ଗି ଦେଇଛି ଯାହା ଏହି ଫଟୋ ରେ ଦେଖିବାକୁ ମିଳିଛି। ଏହି ଘଟଣା ର ପ୍ରକୃତ ସତ୍ୟତା ଏବେ ମଧ୍ୟ ଆଗକୁ ଆସିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment