ଦେଖନ୍ତୁ ଭିଡ଼ିଓ : ପୁଣି ସାମ୍ନାକୁ ଆସିଲା ACF ସ୍ତ୍ରୀଙ୍କ ନୂଆ ତଥ୍ୟ, ବିବାହ ପୂର୍ବରୁ ପ୍ରେମିକ ସହ ଥିଲା ସମ୍ପର୍କ !

ପ୍ରତିଦିନ ଆପଣମାନେ ନିଶ୍ଚିତ ଭାବରେ ଅବଗତ ହେଉଥିବେ ଯେ ବର୍ତ୍ତମାନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଅପରାଧିକ ଘଟଣା କିପରି ଭାବେ ବଢି ବଢି ଚାଲିଛି। ପ୍ରତ୍ୟେକ ଦିନ ଖବର କାଗଜ ଟିଭି ଏବଂ ସୋସିଆଲ ମିଡିଆରେ କିଛି ନା କିଛି ଅପରାଧିକ ଘଟଣା ଚୋରି, ଡକାୟତ, ଦୁଷ୍କମ ଓ ହତ୍ୟା ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏହି ସବୁ ଅପରାଧ ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ଲୋକମାନେ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ଏହାକୁ କେନ୍ଦ୍ରକରି ସମାଜରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି। ଅପରାଧ ଏଭଳି ଭାବରେ ହେଉଛି, ପୋଲିସ ମଧ୍ୟ ଅପରାଧିକୁ ଧରିବାରେ ସଫଳ ହୋଇ ପାରୁନାହାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାଣିଛନ୍ତି ଯେ ଗତ କିଛି ଦିନ ଧରି ସାରା ଓଡ଼ିଶାରେ କେବଳ ACF ମୃତ୍ୟୁ ଘଟଣା ରହସ୍ୟ ଘେରରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ପ୍ରତ୍ୟେକ ଦିନ କିଛିନା କିଛି ତଥ୍ୟ ବିଷୟରେ ସୂଚନା ମିଳୁଛି। କିନ୍ତୁ ସାରା ଓଡ଼ିଶା ବାସୀଙ୍କ ମନରେ କେବଳ ପ୍ରଶ୍ନ ଯେ, ACF ମୃତ୍ୟୁ ରହସ୍ୟ କେବେ ସାମ୍ନାକୁ ଆସିବ, ତେବେ ବର୍ତ୍ତମାନ ସମୟରେ, କହିଛନ୍ତି, ଆପଣ ମାନେ ଜାଣିଲା ପରେ ସନ୍ଦେହ ଉଙ୍କି ମାରିବା, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ,କତି ପଦା ଗ୍ରାମର ବିଦ୍ୟା ଭାରତୀ ଓ ଉଦଳ ଗ୍ରାମର ଜ୍ୟୋତି ଏହି ଦୁଇ ଜଣ ତାଙ୍କ କଲେଜ ସମୟରୁ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ଏବଂ ସେମାନଙ୍କ ମଧ୍ୟରେ ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା ଓ ଦୁର୍ଭାଗ୍ୟ ବଶତଃ ତାଙ୍କ ଘର ଲୋକ ଜାଣିଲେ ଯେ, ତାଙ୍କ ଝିଅ ର ଭାଗ୍ୟରେ ବିଧବା ଦୋଷ ଅଛି ବୋଲି, ସେ ସେଥିପାଇଁ ବିବାହକୁ ଦେଢ଼ ମାସ ଘୁଞ୍ଚାଇ ଦେଇଥିଲେ। ତାଙ୍କ ପରି ବାର ଲୋକ ତାଙ୍କ ଝିଅ ର ଅନ୍ୟ ଏକ ଜାଗାରେ ବିବାହ ପ୍ରସ୍ତାବ ଖୋଜିଲେ ଏବଂ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷଣ ଭାବେ କାର୍ଯ୍ୟ କରୁଥିଲେ ସୋମ୍ୟରଞ୍ଜନ ମହାପାତ୍ର, ତାଙ୍କ ସହ ବିବାହ କରିବା ପାଇଁ ତାଙ୍କ ଘର ଲୋକ ମନସ୍ତ କରିଥିଲେ ଏବଂ ଦୁହିଁଙ୍କ ର ବିବାହ ମଧ୍ୟ ହୋଇ ଥିଲା।

ତେବେ ସ୍ୱାମୀ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଦୁହେଁ ଏକ କ୍ଵାଟରେ ରହୁଥିଲେ। ହଟାଥ ମହିଳାଙ୍କ ସ୍ୱାମୀ ନିଆଁରେ ପୋଡି ହୋଇ ମାରିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ରୋଷେଇ କଲା ବେଳେ ସେ ପୋଡି ହୋଇ ଯାଇଛନ୍ତି। ସେ ପୋଡି ଗଲା ସମୟରେ ବହୁତ ଚିତ୍କାର ମଧ୍ୟ କରିଛନ୍ତି କିନ୍ତୁ ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ନିକଟକୁ କେହି ଯାଇ ନଥିଲେ। ଏବଂ ତାଙ୍କ ପରିବାର ଲୋକ ପଚାରିବାରୁ ମହିଳା ଜଣଙ୍କ ତାଙ୍କୁ ମିଛ କଥା କହିଥିଲେ, ସେଥିପାଇଁ ତାଙ୍କ ଘର ଲୋକ ତାଙ୍କୁ ସନ୍ଦେହ କରି, ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ପରିବାର ଲୋକ ମାନେ ଚାହୁଁଛନ୍ତି ଯେ CBI ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment