New Twist – ପୁଣି ସାମ୍ନାକୁ ଆସିଲା ନୂଆ ଖୁଲାସା , ମୋ ସ୍ୱାମୀ ଯାହା କରିଛି ଠିକ୍ କରିଛି… ଦେଖନ୍ତୁ Video

ବନ୍ଧୁଗଣ ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ପାରିବାରିକ କଳହ ବିରାଟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ।

ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧଗଣ ଆଜି ଆମେ ଆପଣ ମାନକୁ ଏଭଳି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ଆପଣ ମାନେ ନିଶ୍ଚିତ ଏହି ଘଟଣା ଜାଣିଥିବେ, ଗୋଟିଏ ପରିବାର ରେ ସାନ ଭାଇ ପରିବାର ହତ୍ୟା କରିଥିଲେ। ତାଙ୍କ ସ୍ତ୍ରୀ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ। ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ। ବନ୍ଧୁଗଣ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ କଟକ ଜିଲ୍ଲାରେ ଏକ ଘଟଣାର ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଥିଲା।

ଯେଉଁଥିରେ ଗୋଟିଏ ପରିବାରର ସାନଭାଇ ବଡ଼ ଭାଇଙ୍କ ପରିବାରର 5 ଜଣଙ୍କୁ ହତ୍ୟା କରିଥିଲେ। ସେ ନିଜେ ହତ୍ୟାର କାରଣ ବିଷୟରେ କହିଥିଲେ। ସେ ବହୁତ କିଛି କରିଛନ୍ତି ତାହା ହେଉଛି ସେ କାହିଁକି ପ୍ରଥମ ଯାଇ ତାଙ୍କ ବଡ ଭାଇକୁ ତା’ପରେ ବୋହୂକୁ ଏବଂ ତା’ପରେ ତାଙ୍କର ତିନି ସନ୍ତାନଙ୍କୁ ହତ୍ୟା କରିଥିଲେ। ଏହାପରେ ତିନି ସନ୍ତାନଙ୍କୁ ହତ୍ୟା କରିଥିଲେ। ତାଙ୍କ ପତ୍ନୀ ଏହି ଘଟଣା ବିଷୟରେ ନିଜେ ସବୁ କିଛି କହିଛନ୍ତି। ତାଙ୍କର କହିବା କଥା ଯେ ସବୁବେଳେ ତାଙ୍କ ଜାଆ ତାଙ୍କୁ ହଇରାଣ କରନ୍ତି। ତାଙ୍କର ଗୋଟିଏ ଝିଅ ବୋଲି ତାଙ୍କୁ ସବୁବେଳେ ହଇରାଣ କରନ୍ତି। ଚୂଲିରେ ରୋଷେଇ କରିବା ପାଇଁ ଚୂଲିକୁ ଗଲେ ତାଙ୍କ ଜାଆ ସବୁବେଳେ କଟୁ କଥା କହନ୍ତି। ଏପରି ବହୁତ ସମୟରେ ଚୁଲି ମଧ୍ୟ ଭାଙ୍ଗି ଦେଇଥିବା କଥା ମଧ୍ୟ କହିଥିଲେ।

ଏହା ବ୍ୟତୀତ ପାଇଖାନା ଗଲେ ମଧ୍ୟ ତାଙ୍କ ତାଙ୍କୁ ପାଇଖାନା ଯିବାକୁ ଦେଉନଥିଲେ। ଏପରି ତାଙ୍କୁ ବହୁତ ହଇରାଣ କରୁଥିଲେ। ତାଙ୍କ ସ୍ୱାମୀ ଏଭଳି ଅତ୍ୟାଚାର ସହି ନପାରି ପୂର୍ଵ ପ୍ରସ୍ତୁତି ଅନୁଯାୟୀ ତାଙ୍କ ବଡ଼ ଭାଇର ପରିବାରକୁ ହତ୍ୟା କରିଥିଲେ। ହତ୍ୟା ସମ୍ପର୍କରେ ଏକ ଭିଡ଼ିଓ ମାଧ୍ୟମରେ ତାଙ୍କୁ ସୋସିଆଲ ମିଡିଆରେ ଛାଡ଼ି ଥିଲେ। ଏହାପରେ ନିଜେ ଥାନାରେ ଯାଇ ଆତ୍ମ ସମର୍ପଣ କରିଥିଲେ। ଯାହାବି ହେଉ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment