New Twist – ପୁଣି ସାମ୍ନାକୁ ଆସିଲା ନୂଆ ଖୁଲାସା , ଝୁରୁଛି ଝିଆରୀ ପୁତୁରାଙ୍କୁ… ଦେଖନ୍ତୁ Video

ବର୍ତ୍ତମାନ ନିକଟରେ ଏକ ଅଭାବନୀୟ ଘଟଣା ସାରା ରାଜ୍ୟ କୁ ସ୍ତବ୍ଧ କରି ଦେଇଛି ଯାହା ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆରେ ନଜରକୁ ଆସିଛି। ଆଉ ଏହି ଘଟଣା ରେ ଯାହା ଘଟି ଯାଇଛି ତାହା ଏକ ବିରଳ। ଆଉ ଏହି ଘଟଣା ରେ ଜଣେ ବ୍ୟକ୍ତି ୫ ଜଣଙ୍କର ଏକ ପରିବାର ମଧ୍ୟରେ ଜୀବନ ନେଇଗଲା ଯାହାକୁ ନେଇ ପୋଲିସ ରହସ୍ୟ ଘେରରେ ରହିଛି। ତେବେ ଆସନ୍ତୁ ଜାଣିବା ଅଭିଯୁକ୍ତ ଙ୍କୁ ଧରିବା ପରେ ସେ କଣ କହିଛି।

ଏହିଠାରେ ଏମିତି ଏକ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚା ଧରିଛି। ଏହିଠାରେ ଘଟଣା ଏକ ଅଭାବନୀୟ ଘଟି ଯାଇଛି ଯାହା ଦ୍ୱାରା ପାଞ୍ଚ ଜଣଙ୍କର ମୁଣ୍ଡ ମଧ୍ୟ ଗଡି ଯାଇଛି। ଏହିଠାରେ ଜଣେ ବ୍ୟକ୍ତି କିପରି ଭାବରେ ୫ ଜଣ ଗୋଟିଏ ପରିବାର ର ପୁଣି ନିଜର ବଡ଼ ଭାଇ ଓ ଭାଉଜ ଙ୍କ ମଧ୍ୟ ଛାଡି ପାରିଲା ନାହିଁ ଏବଂ ଶେଷରେ ନିଜ ପୁତୁରା ,ଝିଆରୀଙ୍କୁ ମଧ୍ୟ ବଳି ଚଢେଇ ଦେଇଛି। ଆଉ ସେହି ଦିନ ନୃଶଂସ ଭାବରେ କିପରି ମୁଣ୍ଡକୁ ପିତ ଉଠିଗଲା ଯାହା ଦ୍ୱାରା ଏମିତି ଉନ୍ମୁକ୍ତ କାଣ୍ଡ ଘଟିଗଲା। ଏହିଠାରେ ଏମିତି ଘଟଣା ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଏହି ଘଟଣା ରେ ଯିଏ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ସବୁ ଘଟଣା ସମ୍ପର୍କରେ ତଦନ୍ତ କାରୀ ପୋଲିସ ଆଗରେ ବଖାଣିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ଜୋର ହୋଇଛି। ଏହି ଘଟଣା ଟିରେ ଅଭିଯୁକ୍ତ ଶିବ ପୋଲିସ ଆଗରେ ସେହି ଦିନ ଶିବ ସାହୁ ଏମିତି ତାଙ୍କର ମୁଣ୍ଡକୁ କିଛି ଗୋଟେ ଉଠି ଯାଇଥିଲା ଆଉ ସଂଗେ ସଂଗେ ହିଂସ୍ର ପଶୁ ଭଳି ଆଚରଣ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଏମିତି ଘଟଣା ଘଟି ସାରିଥିଲା। ଏହି ଠାରେ ସେ ପୋଲିସ ହାତ ରେ ଧରା ପଡିବା ପରେ ଅଭିଯୁକ୍ତ ସବୁ ବୟାନ ଦେଇଛି। ଆଉ ଏବେ ନିଜ ଥାନାରେ ରହି ଏମିତି କିଛି ସେହି ସମୟରେ ଘଟଣା କଥା ଭାବୁଛି ଯାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।

ଆଉ ମଧ୍ୟ ସେ ଭାବିଛନ୍ତି ଯେ ସେହି ଦିନ ସେ ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଭାଇ ଓ ଭାଉଜ ଙ୍କ ମାରିଲା ହେଲେ ଛୁଆ ଗୁଡିଙ୍କୁ କଣ ପାଇଁ ମାରିଦେଲେ ତାଙ୍କ ପାଇଁ ବହୁତ ମନ ଦୁଖ କରିଛନ୍ତି।ଆଉ ଏବେ ସେହି ଘଟଣା କୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରା ଯାଉଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଦେଖିବାକୁ ମିଳିଛି। ଆଉ ଏହି ଘଟଣା ଏବେ ପୋଲିସ ଯାଞ୍ଚ ଚଲେଇଛି ଆଉ ସତ୍ୟାଟ୍ୟ ନେଇ ଖୋଳ ତାଡ଼ ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment