ଦେଖନ୍ତୁ ଭିଡ଼ିଓ – ପୁଣି ସୋସିଆଲ ମିଡିଆରେ Viral ହେଲା ରାତି ଅଧରେ ନିଛାଟିଆ ରାସ୍ତାରେ ଜବରଦସ୍ତି ରୋମାନ୍ସ ଭିଡ଼ିଓ….

0

ଆପଣ ମାନେ ପ୍ରତିଦିନ ଏମିତି ଅନେକ ଖବର ସଂସ୍ପର୍ଶରେ ଆସୁଥିବେ ଯାହା ଆପଣଙ୍କୁ ଭୟଭୀତ ଏବଂ ଆତଙ୍କିତ କରି ଦେଉଥିବ। କାରଣ ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଫଳରେ ଦେଶ ବିଦେଶ ର ଅନେକ ଘଟଣା ସହଜରେ ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ କୁ ବ୍ୟବହାର କରି ଯେମିତି ଅନେକ ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ପ୍ରତିଦିନ ଅନ୍ୟାୟ ଅନୀତିକର ଘଟଣା ଘଟାଇଥନ୍ତି ସେହିଭଳି ଡିଜିଟାଲ ଯୁଗରେ ଏହାର ଆଧୁନୀକରଣ କାରଣରୁ ଏହା ବହୁତ୍ ସମୟରେ ଅପରାଧୀ କୁ ଧରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଅନେକ ସମୟରେ ଅପରାଧୀ ବା ଦୁର୍ବୃତ୍ତ ମାନଙ୍କର ଅପରାଧର ଏଭଳି ଘଟଣା ଅନେକ ମାତ୍ରାରେ ଦେଖିବାକୁ ମିଳୁଛି। ପ୍ରାୟତଃ ରାତ୍ରି ସମୟରେ ଲୁଟେରା, ଦୁର୍ବୃତ୍ତ ମାନେ ତାଙ୍କର କଳା କାରନାମା ମାନ ଆରମ୍ଭ କରି ଦିଅନ୍ତି।ଆଉ ସେତେବେଳେ ଆଇନ୍ କାନୁନ୍ ଏମାନଙ୍କ ଆଗରେ ହୋଇଯାଏ ତୁଚ୍ଛ।

ଆଇନ୍ କୁ ଆଖି ଠାର ମାରି ଦିନ ଦୁଇ ପ୍ରହର ରେ ଏମାନେ କରିଥାନ୍ତି ଅମାନୁଷିକ କାଣ୍ଡ ଏବଂ ରଚିଥାନ୍ତି ଅପରାଧ ର ନୂଆ ଫର୍ଦ୍ଦ। ଯାହାକୁ ଦେଖିଲେ ଯିଏ ହେଉ ନା କାହିଁକି ସାଧାରଣରେ ଭୟଭୀତ ହୋଇଯିବା ଟା ସ୍ୱାଭାବିକ।ତେବେ ଦିନକୁ ଦିନ ଏହିଭଳି ଅରାଜକତା ଆମ ସମାଜରେ ବଢ଼ି ବଢ଼ି ଚାଲିଛି।ସତେ ଯେମିତି ଏଥିପ୍ରତି କାହାର ଧ୍ୟାନ ମଧ୍ୟ ନାହିଁ।

ଅନେକାଂଶରେ ଜୀବନକୁ ଡରି ସାମ୍ନା କୁ ଆସିବାକୁ ସାହସ କରୁ ନାହାନ୍ତି କିଛି ଲୋକେ।ସେହିପରି ଏବେ ନିକଟରେ ଘଟିଛି ଏକ ଏମିତି ଘଟଣା ଯାହା ହୃଦୟ ବିଦାରକ ଅଟେ। ଯାହାକୁ ଦେଖିଲେ ଆପଣ ମଧ୍ୟ ଆତଙ୍କିତ ହୋଇଯିବେ।ପୁଣି ରାତ୍ରି ସମୟରେ ଅପରାଧୀଙ୍କ ଅପରାଧର ଶିକାର ହେଲେ ଜଣେ ଯୁବତୀ।

ଏକ ଛାତିଥରା ଭୟାନକ ଆକ୍ରମନ ସହ ଅପହରଣ ର ଶିକାର ହୋଇଛନ୍ତି ଏହି ଯୁବତୀ। ଅମାନୁଷିକତା ର ଆଉ ଏକ ଜ୍ୱଳନ୍ତ ଉଦାହରଣ।କୁହା ଯାଉଚି କି ଏହି ଘଟଣା ଟି ହେଉଛି ର ବେଙ୍ଗାଲୁରୁ ର।ଆଉ ଏଠାରେ ଘଟିଥିବା ଘଟଣା ସି ସି ଟିଭି ରେ ରେକର୍ଡ ହୋଇଛି।ଏହି ଘଟଣାଟି ଘଟିଛି ଏହି ବର୍ଷ ନବବର୍ଷ ଦିନ।

ଏଠାରେ ଯୁବତୀ ଜଣଙ୍କୁ ଦୁଇଜଣ ବ୍ୟକ୍ତି ଜୋର୍ ଜବରଦସ୍ତ ଗାଡ଼ିରେ ବସାଇ କୁଆଡେ ନେଇ ଯାଉଥିବାର ଦେଖିବାକୁ ମିଳୁଛି। ଯୁବତୀ ଜଣଙ୍କ ନିଜକୁ ବଞ୍ଚାଇବାକୁ ବହୁତ୍ ଚେଷ୍ଟା କରୁଛନ୍ତି। ସେମାନଙ୍କ ସହିତ କିଛି ସମୟ ପାଇଁ ସେ ଖସି ଯିବାକୁ ପ୍ରୟାସ କରିବା ଦେଖିବାକୁ ମିଳୁଛି। କିନ୍ତୁ ସେ ଏଥିରେ ସଫଳ ହୋଇ ପାରୁ ନାହାଁନ୍ତି। ଶେଷରେ ସେ ଏହି ଦୁର୍ବୃତ୍ତ ମାନଙ୍କ ଶିକାର ହୋଇ ଅପହରଣ ହେଉଛନ୍ତି।

ଏହା ସେହି ସ୍ଥାନରେ ଲାଗିଥିବା ଏକ ସି ସି ଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।