ଦେଖନ୍ତୁ ଭିଡିଓ – ପୁଣିଥରେ କଲେଜ ଭିତରେ ଦୁଇ ପ୍ରେମୀ ଯୁଗଳଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରଲ କଲେ କିଛି ଛାତ୍ରଛାତ୍ରୀ ଆଉ ତା’ପରେ

0

ଆଜିକାଲି ଦୁନିଆରେ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଘଟଣା ମାନର ଭିଡିଓ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳୁଛି। ପୁଣି ସାମ୍ନାକୁ ଆସିଛି ସେହିଭଳି ଏକ ଭିଡିଓ, ଯେଉଁଥିରେ ପ୍ରେମୀ ଯୁଗଳ ଅନ୍ତରଙ୍ଗ ହେଉଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଧରା ପଡିଛନ୍ତି।ଆଉ ତାପରେ ସେମାନେ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ଯାହା ଦେଖିଲେ ଯେତିକି ଲଜ୍ୟା ବୋଧ ହେଉଛି ସେତିକି ସମବେଦନା ମଧ୍ୟ ଆସୁଛି। କାରଣ କୈଶୋର ଅବସ୍ଥାରେ ଏହିଭଳି କାର୍ଯ୍ୟ ସେମାନଙ୍କ ମାନସିକ ସ୍ତରକୁ ତ ଦୁର୍ବଳ କରି ଦେଉଛି ପୁଣି ସମାଜରେ ସେମାନଙ୍କୁ ଅପମାନିତ ମଧ୍ୟ କରୁଛି।

ଯାହା ଜଣା ପଡିଛି ଏହି ଘଟଣାଟି ବଲାଙ୍ଗୀର ଜିଲ୍ଲାର।ଏଠାରେ ଯୁବକ ଯୁବତୀ ଙ୍କୁ ଏକ ନିଛାଟିଆ ସ୍ଥାନ ରେ ପାଇ କିଛି ବ୍ୟକ୍ତି ହଇରାଣ କରି ଅତ୍ୟାଚାର କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ୍ ନିଜଆଡୁ ମାମଲା ରୁଜୁ କରି ଭାଇରାଲ ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ତେବେ ଯୁବକ ଯୁବତୀଙ୍କ ଏହିଭଳି ପ୍ରେମାଲାପ ସେମାନଙ୍କୁ ବିପଦରେ ପକାଇଛି ଯାହା ଏହି ଘଟଣାରୁ ସ୍ପଷ୍ଟ ହୋଇ ଯାଉଚି।ତେବେ ଏହିଭଳି ମନ୍ଦ ଉଦ୍ଦେଶ୍ୟ ରଖିବା ସହ ଅନୈତିକ କାର୍ଯ୍ୟ କଲାପ ଯୋଗୁଁ ବର୍ତ୍ତମାନ ପ୍ରେମର ବାସ୍ତବ ପରିଭାଷା ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି।

ଆଜିର ସମୟର ଯୁବପିଢି ଙ୍କ ପ୍ରେମରେ ସେହିଭଳି ଆବେଗ ଆଉ ଭଲପାଇବା ଦେଖିବାକୁ ମିଳୁନାହିଁ।ତେବେ ଏହାକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ।କାରଣ ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି କିଛି ପ୍ରେମୀ ଯୁଗଳ। କାରଣ ଏବେର ପ୍ରେମରେ ଭରି ରହୁଚି କେବଳ ଶାରିରୀକ ଆକର୍ଷଣ।

ତେଣୁ ଦୁନିଆରେ ପ୍ରକୃତ ପ୍ରେମ କାହାଣୀ ପ୍ରାୟତଃ ଦେଖିବାକୁ ମିଳୁନାହିଁ।ପ୍ରେମ କରିବା ପାଇଁ ନିଛାଟିଆ ସ୍ଥାନ, ଜଙ୍ଗଲ, ଖେତ ଏବଂ ଦୁର୍ଗମ ସ୍ଥାନକୁ ବାଛୁଛନ୍ତି ଆଜିର ପ୍ରେମୀ ଯୁଗଳ ଯାହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି।କେବଳ ଏହି ଭିଡିଓ ଟି ନୁହଁ ଏହିପରି ଅନେକ ପ୍ରେମୀ ଯୁଗଳଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

କେତେବେଳେ ଏମାନେ ଆକ୍ରମଣର ଶିକାର ହେଉଛନ୍ତି ତ ପୁଣି କେତେବେଳେ ଏମାନଙ୍କ ଏହିଭଳି ହରକତ ପାଇଁଁ ବାପା ମାଆ ଲଜ୍ୟା ସହି ନପାରି ଆତ୍ମହତ୍ୟା କରୁଛନ୍ତି। ଜୀବନକୁ ତିଳେ ହେଲେ ଖାତିର ନକରି ଅସୁରକ୍ଷିତ ଭାବରେ ସେମାନେ ଏହିଭଳି ସ୍ଥାନକୁ ଯାଇ ନିଜପ୍ରତି ଏବଂ ନିଜ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି।

ଏସବୁ ବିଷୟରେ ଥରେ ସୁସ୍ଥ ମସ୍ତିଷ୍କରେ ଆଜିର ଯୁବପିଢି ଭାବିବା ଦରକାର୍। ପ୍ରେମ କୁ ଏମିତି ଦୁନିଆ ଆଗରେ ଲଜ୍ଜିତ କରି ପ୍ରେମର ବାସ୍ତବ ରୂପରେଖ କୁ ଏମାନେ ପରିବର୍ତ୍ତନ କରି ଦେଉଛନ୍ତି।ତେବେ ଆଜିକାଲି ପ୍ରେମରେ ପରସ୍ପର ପ୍ରତି ସ୍ନେହ ମମତା ଭଲ ପାଇବା ଓ ଆବେଗ ରେ ଯେଉଁ ପରିବର୍ତ୍ତନ ଆସୁଛି ତାହା ବିଡମ୍ବନା ର ବିଷୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।