ଦେଖନ୍ତୁ ଭିଡିଓ – ପୁଣିଥରେ ଭାଇରାଲ ହେଲା ମନ୍ଦିର କୁ ଯାଇ ରୋମାନ୍ସ କରୁଥିଲେ ପ୍ରେମୀ ଯୁଗଳ, କିଛି ଟୋକା ଲୁଚି ଲୁଚି କରିଥିଲେ ଭିଡ଼ିଓ….

ପ୍ରେମ ଏକ ପବିତ୍ର ସମ୍ପର୍କ। ଯାହା ଦୁଇଟି ହୃଦୟର ମିଳନ ଯୋଗୁଁ ସମ୍ଭବପର ହୋଇଥାଏ। ଯେଉଁ ଥୀରେ ଦୁଇଟି ଶରୀର ଓ ମନ ର ମିଳନ ହୋଇ ଥାଏ। ଏହା ଏକ ସାମାଜିକ ପରମ୍ପରା।ଏହି ପ୍ରେମ ସମ୍ପର୍କରେ ଯେତେବେଳେ ବୁଝା ମନା ରହିଥାଏ ସେଥିରେ ସୁନ୍ଦର ଅନୁଭବ ରହିଥାଏ।ପରେ ବିବାହ ପରେ ଯେଉଁଠି ସେମାନେ ସାତ ଜନ୍ମ ର ସାଥୀ ହୋଇ ଯାଆନ୍ତି ।

ଏମାନେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ସମ୍ପର୍କ ବୋଲି କୁହା ଯାଏ। କିନ୍ତୁ ଆଜିର ଯୁବପିଢି ମାନଙ୍କ କ୍ଷେତ୍ରରେ ଅଧିକାଂଶ କ୍ଷେତ୍ରରେ ପ୍ରେମର ବାସ୍ତବ ସଂଜ୍ଞା ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

କାରଣ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଏବଂ କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି।

ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଏବେ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ପ୍ରସାରିତ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ପ୍ରେମୀ ଯୁଗଳ ମନ୍ଦିର ଭିତରେ ପ୍ରେମଲିଲା କରୁଥିବାର।

ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଭିଡିଓ ଜଣେ ଯୁବକ ଓ ଯୁବତୀ ମନ୍ଦିର ଭିତରେ ପ୍ରେମ କରୁଥିବାର ଭିଡିଓ ରେକର୍ଡ କରିଛନ୍ତି ଜଣେ ବ୍ୟକ୍ତି। ଏଥିରେ ସେମାନଙ୍କ ଅନ୍ତରଙ୍ଗ ହେଉ ଥିବାର ଭିଡିଓ ମଧ୍ୟ ରେକର୍ଡ ହୋଇଛି। ଏହାପରେ ବ୍ୟକ୍ତି ଜଣଙ୍କୁ ଦେଖି ଉଭୟ ଯୁବକ ଓ ଯୁବତୀ ସେଠାରୁ ମନ୍ଦିର ଭିତରୁ ବାହାରକୁ ବାହାରି ଆସିଛନ୍ତି।

ତେବେ ବାହାରକୁ ଆସିବା ପରେ ଯୁବତୀ ଜଣଙ୍କ ଡରି ଯାଇ ଦୋୖଡି ପଲାଇ ଯାଉଛନ୍ତି ଏବଂ ମୁହଁରେ କପଡା ବାନ୍ଧି ଦେଉଛନ୍ତି। ଭିଡିଓ ରେକର୍ଡ କରିଥିବା ବ୍ୟକ୍ତି ଜଣଙ୍କ ଗାଳି ଦେଉଛନ୍ତି ଏବଂ ଅନ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି।

ଏହାପରେ ଏହି ବ୍ୟକ୍ତି ଜଣଙ୍କ ଝିଅଟିକୁ ଅଟକାଇ ଅଛନ୍ତି ଯେତେବେଳେ ସେ ପଲାଇବାକୁ ବାହାରିଛନ୍ତି। ଏବଂ ସେ ଝିଅଟିକୁ ତାଙ୍କ ଘର ଏବଂ ଠିକଣା ପଚାରିଛନ୍ତି ଓ ଏହାସହ ମୁହଁରୁ କପଡା ଖୋଲିବାକୁ କହୁଛନ୍ତି। ଝିଅଟି କିନ୍ତୁ ଡରିଯାଇ ସେଠାରୁ ଦୋୖଡି ପଲାଇ ଯାଉଛି।ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଅନେକ ଏହାକୁ ନିନ୍ଦା କରିଛନ୍ତି ଏବଂ ଏହି ପ୍ରେମୀ ଯୁଗଳଙ୍କୁ ମନ୍ଦିର ଭିତରେ ତାଙ୍କର ଏହି ମନ୍ଦ କାର୍ଯ୍ୟ ପାଇଁ ସମାଲୋଚନା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment