ନିଶା ଗୁରୁଗାନି ହେଉଛନ୍ତି ଟିକ୍ ଟକ ର ଜଣେ ଫେମସ୍ ଷ୍ଟାର୍।ସେ ଜଣେ ପପୁଲାର କ୍ରିଏଟର ମଧ୍ୟ। ଗତ କିଛିଦିନ ତଳେ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଟି ଲିକ୍ ହୋଇ ଯାଇଥିଲା। ଏହି ଭିଡିଓ ଟି ପରେ ସୋସିଆଲ ମିଡିଆରେ ବହୁତ୍ ଭଇରାଲ୍ ହେବାରେ ଲାଗିଥିଲା।ପରେ ନିଶା ଗୁ ଏକ ଭିଡିଓ କରି ସାମ୍ନାକୁ ଆସି କହିଥିଲେ କି ସେ ଏହି ଭିଡିଓ ରେ ନାହାନ୍ତି। କିନ୍ତୁ ବାସ୍ତବରେ ସେ ହେଉଛନ୍ତି ଭାଇରଲ୍ ଭିଡିଓ ର ସେହି ଯୁବତୀ ଜଣଙ୍କ। ସୋସିଆଲ ମିଡ଼ିଆ ରେ ଜଣେ ବହୁତ ପରିଚିତ ଚେହେରା ହେଉଛନ୍ତି ନିଶା ଗୁରୁଜେନ୍। ଯାହାଙ୍କୁ ଅନେକ ଅନୁସରଣ ମଧ୍ୟ କରନ୍ତି ଏବଂ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।
ଆଉ ଯେତେବେଳେ ତାଙ୍କର ଏହି ଅନ୍ତରଙ୍ଗ ଭିଡିଓ ଟି ଭାଇରାଲ ହେଲା ସେତେବେଳେ ଅନେକ ଆଶ୍ଚର୍ଯ୍ୟ ହେବା ସହିତ ଅନେକ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ। କେହି କେହି ତାଙ୍କୁ ମିଆଁ ଖଲିଫା ବୋଲି ମଧ୍ୟ କହିଥିଲେ।ଆଉ ଏହାର ଉତ୍ତରରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ ୱାଓ ମିଆଁ ଖଳିଫା।ଆଉ ଏହାପରେ ତାଙ୍କର ଏଭଳି ପ୍ରତିକ୍ରିୟା ପରେ ସମସ୍ତେ ଏହାକୁ ଗମ୍ଭୀରତା ର ସହ ନେଇଥିଲେ। ଯେଉଁ କାରଣରୁ ଏହାର ସତ୍ୟା ସତ୍ୟ ନେଇ ଅଧିକ ଜଟିଳତା ଆରମ୍ଭ ହୋଇଥିଲା।ତେବେ ଏହା ଏବେ ଅଧିକ ପ୍ରମାଣ ହୋଇ ସାରିଛି। ଭାଇରାଲ୍ ଭିଡିଓ ର ଯୁବତୀ ନିଶା ବୋଲି ପ୍ରମାଣିତ ହୋଇ ସାରିଛି।
ଯାହାର ନିର୍ଦ୍ଦିଷ୍ଟ ପ୍ରମାଣ ମଧ୍ୟ ରହିଛି। ତେବେ ଆପଣଙ୍କୁ ସେହି ଅନ୍ତରଙ୍ଗ ଭିଡିଓ ଟି ଏଠାରେ ଦେଖାଇବା ସମ୍ଭବ ନୁହେଁ। କିନ୍ତୁ ଏଭଳି ଅଶ୍ଳୀଳ ଭିଡିଓ ଉପସ୍ଥାପନା ନକରି ପାରିଲେ ମଧ୍ୟ ଆପଣ ପ୍ରମାଣ ରୁ ଜାଣି ପାରିବେ ନିଶା ସେହି ଯୁବତୀ ବୋଲି।ଆଉ ଏହି ଭିଡିଓ ରେ ଥିବା ପୁଅ ଜଣଙ୍କ ନାମ ହେଉଛି ରମଜାନ କୁଟି। ତାଙ୍କର ସୋସିଆଲ ଆଇଡି ରୁ ଏହା ସ୍ପଷ୍ଟ ହୋଇ ସାରିଛି।
ଭିଡିଓ ଭାଇରାଲ ହେବା ପରେ ନିଶା ଙ୍କ ପ୍ରତିକ୍ରିୟା ଏବଂ ତାଙ୍କ ବୟାନ୍ ରୁ ଯାହା ସ୍ପଷ୍ଟ ଜଣା ପଡୁଛି କି ସେ ତାଙ୍କର ବୟଫ୍ରେଣ୍ଡ ଙ୍କ ସହ ନିଜର ଏହି ଅନ୍ତରଙ୍ଗ ମୂହୁର୍ତ୍ତ କୁ ମୋବାଇଲ ରେ ରେକର୍ଡ଼ କରିଥିଲେ ଏବଂ ପରେ ଏହାକୁ ସେ ଅପ୍ଲୋଡ୍ ମଧ୍ୟ କରିଥିଲେ। ଯାହା ଏବେ ତାଙ୍କୁ ବହୁ ଅସୁବିଧା ରେ ପକାଉଛି।
ଏଥିପାଇଁ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।ତେବେ ସେ ପ୍ରଥମେ ଅନୁରୋଧ କରିଥିଲେ କି ତାଙ୍କୁ ଏମିତି ଅପମାନିତ ଏବଂ ଲଜ୍ଜିତ କରା ନଯାଉ। କିନ୍ତୁ ପରେ ସେ ଏକଥାକୁ ଅସ୍ବୀକାର ମଧ୍ୟ କରିଥିଲେ। ଆପଣ ଯଦି ତାଙ୍କ ଭିଡିଓ ଦେଖିଛନ୍ତି ତେବେ ଆପଣଙ୍କୁ ଚିହ୍ନିବାକୁ ସୁବିଧା ହେବ।ଆଉ ଆପଣ ଯଦି ତାଙ୍କୁ ଭିଡିଓ ରେ ଦେଖି ନାହାଁନ୍ତି ତେବେ ହୁଏତ ଆପଣଙ୍କୁ ଜାଣିବାରେ ଅସୁବିଧା ହୋଇପାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।