ପୁଣି ଭାଇରଲ ଭିଡିଓ- ମହାଦେବ ଙ୍କ ବାହାନ ନାଗ ସାପ ର ତାଣ୍ଡବ,ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ,ତେବେ ଆସନ୍ତୁ ଭିଡିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା

0

ପ୍ରତ୍ୟେକ ଦିନ ଦୁନିଆରେ ବିଭିନ୍ନ ପ୍ରକାର ର ଘଟଣା ବିଭିନ୍ନ ସମୟରେ ଦେଖା ଦେଇଛି। ଯାହା କୁ ନେଇ କିଛି ଜାଗାରେ ବହୁତ ଭୟ ସୃଷ୍ଟି ହୋଇଥାଏ ତ ଆଉ କେଉଁଠି ଏହାକୁ ନେଇ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେବେକେ ଏହା ମଧ୍ୟ ଖୁସି ଲାଗି ଥାଏ।ଆଜି ସେହିଭଳି ଏକ ଘଟଣା ଦେଖା ଦେଇଛି ତେବେ ଜାଣିବା ପାଇଁ ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓ ଦେଖିବା।

ପଟୁଆଲାଇ ର ବାରିକପୁର ନାମକ ଏକ ସ୍ଥାନରେ ଦେବ ଦେବ ମହାଦେବ ଙ୍କ ବାହନ ଙ୍କର ଆବିର୍ଭାବ ହୋଇଥିଲା। ସେହି ନାଗସାପ ଦେଖିବା ପାଇଁ ଭିନ୍ନ ଧରଣର ହୋଇଥିଲା। ଯାହା କୁ ଘର ଭିତରେ ଦେଖି ସେ ଘର ପରିବାରର ଏବଂ ଗ୍ରାମ ବାସୀ ସମସ୍ତ ଲୋକ ଭୟ ଭିତ ହୋଇ ଯାଇଥିଲେ।ହଠାତ ଭଗବାନ ଙ୍କ ବାହନ ବା ନାଗସାପ ଙ୍କୁ ଯେ ବି ଦେଖିଲେ ଭୟ କରିବ।ସେହି ସାପ ଟି ବାହାରରୁ ଆସି ଠାକୁର ଘରେ ପଶି ଯାଇଥିଲା।ତାହା ଆଉ ବାହାର କୁ ଆସୁ ନଥାଏ ଯାହା କୁ ପରିବାର ର ସମସ୍ତେ ଚିନ୍ତିତ ଥିଲେ।ତେବେ ଆସନ୍ତୁ ତା ପରେ କଣ ହେଲା ଜାଣିବା।

ବାରିକପୁର ନାମକ ଏକ ସ୍ଥାନରେ ଜଣ ଙ୍କ ଠାକୁର ଘରେ ସନ୍ଧ୍ୟା ସନୟରେ ଦେଖିବାକୁ ମିଳିଥିଲା ଯାହାଙ୍କ ଠାରୁ ନିଜ କୁ ରକ୍ଷା କରିବା ପାଇଁ ସେ ପରିବାର ଲୋକ ସାପ ଧରାଳି କୁ ଖବର ଦେଇଥିଲେ। ସଂଗେ ସଙ୍ଗେ ସେ ଆସି ପହଂଚି ଥିଲେ। ସାପ ଧରାଳି ଏହି ପରିସ୍ଥିତି ଦେଖିକି କହିଲେ ୨ ତା ବୁରା ବା ଅଖା ଆଣିବା ପାଇଁ। ତା ପରେ ସେ ଅଖା ବା ବୁରା କୁ ଗୋଡ଼ରେ ପିନ୍ଧିଲେ ଏବଂ ନିଜର ସାପ ଧରିବା ଜିନିଷ ନେଇକି ପାଖକୁ ଗଲେ। ସେହି ସାପ ଟି ଭଗବାନ ଙ୍କ ଫୋଟୋ ଛାଡିକି ଯିବା ପାଇଁ ରାଜି ନାହିଁ। ସାପ ଧରାଳି ତାଙ୍କର ପ୍ରୟାସ ଜାରି ରଖିଲେ।

।ଆଉ ସାପଟି ମଧ୍ୟ ମଝିରେ ମଝିରେ ଡରେଇବା ପାଇଁ ଫଣା ଦେଖାଉ ଥାଏ ଏବଂ ସେ ବହୁତ ଗର୍ଜନ ମଧ୍ୟ କରିଥାଏ। ଯାହା ଦ୍ୱାରା ସମସ୍ତେ ଭୟଭୀତ ହେଉଥିଲେ।ତାପରେ ବହୁତ ପ୍ରୟାସ ପରେ ସେ ସାପଟି କୁ ସାପ ଧରାଳି ନିଜ ହତିଆର କୁ ନେଇ ଆସିଥିଲେ। ପରେ ସେ ସାପ କୁ ନିଜ ଡବା ବା କୌଣସି ଏକ ପାତ୍ରରେ ଭର୍ତି କରି ଦେଇଥିଲେ।

ଏହି ଭଳି ଆଶ୍ଚର୍ଯ୍ୟକର ଘଟଣା ସମସ୍ତ ଙ୍କୁ ଭୟ ସୃଷ୍ଟି କରିଥାଏ।ଦୁନିଆରେ ସବୁଆଡ଼େ ଏବଂ ସବୁବେଳେ ଦେଖିବାକୁ ମିଳୁଛି। ତେବେ ଭିଡିଓ ଟି ସୋସିଆଲ ମିଡିଆରେ ଘୁରି ବୁକୁଛି ଯାହା କୁ ଦେଖିଲା ପରେ ସାପ ଧରାଳି କୁ ଅନେକ ଜାଗାରେ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।