ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ଅଲିଉଡ ର ଦମଦାର ଅଭିନେତା ଭାବରେ ବେଶ ଚର୍ଚ୍ଚାରେ ଥିବା ଅଭିନେତା ଅନୁଭବ ଙ୍କ ର ଫୋଟ ଆଉ ଭିଡ଼ିଓ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ତାଙ୍କର ଏକ ନୂଆ ଫ୍ଲିମ ଆସିବାକୁ ଯାଉଛି ବର୍ତ୍ତମାନ | ଆଉ ଯାହା ଦେଖିବାକୁ ମିଳିଛି କି ଭାଇରାଲ ହେଇଥିବା ଅନୁଭବ ଙ୍କର ଭିଡ଼ିଓ ବର୍ତ୍ତମାନ ବର୍ଷା ଙ୍କୁ ନେଇକି ନୁହଁ ତାହା ହେଉଛି ଅନୁଭବ ଙ୍କ ଆସୁଥିବା ଏକ ନୂଆ ଫ୍ଲିମ କୁ ନେଇକି | ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |
ତେବେ ଯାହା କୁହାଯାଉଛି କି କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି ବେଶ କିଛି ବର୍ଷ ହେବ ଚର୍ଚ୍ଚା ରେ ଥିଲେ ତାହା ହେଉଛି ଅନୁଭବ ଆଉ ବର୍ଷା ଙ୍କ ଭିତରେ ଚାଲିଥିବା ପାରିବାରିକ ବିବାଦ କୁ ନେଇକି ହେଉଥିବା ଚର୍ଚ୍ଚା | ଆଉ ଯେଉଁଥି ପାଇଁ ଅନୁଭବ ମହାନ୍ତି ଦୀର୍ଘ 4 ବର୍ଷ ହେବ ଫ୍ଲିମ ଦୁନିଆରେ ପାଦ ଦେଇ ନ ଥିଲେ| ଆଉ ଯେଉଁଥି ପାଇଁ ଅଲିଉଡ କିଙ୍ଗ ଅନୁଭବ ମହାନ୍ତି ଙ୍କୁ ତାଙ୍କର ଫ୍ରେଣ୍ଡ ମାନଙ୍କୁ ଅନେକ ପ୍ରଶ୍ନ ର ଉତ୍ତର ଦେବାକୁ ପଡୁଥିଲା | ତେବେ ବର୍ତ୍ତମାନ ଅନୁଭବ ଙ୍କୁ ଆଉ ସେ ସବୁ ପ୍ରଶ୍ନ ର ସାମ୍ନା କରିବାକୁ ପଡିବ ନାହିଁ ବୋଲି କୁହାଯାଉଛି |
ଯାହା ଜଣା ପଡୁଛି କି ବାବୁସାନ ଙ୍କର ଏକ ବାସ୍ତବ କାହାଣୀ ଉପରେ ଆଧାରିତ ଫ୍ଲିମ ଟି ଭାଇରାଲ ହେବା ପରେ ତାହା ସାରା ଭାରତର ରେ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ସେହିଭଳି ଅନୁଭବ ଙ୍କର ଏକ ଡ୍ରିମ ଫ୍ଲିମ ଆସିବାକୁ ଯାଉଛି ତାହା ହେଉଛି ରାବଣ |ତେବେ ଏହି ଫ୍ଲିମ ଟି ଆସିବା ପୂର୍ବରୁ ଆଉ ଏକ ଫ୍ଲିମ ଅନୁଭବ ଙ୍କର ଆସିବାକୁ ଯାଉଛି ତାହା ହେଉଛି “ଲଭ ଇନ ଲଣ୍ଡନ “| ଆଉ ଯେଉଁ ଫ୍ଲିମ ର ସୁଟିଂ ବର୍ତ୍ତମାନ ଲଣ୍ଡନ ରେ ହେଉଛି ବୋଲି କୁହାଯାଉଛି | ଆଉ ସେହି ଫ୍ଲିମ ଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି |
ଆଉ ଜଣା ପଡିଛି କି ଏହି ଫ୍ଲିମ ଟିର ବେନର ବର୍ତ୍ତମାନ ଅନୁଭବ ତାଙ୍କର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସେୟାର କରିବାରେ ଲାଗିଛନ୍ତି | ତାହା ସହିତ ଫୋଟ ଆଉ ଭିଡ଼ିଓ ମଧ୍ୟ ଅନୁଭବ ଙ୍କର ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିପାଇଁ ଅନୁଭବ ଙ୍କ ପ୍ରସଂସକ ମାନେ ବେଶ ଖୁସି ଅଛନ୍ତି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଅନୁଭବ ଙ୍କର ଏହି ଭଳି ଖବର ଟି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।