ରୂପା ପିଣ୍ଟୁ ଖୁସି ଏମାନଙ୍କୁ ତ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ନିଜ ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନଙ୍କ ସହିତ ସେୟାର କରି ଆଜି ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ରୂପା ପିଣ୍ଟୁ। ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଲୋକପ୍ରିୟ ଯୋଡି ଭାବେ ଓଡ଼ିଶାର କୋଣ ଅନୁ କୋଣରେ ପରିଚିତ ହୋଇ ପାରିଛନ୍ତି। ଲୋକେ ଏମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଦର୍ଶକ ଏମାନଙ୍କର ଭିଡିଓକୁ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରନ୍ତି।
ତେବେ ବର୍ତ୍ତମାନ ସମୟରେ ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ୱାନ ମିଲିୟନ ରୁ ଅଧିକ ସବସ୍କ୍ରାଇବର୍ ରହିଛନ୍ତି।ତେବେ ରୂପା ପିଣ୍ଟୁ ଏବେ କେବଳ ବ୍ଲଗ୍ ନୁହେଁ ଏକାଧିକ ଓଡ଼ିଆ ଆଲବମ ମଧ୍ୟ ନଜର ଆସି ଦର୍ଶକ ମାନଙ୍କ ଦୃଦୟ ଜିତି ପାରିଛନ୍ତି। ଆଲବମ୍ ଭିଡିଓ ମାଧ୍ୟମରେ ମଧ୍ୟ ଦର୍ଶକ ମାନଙ୍କ ଭଲ ପାଇବା ସାଉଁଟି ଚାଲିଛନ୍ତି ରୂପା ପିଣ୍ଟୁ। ଆପଣ ରୂପା ପିଣ୍ଟୁଙ୍କ ଅନେକ ଆଲବମ୍ ଦେଖିବା ପାଇଁ ପାଇଥିବେ। ଆଉ ଏହି ସବୁ ଆଲବମ୍ ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ ଆସୁଥିବ।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା। ବର୍ତ୍ତମାନ ସମୟ ରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।
ତେବେ ପୁଣିଥରେ ରୂପା ଓ ପିଣ୍ଟୁଙ୍କ ନୂଆ ଏକ ଆଲବମ୍ ଆସିବା ପାଇଁ ଯାଉଛି ଯାହାର ସୁଟିଂ ମଧ୍ୟ ବର୍ତ୍ତମାନ ସମୟ ରେ ଆରମ୍ଭ ହୋଇ ଯାଇଛି। ରୂପା ପିଣ୍ଟୁ ସୁଟିଂ ସେଟ୍ ରେ ମଧ୍ୟ ପହଁଚି ସାରିଛନ୍ତି ଆଉ ସେମାନଙ୍କ ସବୁ ପ୍ରସ୍ତୁତି ମଧ୍ୟ୍ୟ ଆରମ୍ଭ ହୋଇ ଯାଇଛି।ତେବେ ସାବିତ୍ରୀ ମ୍ୟୁଜିକ ଖୁବଶୀଘ୍ର ଆସିବା ପାଇଁ ଯାଉଛି ଏକ ସୁନ୍ଦର୍ ଗୀତ। ଗୀତଟି ହେଉଛି ‘ଦିଲ୍ ଚୋର ଦିଲ୍ଚୋର୍ ତୁ ଚୋରି କଲୁ ମନ ମୋର୍’। ଆଉ ବର୍ତ୍ତମାନ ସମୟ ରେ ରୂପା ପିଣ୍ଟୁ ଏହି ଗୀତର ପ୍ରାକଟିସରେ ଲାଗି ପଡିଛନ୍ତି। ଯାହାର ଭିଡିଓ ମଧ୍ୟ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି ପିଣ୍ଟୁ ଆଉ ଏହା ସହିତ ଭିଡିଓରେ ମଧ୍ୟ ବହୁତ୍ ମଜାମସ୍ତି ଦେଖିବା ପାଇଁ ମିଳିଛି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଭିଡିଓ ଦେଖନ୍ତୁ ଆପଣଙ୍କୁ ଏହି ଭିଡିଓ ବେଶ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।