OMG ! ଦେଖନ୍ତୁ Shocking ଭିଡ଼ିଓ : ପୁରୀ ବେଳ ଭୂମିରେ ଅଘଟଣ, ପୁଅ ଆଗରେ ଭାସିଗଲା ବାପା…

ବର୍ତ୍ତମାନ ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ଏହିଭଳି ଏକ ଘଟଣା ର ଲାଇଭ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣ ଙ୍କର ଛାତି ଥରି ଉଠିବ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ।

ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ଥିଲା କି ଓଡ଼ିଆ ର ପବିତ୍ର ଧାମ ପୁରୀ ରେ ଦେଖା ଦେଇଛି ଏକ ହୃଦୟ ବିଦାରକ ଘଟଣା। ପୁରୀ ସମୁଦ୍ର କୁଳ ରେ ନିଜ ପୁଅ ସହ ଖେଳୁ ଥିବା ବେଳେ ହଠାତ ଜୁଆର ସ୍ରୋତ ରେ ଭାସିଯାଇ ଛନ୍ତି ଯୁବକ। ଏବଂ ପୁଅ ଟି ଯେତେ ଡାକିଲେ ବି ବାପା ବାପା ବୋଲି ସେ ଶୁଣୁ ନାହାନ୍ତି କାରଣ ସମୁଦ୍ର ର ଜଳ ର ସ୍ରୋତ ରେ ସେ ପୁଅ ଠାରୁ ବହୁତ ଦୂର କୁ ଭାସିଯାଇ ଛନ୍ତି ଯେଉଁ ଠାରୁ ସେ ଚାହିଁଲେ ବି ଫେରି ପାରିବେ ନାହିଁ। ଆଉ ଏହାର ଲାଇଭ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।

ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଜଣେ ଯୁବକ ନିଜ ପୁଅ ସହ ପୁରୀ ସମୁଦ୍ର କୁଳ ରେ ଖେଳୁ ଥିଲେ ଆଉ ବେଳାଭୂମି ର ସୁଅ ର ମଜା ନେଉଥିଲେ। ଉଭୟ ବାପ ଓ ପୁଅ ସେହି ବେଳା ଭୂମି ରେ ଶୋଇଥିଲେ କେତେ ମଜା ମସ୍ତି ମଧ୍ୟ କରୁଥିଲେ। ତେବେ ଏହି ମଜାମସ୍ତି ଭିତ ରେ ସମୁଦ୍ର ର ପାଣି ତଥା ଏହାର ଜୁଆର ପ୍ରଖର ହେବାକୁ ଲାଗିଲା। ତେବେ କୁନି ପିଲା ଟି ପାଣୀ ରୁ ବାହାର ଆସିଲା କୁଳ କୁ ଆଉ ଅନ୍ୟ ଜଣେ। ବ୍ୟକ୍ତି ଙ୍କ ସହ ମିଶି ବାପା ଙ୍କର ଭିଡ଼ିଓ ବନାଉଥିଲା। ତେବେ ଯୁବକ ଜଣଙ୍କ ପାଣି ର ସୁଅ ରେ ଖେଳୁ ଖେଳୁ କିଛି ଷ୍ଟାଣ୍ଟ କରିବା କୁ ଲାଗିଲେ ପାଣି ରେ ଚାଲୁଥିବା ଛୋଟ ଜାହାଜ ରେ ବସି।

କିନ୍ତୁ କିଏ ବା ଜାଣିଥିଲା କି ଏହା ତାଙ୍କ ମୃତ୍ୟୁ ଅଟେ ଯାହା ସହ ସେ ମଜା କରିବାକୁ ଯାଉଛନ୍ତି। କୁନି ପୁଅ ଟି ସେହିପରି କୁଳ ରେ ଛିଡା ହୋଇ ବାପା ଙ୍କର ଭିଡ଼ିଓ ବନାଉଥିଲା। ଆଉ ଦେଖୁ ଦେଖୁ ମାଡି ଆସିଲା ବହୁତ ବଡ଼ ସ୍ରୋତ ଯୁବକ ଙ୍କୁ ଭସାଇ ନେଇଗଲା ଅଗାଧ ପାଣି ଭିତର କୁ। ସମସ୍ତେ ଏହାକୁ କେବଳ ଦେଖୁଥିଲେ ଆଉ ପୁଅ ଆଗରେ ଭାସିଗଲେ ବାପା। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment