ପୁରୀ ଜିଲ୍ଲାର ସାତପଡ଼ା କଣ ପାଇଁ ପ୍ରସିଦ୍ଧ ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ

ସାଧାରଣ ଜ୍ଞାନର ଆବଶ୍ୟକତା ଏତେ ମାତ୍ରାରେ ବୃଦ୍ଧି ହେବାରେ ଲାଗିଛି , ଯାହାକି ପ୍ରତ୍ୟେକ କ୍ଷେତ୍ରରେ ଏହା ଆମକୁ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ଆପଣମାନେ ସମସ୍ତେ ଜାଣିଥିବେ କି ପ୍ରତ୍ୟେକ କମ୍ପିଟେଟିଭ ପରିକ୍ଷାରେ ଅନେକ ଗୁଡିଏ ବୁଦ୍ଦିମାନର ପ୍ରଶ୍ନ ପଚାରାଯାଇଥାଏ । ଅନେକ ପିଲାମାନେ ଅତି ସହଜ ପ୍ରଶ୍ନର ଉତ୍ତର ଦେବାରେ ଅକ୍ଷମ ହୋଇଥାନ୍ତି , ଯାହାଫଳରେ ସେମାନଙ୍କୁ ଅନେକ ପରିଶ୍ରମ କରିବା ପାଇଁ ପଡିଥାଏ । ତେବେ ଯାଇ ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି , ତେବେ ଆସନ୍ତୁ ଜାଣିବା ସାଧାରଣ ଜ୍ଞାନ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ସହିତ ଉତ୍ତର ସମ୍ପରକରେ ।

1 କେଉଁ ଦେଶରେ କେବଳ ଝିଅମାନେ ମଦ ପିଇ ପାରିବେ ?
ଉତ୍ତର – ପେରୁ ଦେଶ ।

2 ତମାଖୁରେ କେଉଁ କେମିକାଲ ଥାଏ ?
ଉତ୍ତର – ନାଇଟ୍ରୋଜେନ ।

3 ଏମିତି କେଉଁ ଜୀବ ଗୋଟିଏ ଦିନରେ ମାତ୍ର 16 ମିନିଟ ଆରାମ କରିଥାଏ ?
ଉତ୍ତର – ଚିଟିଆ ।

4 ଭାରତରେ କେଉଁ ରାଜ୍ୟରେ ଅଧିକ କ୍ଷୀର ବ୍ୟବହାର କରାଯାଏ ?
ଉତ୍ତର – ଉତ୍ତର ପ୍ରଦେଶ ।

5 ଭାରତର ପ୍ରଥମ ଆଇପିଏସ ମହିଳା କିଏ ଥିଲେ ?
ଉତ୍ତର – କିରନ ଦେବୀ ।

6 ଏମିତି କେଉଁ ଶବ୍ଦ ଯାହା ଆମେ ଲେଖିଥାଉ କିନ୍ତୁ ପଢି ପାରିବା ନାହିଁ ?
ଉତ୍ତର – ନାହିଁ ।

7 ଭାରତରେ କଣ ବାର୍ ବାର୍ ଅଧିକ ଦାମ୍ ହୋଇ ଯାଇଥାଏ ?
ଉତ୍ତର – ପିଆଜ ।

9 ମଶାର କେତୋଟି ଦାନ୍ତ ଅଛି ?
ଉତ୍ତର – 47 ଟି ।

10 କେଉଁ ଜୀବର ହାଡ ଅଧିକ ମଜବୁତ ହୋଇଥାଏ ?
ଉତ୍ତର – ବାଘ ।

11 ମଶାର କେତୋଟି ଗୁଡ ଅଛି ?
ଉତ୍ତର – 6 ଟି ।

12 ଏମିତି କେଉଁ ଜୀବ ଅଛି ଯିଏ ନଖାଇ ମଧ୍ୟ ତିନି ଦିନ ପର୍ଯ୍ୟନ୍ତ ରହିଥାଏ ?
ଉତ୍ତର – ବିଲେଇ ।

13 କେଉଁ ଦେଶ ଅଛି ଯାହାକି ଭାଲେଣ୍ଟାଇନ ଡେ କେବଳ ପୁରୁଷ ମାନେହିଁ ପାଳନ କରିଥାନ୍ତି ?
ଉତ୍ତର – ଜାପାନ ।

14 କେଉଁ ଦେଶରେ ସବୁଠୁ ଅଧିକ ଭାଲେଣ୍ଟାଇନ ଡେ ପାଳନ କରାଯାଏ ?
ଉତ୍ତର – ଆମେରିକା ।

15 ଘୁଷୁରୀ କେଉଁ ଦେଶରେ ସବୁଠୁ ଅଧିକ ଅଛନ୍ତି ?
ଉତ୍ତର – ଚୀନ ।

16 ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ତ୍ରୀ କେବେବି ନିଜ ସ୍ୱାମୀଙ୍କୁ ଦେଇ ନଥାଏ ?
ଉତ୍ତର – କାନ୍ଧ ।

17 ସିଂହର ଗର୍ଭ କାଳ କେତେ ଦିନର ହୋଇଥାଏ ?
ଉତ୍ତର – 105 ରୁ 115 ପର୍ଯ୍ୟନ୍ତ ।

18 ମଉକା ମିଳିଗଲା ମାତ୍ରକେ ପୁଅଟି ଝିଅର ମାରିଦେଲା ! କୁହନ୍ତୁ ସେଇଟା କଣ ?
ଉତ୍ତର – ପକେଟ୍ ।

19 ପୁରୀ ଜିଲ୍ଲାର ସାତପଡ଼ା କଣ ପାଇଁ ପ୍ରସିଦ୍ଧ ?
ଉତ୍ତର -ଡ଼ଲଫିନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment