ହଁ ଦର୍ଶକ ବନ୍ଧୁ ଏପରି ଏକ ଦୃଶ୍ୟ ପୁରୀ ଷ୍ଟେସନ ରେ ଦେଖିବାକୁ ମିଳିଛି ଯାହାକୁ ନେଇକି ସମସ୍ତଙ୍କ ମନରେ ସୃଷ୍ଟି ବେଇଛି ଉତ୍ତେଜନା | ଆମେ ଜାଣିଛୁ ପୁରୀ ହେଉଛି ଜଗନ୍ନାଥ ଙ୍କ ଧାମ |ଆଉ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇଁ ପୁରୀ ସାରା ବିଶ୍ୱରେ ଫେମସ ହୋଇ ରହିଛି | ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି ଜଗନ୍ନାଥ ଙ୍କର ଦର୍ଶନ ପାଇବା ପାଇଁ, ଆଉ ମନରେ କେତେ ଆଶା ଆଉ ଖୁସି ଥାଏ ସେମାନଙ୍କର | କିନ୍ତୁ ସବୁ ଆଶା ଆଉ ଖୁସି ସେମିତି ରହିଯାଏ ଯେତେବେଳେ ପୁରୀକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କର ଜିନିଷ ପତ୍ର ଚୋରି ହୋଇ ଯାଇଥାଏ | ଆଉ ମନ ଦୁଃଖରେ ଘରକୁ ଫେରିଥାନ୍ତି | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ରେଲୱେ ଷ୍ଟେସନ ରେ , ତେବେ ଆସନ୍ତୁ ସେ ଚୋର ମାନେ କିଭଳି ଚୋରି କରୁଥିଲେ ସେ ବିଷୟରେ ଅଧିକ ଜାଣିବା |
ଏପରି ଏକ ଘଟଣା ଘଟିଛି ପୁରୀ ରେଲୱେ ଷ୍ଟେସନ ରେ ଯାହା ଯୋଗୁଁ ସୃଷ୍ଟି ହୋଇଥିଲା ଉତ୍ତେଜନା, ତେବେ ଘଟଣା ଟିରେ ଚୋରି କରୁଛି ଚୋର ଆଉ ସେହି ଚୋରି ପୁଣି ଧରା ମଧ୍ୟ ପଡିଛି | ତେବେ ଚୋର କରିଥିବା ଚୋରୀର ସମସ୍ତ ଘଟଣା ବର୍ତ୍ତମାନ CCTV ରେ କୋଇଦ ହୋଇଛି , ଆଉ ତାପରେ ଯାହା ହେଇଛି ତାହା ଆପଣ ସମସ୍ତଙ୍କୁ କରିଦେବ ଆଶ୍ଚର୍ଯ୍ୟ | ତେବେ ଆମେ ସାଧାରଣତଃ ଜାଣିଥାଉ କି ପୁରୀ ହେଉ କି ଅନ୍ୟ କୋଉଠି ବି ହେଉ ଷ୍ଟେସନ ମାନଙ୍କରେ ସାଧାରଣତଃ ସବୁବେଳେ ଭିଡ ଲାଗିକି ରହିଥାଏ |
ହଜାର ହଜାର ସଂଖ୍ୟକ ଲୋକ ମାନେ ପ୍ରତେକ ଦିନ ଆସିଥାନ୍ତି ରେଲୱେ ଷ୍ଟେସନ କୁ, ଆଉ ଟ୍ରେନ ଆସିବାର ସମୟକୁ ଅପେକ୍ଷା କରି ଷ୍ଟେସନ ରେ ମଧ୍ୟ ଆଶ୍ରୟ ନେଇଥାନ୍ତି | କିନ୍ତୁ ସେହି ଆଶ୍ରୟ ନେବା ସମୟରେ ଆପଣ ଯଦି ଟିକେଇ ନିଜର ଜିନିଷ ଉପରେ ନଜର ହଟାଇ ଦେଲେ ତାହେଲେ, ହେଇଯାଇଥାଏ ଚୋରି | ତେବେ ଏଭଳି ଏକ ଘଟଣା ଘଟିଛି ପୁରୀ ର ରେଲୱେ ଷ୍ଟେସନ ରେ ଆଉ ଯୋଉଠି ଷ୍ଟେସନ ରେ ଲୋକ ମାନେ ଜିନିଷ ପତ୍ର ରଖିକି ବିଶ୍ରାମ ନେଉଥିବା ବେଳେ, ଚୋର ମଧ୍ୟ ତାର କାମକୁ ଚଳକିର ସହିତ କରିବାରେ ଲାଗିଛି |
ଚୋରଟି ଧୋତି ଚେଞ୍ଜ କରିବାର ବାହାନା କରି ବେଗ ପାଖରେ ଛିଡା ହେଉଛି, ଆଉ ସେହି ବେଗରେ ଧୋତିକୁ ଘୋଡାଇ ଟାଣି ଟାଣି ବେଗ କୁ ନେଇଯାଉଛି | ଆଉ ଘଟିଥିବା ଏହି ସମସ୍ତ ଘଟଣା CCTv ରେ କୋଇଦ ହେବା ପରେ ପୋଲିସ ଆସି ଚୋରକୁ ଖୋଜିବା କାମରେ ଲାଗି ଯାଇଥିଲା ଜିଆରପି ଥାନା ଅଧିକାରୀ ପରେଶ ବେହେରା ଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇଛି |CCTV କୁ ଆଧାର କରି ପ୍ରଥମ ନମ୍ବର ପ୍ଲାଟଫର୍ମ କୁ ଚଢ଼ାଉ କରାଯାଇଥିଲା ଓ ସେଠି ଅନ୍ଧାରରେ 5 ଜଣ ଡକାୟତ ବସି ଚୋରି କରୁଥିବାର ଜଣା ଲାପଡ଼ିଥିଲା | ତେବେ ସେ ଚୋର ମାନେ ଚୋରି କରିବା ପାଇଁ ଉତ୍ତରପ୍ରଦେଶ ରୁ ଆସିଥିଲେ ଓ ସେଠାରୁ ଚୋରି କରି ପୁଣି ଫେରିଯିବେ ବୋଲି ଭାବିଥିଲେ | ତେବେ ସିଆରପିଏଫ ପୋଲିସ ସେମାନଙ୍କୁ ଥରୀ ଚୋରି ଜିନିଷକୁ ଜବଦ କରିଥିଲା | ଯାହା ଏବେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।