ଏହି ଯାଦୁ, କାଛୁ, କୁଣ୍ଡିଆରୁ ମୁକ୍ତି ପାଇବା ପାଇଁ ଆମେ ବହୁତ କିଛି ମେଡିସିନେ ବା ଅଏଣ୍ଟମେଣ୍ଟ ଲଗାଇଲେ ମଧ୍ୟ ଭଲ ହୋଇ ନଥାଏ l ଆଜି ଆମେ କିପରି ଏକ ଘରୋଇ ଉପଚାର ଦ୍ୱାରା ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ଏହି ଘରୋଇ ଉପଚାର ଦ୍ୱାରା ମୁକ୍ତି ପାଇ ପାରିବା l ଏହି ଉପାୟ ଅତି ସରଳ ଓ ସହଜ ହୋଇଥାଏ l ଏହାକୁ ତିଆରି କରିବା ବହୁତ ସହଜ ଅଟେ l ଆମେ ଏହାକୁ ଭଲ କରିବା ପୂର୍ବରୁ କେଉଁ ସବୁ କାରଣ ପାଇଁ ହୋଇଥାଏ ଆସନ୍ତୁ ଜାଣିବା l
ଯଦି ଆମେ ସବୁବେଳେ ଅପରିଷ୍କାର ରହିବା ଓ ନିଜର ପ୍ରାଇଭେଟ ପାର୍ଟକୁ ଭଲ ଭାବରେ ସଫା ନକରିବା ତାହେଲେ ସେହି ଜାଗାରେ କୁଣ୍ଡାଇ ହୋଇ ଯାଦୁ, କାଛୁ ଆଦି ହୋଇ ଯାଇଥାଏ l ଏହା ହେଉଛି ସବୁ ଠାରୁ ବଡ କାରଣ l ଦ୍ୱିତୀୟରେ ହେଉଛି ଆମେ ଯଦି ଅନ୍ୟ ମାନଙ୍କର ଟାୱଏଲ,ଗାମୁଛା ଆଦି ବ୍ୟବହାର କରିବା ଦ୍ୱାରା ଆମର ଏହି ସଂକ୍ରମଣ ହୋଇଥାଏ l ତୃତୀୟରେ ହେଉଛି ବାରମ୍ବାର ସେହି ଜାଗାରେ ବାରମ୍ବାର ସାବୁନୁ ଲଗାଇଲେ ଏହା ସଂକ୍ରମଣ ହୋଇ ଥାଏ l
ତେବେ ଆସନ୍ତୁ ଜାଣିବା ଏହି ସଂକ୍ରମଣରୁ ଆମେ ମୁକ୍ତି ପାଇ ପାରିବା l ଏହି ଘରୋଇ ଉପଚାର କରିବା ଦ୍ୱାରା ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବା l ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ l ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମେ ଗୋଟିଏ ଅମୃତ ଭଣ୍ଡା ନେବା ଆବଶ୍ୟକ l
ଯାହା ଆମକୁ ଅତି ସହଜରେ ମିଳି ଯିବ l ଆପଣଙ୍କୁ ଏକ କଞ୍ଚା ଅମୃତ ଭଣ୍ଡା ନେବା l ତାପରେ ତାର ଚୋପାକୁ ଭଲ ଭାବେ ଛଡାଇ ଦିଅନ୍ତୁ l ଏହାପରେ ତାକୁ ଚାରି ଭାଗ କରି କାଟି ଦିଅନ୍ତୁ l ସେହି ଭାଗକୁ ଭଲ ଭାବେ ପେଶି ଦିଅନ୍ତୁ l
ଏହାକୁ ପେଶି ସାରିବା ପରେ ତାକୁ ଆମେ ତାକୁ ଗୋଟିଏ ସଫା ପାତ୍ରରେ ନିଅନ୍ତୁ l ଏହା ପରେ ସେଥିରେ କିଛି ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ l ହଳଦୀ ମିଶାଇ ସାରିବା ପରେ ଏଥିରେ ଭିଟାମିନ E କ୍ୟାପସୁଲ ମିଶାଇ ଦିଅନ୍ତୁ l ଏହା ବହୁତ ସହଜରେ ମିଳିଯାଏ l ଏହାକୁ ମିଶାଇ ସାରିବା ପରେ ଏଥିରେ କିଛି ଏଲୋବେରା ଜେଲ ମିଶାଇ ଦିଅନ୍ତୁ l ଏହି ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ l ଏହାର ସବୁ ପୋଷାକ ତତ୍ତ୍ୱ ମିଶି ଯାଇଥାଏ l
ଆପଣ ଏହାକୁ ଯାଦୁ, କାଛୁ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ, ବହୁତ ଶୀଘ୍ର ଭଲ ହୋଇ ଯିବ, ଏବଂ ଦାଗ ମଧ୍ୟ ଦୂର ହୋଇଯିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।