ରାତିରେ ମାତ୍ର ଗୋଟିଏ ଗ୍ଲାସ୍ ପିଅନ୍ତୁ , ପୁରୁଣାରୁ ପୁରୁଣା ବାତ,ପିତ,କଫ, ଆଣ୍ଠୁଗଣ୍ଠି,ଡାଇବେଟିସ,ବ୍ଲଡ଼ ପ୍ରେସର୍,ଗ୍ୟାସ୍ ଦୁଇ ଦିନରେ ମୂଳରୁ ଶେଷ ହେବ….୧୨୦ ବର୍ଷ ବଞ୍ଚିବେ

ହଁ ଦର୍ଶକ ବନ୍ଧୁ ଆପଣଙ୍କ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଙ୍କ ଶରୀରରେ ରୋଗ ହେବା ଗୋଟିଏ ସ୍ୱାଭାବିକ କଥା | ଆଉ ବିଭିନ୍ନ ପ୍ରକାରର ସମସ୍ୟା ମାନ ମଣିଷ ଙ୍କ ନିକଟରେ ଦେଖା ଯାଇଥାଏ | ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ ସ୍ୱାସ୍ଥ୍ୟ କୁ ଠିକ ରଖିବା ପାଇଁ ହେଲେ ଆମକୁ ଡାକ୍ତରର ଙ୍କ ପରାମର୍ଶ ସହିତ ଅନେକ ଘରେଇ ଉପଚାର ର ମଧ୍ୟ ବ୍ୟବହାର କରି ସମସ୍ୟା କୁ ଦୂର କରିବା ଉଚିତ | ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି ତାହା ହେଉଛି ପିତ ଓ କଫ ସମ୍ବଧୀୟ ସମସ୍ୟା | ତାହା ସହିତ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ସହିତ ପାଚନ କ୍ରିୟା ଜନିତ ସମସ୍ୟା କୁ ଦୂର କରିବା ସହିତ ଶରୀରରେ ଦେଖା ଯାଉଥିବା ବେଡ଼ କଲେଷ୍ଟରଲ କୁ ଦୂର କରିବା ସହିତ ହାଇ ବ୍ଲଡ଼ ପ୍ରେସର ଓ ଡାଇବେଟିସ କୁ ଆପଣଙ୍କର କଣ୍ଟ୍ରୋଲ ରେ ରଖିବା ପାଇଁ ଏକ ସହଜ ଘରେଇ ଉପଚାର ରହିଛି ଆସନ୍ତୁ ତାହେଲେ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-ଜିରା, ଧନିଆ, ପାନ ମହୁରି, ମହୁ


ପ୍ରସ୍ତୁତି ପ୍ରଣାଳୀ :-ତେବେ ବନ୍ଧୁଗଣ ବାତ ଓ ପିତ ଭାଳି ସମସ୍ୟା ସହିତ ବିଭିନ୍ନ ପ୍ରକାରର ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଗୋଟିଏ ଚାମଚ ଜିରା, ଗୋଟିଏ ଚାମଚ ଧନିଆ ଓ ଗୋଟିଏ ଚାମଚ ପାନ ମହୁରି କୁ ନେଇ ଗୋଟିଏ ଗ୍ଲାସ ପାଣି ରେ ଭିଜେଇ ରଖିଦେବା ପାଇଁ ପଡିବ | ଆଉ ତାହା କୁ ରାତିସାରେ ସେମିତି ଭିଜିବା ପାଇଁ ଛାଡ଼ିଦେବା |

କାରଣ ଆମେ ଜାଣିଛୁ କି ସେଗୁଡିକ ପାଣି ରେ ଭଲ ଭାବରେ ଭିଜିଗଲେ ସେଥିରେ ଥିବା ସମସ୍ତ ଉପକାରୀ ପୋଷାକ ଉପାଦାନ ଗୁଡିକ ସେହି ଗ୍ଲାସ ରେ ଥିବା ପାଣି ରେ ମିଶିଯିବ | ଆଉ ତାହା ପରେ ସକାଳେ ସେହି ପାଣି କୁ ଛାଣି ଦେବା ଓ ଗ୍ୟାସ ରେ ସେହି ପାଣିକୁ 5-10 ମିନିଟ ଫୁଟିବା ପାଇଁ ଛାଡି ଦେବା | ତେବେ ସେହି ପାଣି ଟି ଭଲ ଭାବରେ ଫୁଟିଲା ପରେ ତାହାକୁ କପ କୁ ନେଇକି ଗୋଟିଏ ଚାମଚ ମହୁ ମିଶାଇ ଦେବା | ଏବେ ଆମର ଘରେଇ ଉପଚାର ଟି ପ୍ରସ୍ତୁତ ଗଲା |

ବ୍ୟବହାର :-ବର୍ତ୍ତମାନ ପ୍ରସ୍ତୁତ କରିଥିବା ସେହି ଘରେଇ ଉପଚାର ଟିକୁ ପ୍ରତେକ ଦିନ ସକାଳେ ଖାଲି ପେଟରେ ସେବନ କରିବା ଆବଶ୍ୟକ | ତେବେ ଚାହା ଭଳି ପ୍ରତେକ ଦିନ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ରୁ ଆମେ ମୁକ୍ତି ପାଇ ପାରିବା |ତେବେ ଏହା ଥିଲା ବାତ, ପିତ ସହିତ ବିଭିନ୍ନ ପ୍ରକାରର ସମସ୍ୟା କୁ ଦୂର କିରିବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment