ହଁ ଦର୍ଶକ ବନ୍ଧୁ ଆଜିକାଲି ଆଣ୍ଠୁ ଗଣ୍ଠି ବିନ୍ଧା ହେବା ଶରୀର ଦୁର୍ବଳ ଲାଗିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ | ତେବେ ଏହା ଶରୀର ର କ୍ୟାଲସିୟମ ର ଅଭାବ ପାଇଁ ଦେଖା ଯାଇଥାଏ | ତେଣୁ ଶରୀର କ୍ୟାଲସିୟମ ର ମାତ୍ରା ବୃଦ୍ଧି ପାଇଁ ଆମେ ପ୍ରତିଦିନ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ ହେଇଥାଏ | ତେଣୁ ଦର୍ଶକ ବନ୍ଧୁ ଏବେ ଆମେ ଆପଣଙ୍କୁ ଏମିତି ଏକ ଘରେଇ ଉପଚାର ବିଷୟରେ ଜଣାଇବୁ ଯାହା ଆପଣ ଆପଣଙ୍କ ଘରେ ତିଆରି କରି ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର କ୍ୟାଲସିୟମ ର ପରିମାଣ ବୃଦ୍ଧି ପାଇବା ସହିତ ଆପଣଙ୍କ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଦୂର କରିପାରିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ବ୍ୟବହାର ଓ ପ୍ରସ୍ତୁତି ଓ ସେବନ ବିଧି ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :
ପାନ, ଚୂନ, ମହୁ, ରସୁଣ, ତ୍ରିଫଳା
ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-ଦର୍ଶକ ବନ୍ଧୁ ଆଣ୍ଠୁ ଗଣ୍ଠି ବ୍ୟଥା ହେଉଥିଲେ ଆପଣ ପ୍ରଥମେ ଗୋଟିଏ ମିଠା ପାନ ପତ୍ର ନିୟନ୍ତୁ ଓ ସେଥିରେ ଚାଉଳ ସଦୃଶ ଚୁର୍ଣ୍ଣ ନେଇ ସେହି ପାନ ଲେପନ କରନ୍ତୁ ତାପରେ ସେହି ପାନପତ୍ର କୁ ସେବନ କରନ୍ତୁ ମନେ ରଖିବେ ଦର୍ଶକ ବନ୍ଧୁ ଏହାକୁ ସେବନ କରିବା ପରେ ଏଥିରୁ ବାହାରୁଥିବା ରସକୁ ଆପଣ ନ ପକାଇ ଢକି ଦିୟନ୍ତୁ | କାରଣ ଏହାର ରସ ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଦାୟକ ହେଇଥାଏ | ଏହି ପାନ ପତ୍ର ସେବନ କରିବା ଦ୍ୱାରା, ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା, ହାତ ଗୋଡ ବିନ୍ଦା, ଏମିତି କି ରାତିରେ କିଛି ଖରାପ ବିଡିଓ ଦେଖି ଆପଣ ନଷ୍ଟ କରିଥିବା ଶକ୍ତି କୁ ମଧ୍ୟ ପୁଣି ଥରେ ଫେରି ପାଇବେ
ତେବେ ଏହାର ଆଉ ଏକ ଉପାୟ ମଧ୍ୟ ରହିଛି ଯାହା ପୁରୁଷ ଙ୍କ ପାଇଁ ବହୁତ ଉପକାରୀ ବୋଲି କୁହାଯାଇଛି | କାରଣ କିଛି ଏମିତି ପୁରୁଷ ଅଛନ୍ତି ଯେଉଁମାନେ କି ରାତିରେ ଖରାପ ଭିଡ଼ିଓ ଦେଖି, ନିଜ ଆଭ୍ୟତରଣ ଶକ୍ତି ହରାଇଦେଇଛନ୍ତି ସେମାନଙ୍କ ଏହି ଉପାୟଟି ରାମ ବାଣ ପରି କାର୍ଯ୍ୟ କରିବ | ତାହାଲେ ଏହି ଉପାୟ ଟି ପାଇଁ ପ୍ରଥମେ ଗୋଟିଏ ମିଠା ପାନ ପତ୍ର ନିୟନ୍ତୁ ଓ ସେଥିରେ ଅଳ୍ପ ପରିମାଣରେ ଆପଣ ଘରେ ବ୍ୟବହାର କରୁଥିବା ମହୁ ଲେପନ କରନ୍ତୁ ଓ ତାପରେ ସେଥିରେ ଗୋଟିଏ ରସୁଣ ପାଖୁଡା ନେଇ ତାକୁ ଛେଞ୍ଚି ସେହି ପାନ ପତ୍ର ରେ ରଖି 15 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଦେଖିବେ ଏମିତି କରିବା ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାର ରୋଗ, ଯେମିତିକି ଆଣ୍ଠୁ ଗଣ୍ଠି ବିନ୍ଧା,ଶରୀର ଦୁର୍ବଳ ଲାଗିବା ଆଦି କୁ ଅତି ସହଜ ରେ ଭଲ କରିପାରିବେ |
ତେବେ ଏହିଭଳି ଭାବରେ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ଓ ବିନ୍ଧାରୁ ମୁକ୍ତି ପାଇବା ପାଇଁ ହେଲେ ପାନ ରୁ ପ୍ରସ୍ତୁତ ଘରେଇ ଉପଚାର କୁ ବ୍ୟବହାର କରି ପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।