ପୁରୁଷ ଙ୍କ କେଉଁ ଅଙ୍ଗ ଦେଖି ଝିଅ ମାନେ ଆକର୍ଷିତ ହୋଇଯାନ୍ତି, କେବେଳ ପୁଅ ମାନେ ଦେଖନ୍ତୁ

0

ସାଧାରଣ ଭାବରେ ଆମେ ଜାଣିଛୁ ଯେ ନାରୀ ଏବଂ ପୁରୁଷ ପରସ୍ପର ପ୍ରତି ଆକର୍ଷିତ ହୋଇଥାନ୍ତି। ସେମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ କିନ୍ତୁ ପୁଅ ମାନଙ୍କର ଝିଅ ମାନଂକ ପ୍ରତି ଏକ ସ୍ବତନ୍ତ୍ର ଭାବନା ରହିଥାଏ ଏବଂ ଝିଅ ମାନଂକ ର ମଧ୍ୟ ପୁଅ ମାନଙ୍କ ପ୍ରତି ଏକ ଆକର୍ଷଣ ରହିଥାଏ। ଯେଉଁ ପାଇଁ ସେମାନେ ଶାରିରୀକ ସମ୍ପର୍କ ରଖିବାକୁ ଆଗ୍ରହ ଦେଖାଇଥାନ୍ତି।

ପରଷ୍ପର ପ୍ରତି ଆକର୍ଷଣ ହେତୁ ସେମାନେ ନିଜ ନିଜର ଶାରିରୀକ ବିକାଶ ଏବଂ ସୌନ୍ଦର୍ଯ୍ୟ ପ୍ରତି ଚିନ୍ତିତ ଥାଆନ୍ତି। ସୁନ୍ଦର ଏବଂ ସୁଢଳ ଶରୀର ପ୍ରସ୍ତୁତି ରେ ଧ୍ୟାନ ଦେଇଥାନ୍ତି। କାରଣ ଯଦି ସେମାନଙ୍କ ଶରୀର ଆକର୍ଷିତ ହେବ ତେବେ ଏହା ଅନ୍ୟ ଏକ ପୁଅ ବା ଝିଅ କୁ ଆକର୍ଷିତ କରିବ।

ପୁଅଙ୍କ ଶରୀରର ଏମିତି ଏକ ଜିନିଷ ଅଛି ଯାହାକୁ ଦେଖିବାକୁ ଝିଅ ମାନେ ପାଗଳ ହୋଇଥାନ୍ତି ଏବଂ ଦେଖିବାକୁ ଆଗ୍ରହର ସହ ଇଚ୍ଛା ମଧ୍ୟ କରିଥାନ୍ତି।କାରଣ ଏହା କୁ ଦେଖି ଝିଅ ମାନେ ସେହି ପୁଅ ର ବ୍ୟକ୍ତିତ୍ଵ ବିଷୟରେ ଜାଣି ପାରନ୍ତି ଏବଂ ଏହା ମଧ୍ୟ ଜାଣି ପାରନ୍ତି ଯେ ସେହି ପୁଅ ର ସ୍ଵଭାବ ହିସାବରେ ସେ କେମିତି ଗୋଟିଏ ଝିଅ କୁ ଭଲପାଇବା ଦେଇ ପାରିବ ଏବଂ ଝିଅ ମାନଙ୍କୁ ସୁରକ୍ଷା ଦେଇ ପାରିବ।ଆସନ୍ତୁ ଜାଣିବା ପୁଅ ମାନଙ୍କର ସେହି ଜିନିଷ ବିଷୟରେ ଯାହାକୁ ଦେଖି ଝିଅମାନେ ପୁଅଙ୍କୁ ପସନ୍ଦ କରନ୍ତି ଏବଂ ସେମାନଙ୍କ ସହ ତାଙ୍କର ପ୍ରେମ ହୋଇ ଯାଇଥାଏ।

୧) ଛାତି- ପୁଅ ମାନଙ୍କ ଭଳି ଝିଅ ମାନେ ମଧ୍ୟ ପୁଅ ମାନଙ୍କର ଛାତି କୁ ପସନ୍ଦ କରନ୍ତି ଓ ଛାତି ର ଉଚ୍ଚତା କୁ ଦେଖି ଆକର୍ଷିତ ହୁଅନ୍ତି। ଏହି ପୁଅ ମାନଙ୍କୁ ଦେଖୁଦେଖୁ ମହିଳା ମାନେ ଅନେକ ସ୍ବପ୍ନ ଦେଖି ଥାଆନ୍ତି।

୨) ଆକର୍ଷିତ ଓଠ- ପୁଅ ମାନଙ୍କ ଓଠ କୁ ଦେଖି ମହିଳା ମାନେ ଦିୱାନା ହୋଇଯାଆନ୍ତି। ସୁନ୍ଦର ଓ ଆକର୍ଷିତ ଓଠ ପ୍ରତି ଏକ ସ୍ବତନ୍ତ୍ର ଆକୃଷ୍ଟ ରହିଥାଏ। ମୁଖ୍ୟତଃ ଗୋଲାପି ଓ ସୁନ୍ଦର ଓଠ କୁ ମହିଳା ମାନେ ପସନ୍ଦ କରିଥାନ୍ତି।

୩) ଚଉଡ଼ା ପିଠି- ଏକ ସର୍ଭେ ରୁ ଜଣା ପଡିଛି ଯେ ମହିଳା ମାନେ ପୁଅ ମାନଙ୍କର ପିଠି କୁ ବହୁତ୍ ପଶନ୍ଦ କରିଥାଆନ୍ତି ଓ ଯେଉଁ ପୁରୁଷ ର ଚଉଡ଼ା ଏବଂ ସୁନ୍ଦର ପିଠି ଥାଏ ଝିଅ ମାନେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ପାଗଳ ହୋଇ ଥାଆନ୍ତି।

୪) ଜଙ୍ଘ- ପୁଅ ମାନଙ୍କର ମଜବୁତ୍ ଜଙ୍ଘ କୁ ଦେଖି ଝିଅ ମାନେ ମନେ ମନେ ବହୁତ୍ କିଛି ଭାବି ଦିଅନ୍ତି ଓ ଦିୱାନା ହୋଇଯାଆନ୍ତି ସେମାନେ ଏହି ଭଳି ଜଙ୍ଘ ଥିବା ପୁଅ ମାନଙ୍କୁ ବେଶି ପସନ୍ଦ କରିଥାନ୍ତି।

୫) ସରଳ, ନିରୀହ ଆଖି- ମାସୁମ୍ ଆଖିକୁ ଦେଖି ଝିଅ ମାନଙ୍କର ପୁଅ ମାନଙ୍କ ପ୍ରତି ଏକ ସ୍ବତନ୍ତ୍ର ଆକୃଷ୍ଟ ବଢ଼ିଥାଏ। ଯେମିତି ଝିଅ ମାନଙ୍କର ସୁନ୍ଦରତା ଆଖି ବଢ଼ାଇଥାଏ ସେହି ପରି ପୁଅ ମାନଙ୍କର ନିରୀହ ଚେହେରା ଓ ସରଳ ଆଖିକୁ ଦେଖି ଝିଅ ମାନେ ପାଗଳ ହୋଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।