ଗୁପ୍ତ ସମାସ୍ୟା – ପୁରୁଷତ୍ଵ ଦୁର୍ବଳତାକୁ ଦୂର କରିବା ପାଇଁ ଏହି ୩ ଟି ସରଳ ଏବଂ ସଠିକ୍ ଉପାୟ ୧୦୦% ଗ୍ୟାରେଣ୍ଟି

ସନ୍ତାନ ଟିଏ ଜନ୍ମ କରିବା ପାଇଁ ହେଲେ ଉଭୟ ବାପା ଏବଂ ମାଆର ସହାୟତାର ଆବଶ୍ୟକ ପଡିଥାଏ । ଦୁଇ ଜଣଙ୍କ ମଧ୍ୟରୁ କାହାର ବି ଯଦି କୌଣସି ସମସ୍ୟା ରହିଥାଏ , ତେବେ ସେମାନଙ୍କୁ ସନ୍ତାନ ପ୍ରାପ୍ତି କରିବା ପାଇଁ ବହୁତ କଷ୍ଟ ହୋଇଥାଏ । ଅଧିକାଂଶ ସମୟରେ ପୁରୁଷ ଦୁର୍ବଳତା ଏକ ବଡ ସମସ୍ୟାରେ ପରିଣତ ହୋଇଛି , ଏଥିରେ ଅନେକ ଲୋକ ଶିକାର ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପୁରୁଷ ଦୁର୍ବଳତା କୁ ଦୂରିକରଣ କରିବା ପାଇଁ ସହଜ ଉପାୟ ବିଷୟରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ପୁରୁଷ ଦୁର୍ବଳତାକୁ ଦୂର କରିବାର ପ୍ରତିକାର ।

1 ଅଶ୍ୱଗନ୍ଧା :-

ପୁରୁଷ ଦୁର୍ବଳତାକୁ ଦୂର କରିବାର ସର୍ବୋତ୍ତମ ଉପାୟ ହେଉଛି ଅଶ୍ୱଗନ୍ଧା । ପୁରାତନ ସମୟରୁ ଅଶ୍ୱଗନ୍ଧାର ବ୍ୟବହାର କରାଯାଉଛି , ଯଦି ଆପଣଙ୍କ ଠାରେ ଏହି ସମସ୍ୟା ଦେଖାଯାଉଛି ତେବେ ଆପଣ ନିୟମିତ ଭାବେ 5 ଗ୍ରାମ କ୍ଷୀର ସହିତ ଏହାକୁ ବ୍ୟବହାର କରନ୍ତୁ । ମାତ୍ର ଏକ ମାସ ମଧ୍ୟରେ ଆପଣଙ୍କର ଏହି ସମସ୍ୟା ଦୂର ହେବ ।

2. ବ୍ୟାୟାମ :-

ଯଦି ଆପଣ ମଧ୍ୟ ପୁରୁଷ ଦୁର୍ବଳତାର ଶିକାର ହେଉଛନ୍ତି , ତେବେ ନିୟମିତ ଭାବରେ ବ୍ୟାୟାମ କରନ୍ତୁ । ବ୍ୟାୟାମ କରିବା ଦ୍ୱାରା ଶରୀରର ଶୀରା ଖୋଲିଥାଏ ଏବଂ ଶରୀରରେ ରକ୍ତ ପ୍ରବାହକୁ ସଂଶୋଧନ କରିଥାଏ । ତେଣୁ ନିୟମିତ ଭାବରେ ବ୍ୟାୟାମ କରିବା ଦ୍ୱାରା ଏହି ରୋର ଆପଣଙ୍କୁ କେବେବି ହେବ ନାହିଁ ।

3. ଶତାବରୀ :-

ପରୁଷର ଦୁର୍ବଳତାକୁ ଦୂରିକରଣ କରିବାର ଆଉ ଏକ ପ୍ରଭାବଶାଳୀ ଔଷଧ ହେଉଛି ଶତାବରୀ । ଏହା ଏକ ଥଣ୍ଡା ଧାତୁ ଅଟେ ଏବଂ ଏହାକୁ ନିୟମିତ ଭାବରେ ସେବନ କରନ୍ତୁ । ନିୟମିତ ଭବାରେ ସେବନ କରିବା ଦ୍ୱାରା ଶରୀରର ଯୌନାଙ୍ଗ ସୁସ୍ଥ ହୋଇଥାଏ ଏବଂ କୌଣସି ପ୍ରକାର ଦୁର୍ବଳତା ମଧ୍ୟ ରହି ନଥାଏ ।

ଏହି ତିନୋଟି ସରଳ ସହଜ ଉପାୟ ମାଧ୍ୟରେ ପୁରୁଷର ଦୁର୍ବଳତାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିପାରିବେ । ଏହା ସେବନ କରିବା ଦ୍ୱାରା ଶରୀରରେ କୌଣସି ପ୍ରକାର ସାଇଟ ଇଭେକ୍ଟ ମଧ୍ୟ ହୋଇ ନଥାଏ । ଆପଣଙ୍କୁ ଏହି ସବୁ ଜିନିଷ ମାର୍କେଟ ଅତି ସହଜରେ ମିଳିଯିବ ଏବଂ ଆପଣଙ୍କୁ ଏଥିପାଇଁ କୌଣସି ପ୍ରକାର କଷ୍ଟ ମଧ୍ୟ କରିବା ପାଇଁ ପଡିବ ନାହିଁ ।

ପ୍ରତିଦିନ ବ୍ୟାୟାମ କରିବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ , ଯାହା ଆମ ଶରୀରକୁ ସୁସ୍ଥ ଓ ସବଳ ରଖିବାରେ ସାହାର୍ଯ୍ୟ କରିଥାଏ । ଏହାଛଡା ବ୍ୟାୟାମ କରିବା ଦ୍ୱାରା ଆମେ ସର୍ବଦା ନିରୋଗୀ ରହିଥାଉ ଏବଂ କୌଣସି ପ୍ରକାର ସଂକ୍ରମିତ ରୋଗ ମଧ୍ୟ ସଂକ୍ରମଣ କରିପାରେ ନାହିଁ । ଆମ ଶରୀରର ୟୁମିନିଟି ଶକ୍ତି ଅଧିକ ପରିମାଣରେ ରହିଥାଏ, ଯାହା ଆମକୁ ନିରୋଗୀ ରଖିବାରେ ସାହାର୍ଯ୍ୟ କରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment