IAS INTERVIEW – ପୁତ୍ର ନଥିଲେ ପିତା ମାତାଙ୍କର ଶ୍ରାଦ୍ଧ କିଏ ଦେବେ ?

ବନ୍ଧୁଗଣ ଆମ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ପୁତ୍ର ତାଙ୍କର ମୁହଁ ରେ ମୁଖାଗ୍ନି ଦେଇଥାନ୍ତି ଏବଂ ତାଙ୍କର ଦଶାହ କ୍ରିୟା କର୍ମ ମଧ୍ୟ କରିଥାନ୍ତି। ତେବେ ଏହା ଏହି କାରଣ ରୁ କରାଯାଏ କି ମରିଯାଇଥିବା ବ୍ୟକ୍ତି ଙ୍କ ର ଆତ୍ମା କୁ ଶାନ୍ତି ମିଳିବ ବୋଲି। ମାତ୍ର ଯଦି କୌଣସି ବ୍ୟକ୍ତି ଙ୍କ ର ପୁତ୍ର ସନ୍ତାନ ନଥାନ୍ତି ତେବେ ତାଙ୍କର ମୃତ୍ୟୁ ପରେ କିଏ ତାଙ୍କ ର ଶ୍ରଦ୍ଧା ଦେବ ଓ ପିଣ୍ଡ ଦାନ କରିବ ତା ନେଇ ବଡ଼ ପ୍ରଶ୍ନ ରହିଥାଏ। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ କି ଯଦି କୌଣସି ବ୍ୟକ୍ତି ଙ୍କ ର ପୁତ୍ର ସନ୍ତାନ ନଥାନ୍ତି ତେବେ ତାଙ୍କ ମୃତ୍ୟୁ ପରେ କିଏ ତାଙ୍କର ଦଶାହ ଓ ପିଣ୍ଡ ଦାନ କାର୍ଯ୍ୟ କରିଥାନ୍ତି।

୧.ଯଦି କୌଣସି ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଯାଇ ଥାଏ ତେବେ ତାଙ୍କର ଦଶାସ କ୍ରିୟା ହେବା ନିଶ୍ଚିତ ଅଟେ। ତେବେ ସାଧାରଣ ଭାବରେ କାହାର ମୃତ୍ୟୁ ହୋଇଗଲେ ତାଙ୍କର ଦଶାହ କ୍ରିୟା ତଥା ଶ୍ରଦ୍ଧା ଓ ପିଣ୍ଡ ତାଙ୍କର ପୁତ୍ର କରିଥାନ୍ତି।

୨.ଯଦି କୌଣସି ବ୍ୟକ୍ତି ଙ୍କ ର ପୁତ୍ର ଙ୍କ ର ମୃତ୍ୟୁ ହୋଇଯାଇ ଥାଏ ବାପା ଙ୍କ ମୃତ୍ୟୁ ପୂର୍ବରୁ ,ତେବେ ଏହି କେସ ରେ ବାପା ଙ୍କ ର ମୃତ୍ୟୁ ପରେ ତାଙ୍କର ଦଶାହ କ୍ରିୟା କର୍ମ ତଥା ଶ୍ରଦ୍ଧା ଓ ପିଣ୍ଡଦାନ ପୁଅ ର ସ୍ତ୍ରୀ ଅର୍ଥାତ ପୁତ୍ର ବଧୂ କରିପାରିବେ ଯାହାକି ଆମ ଶାସ୍ତ୍ର ରେ ଲିଖିତ ରହିଛି।

୩.ଯଦି କୌଣସି ବ୍ୟକ୍ତି ଙ୍କ ର ପୁତ୍ର ସନ୍ତାନ ହିଁ ନଥାନ୍ତି ତେବେ ସେହି ବ୍ୟକ୍ତି ଙ୍କ ମୃତ୍ୟୁ ପରେ ତାଙ୍କର ସ୍ତ୍ରୀ ମୁଖାଗ୍ନି ଦେଇ ତାଙ୍କର ଦଶାହ କ୍ରିୟା କର୍ମ ତଥା ଶ୍ରଦ୍ଧା ଓ ପିଣ୍ଡଦାନ କରିବେ। ସ୍ୱାମୀ ଙ୍କ ମୃତ୍ୟୁ ରେ ସ୍ତ୍ରୀ କରିବେ ଏବଂ ଯଦି ସ୍ତ୍ରୀ ଙ୍କ ର ମୃତ୍ୟୁ ହୋଇଥାଏ ତେବେ ତାଙ୍କ ସ୍ୱାମୀ ଏହା କରି ପାରିବେ।

୪.ଯଦି କୌଣସି ବ୍ୟକ୍ତି ଙ୍କ ର ପୁତ୍ର , ପୁତ୍ର ବଧୂ କିମ୍ବା ସ୍ତ୍ରୀ ନଥାନ୍ତି ତେବେ ତାଙ୍କର ମୃତ୍ୟୁ ପରେ ତାଙ୍କର ଦଶାହ କ୍ରିୟା କର୍ମ ତଥା ଶ୍ରଦ୍ଧା ଓ ପିଣ୍ଡଦାନ ତାଙ୍କର ସଗା ଭାଇ ତଥା ନିଜ ଭାଇ ତାଙ୍କର ମୁଁହ ରେ ମୁଖାଗ୍ନି ଏବଂ ସମସ୍ତ କ୍ରିୟା କର୍ମ କରିବେ।ବଡ଼ ଭାଇ ବଞ୍ଚିଥିଲେ ସେ କରିବେ ନଚେତ ସାନ ଭାଇ ହୋଇଥିଲେ ସେ ମଧ୍ୟ କରିବେ । ଏ ନେଇ ମଧ୍ୟ ଆମ ଶାସ୍ତ୍ର ରେ ଲେଖା ଯାଇଛି।

୫.ଯଦି କୌଣସି ବ୍ୟକ୍ତି ଏହିପରି ମଧ୍ୟ ରହିଥାନ୍ତି କି ତାଙ୍କର କୌଣସି ପରିବାର , ଭାଇ ,ସ୍ତ୍ରୀ କିମ୍ବା ପୁତ୍ର କେହି ବି ନାହାନ୍ତି। ତେବେ ତାଙ୍କର ର ମୃତ୍ୟୁ ପରେ ତାଙ୍କ ର ମୁଖାଗ୍ନି ତଥା ସମସ୍ତ ପାରମ୍ପରିକ ନିତ୍ୟକର୍ମ ତାଙ୍କର ପ୍ରିୟ ବନ୍ଧୁ କିମ୍ବା କୁଳ ପୁରହିତ କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment